ଆଉ କେବେ ଚେତିବ ପ୍ରଶାସନ, ମୃତ୍ୟୁକୁ ଅପେକ୍ଷା କରିଛି ମୁକୁଳା ଡ୍ରେନ !!

ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳର ଜନଗହଳି ପୂର୍ଣ୍ଣ ରାସ୍ତାରେ ମୁକୁଳା ପଡିଛି ଡ୍ରେନ। ଅଘଟଣକୁ ଅପେକ୍ଷା ଆସିକା ବିଜ୍ଞାପିତ ଅଞ୍ଚଳ ଅଧିନ ଦୁଇ ନମ୍ବର ୱାର୍ଡ ବାଣୀବିହାର ଏକ ଜନ ଗହଳିପୂର୍ଣ୍ଣ ଅଞ୍ଚଳ। ଏହି ସ୍ଥାନ ରେ ରାସ୍ତା ର ଗୋଟିଏ ପାର୍ଶ୍ଵ ରେ ଜନ ବସତି ଓ ଅନ୍ୟ ପାର୍ଶ୍ୱ

ଯମ ଯନ୍ତ୍ରଣାଠୁ ବଳିଗଲା ଟାଟା ପାୱାର ଯନ୍ତ୍ରଣା : ଲୋକେ ହନ୍ତସନ୍ତ !

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଦ୍ୱିତୀୟ ସର୍ବ ବୃହତ୍ତମ ବ୍ୟବସାୟୀକ ପେଣ୍ଠସ୍ଥଳି ହେଉଛି ଆସିକା। ଆସିକା ରେ ଗତ କିଛି ଦିନ ହେଲା ଟାଟା ପାୱାର ର କେବଳ ମର୍ଜି ରେ ବିଦ୍ୟୁତ ଯୋଗାଣ କହିଲେ କିଛି ଭୁଲ ହେବନାହିଁ। ଏପଟେ ସୁଭଦ୍ରା ଯୋଜନା ମାନିଆ ରେ ମହିଳାମାନେ ପଞ୍ଜି କରଣ ପାଇଁ ଘଣ୍ଟାଘଣ୍ଟା

ଆପ୍ ତରଫରୁ ଶାନ୍ତିପୂର୍ଣ୍ଣ ଧାରଣା ଏବଂ ପ୍ରତିବାଦ

ବ୍ରହ୍ମପୁର : ଗତ 15 ତାରିଖ ରାତିରେ ଭୁବନେଶ୍ୱର ସ୍ଥିତ ଭରତପୁର ଥାନାରେ ଜଣେ ସେନା ଅଧିକାରୀ ଏବଂ ତାଙ୍କର ବାନ୍ଧବୀଙ୍କ ସହିତ ପୋଲିସ ଦ୍ୱାରା ଯେଉଁପରି ଅତ୍ୟାଚାର କରାଗଲା ତାହା ଓଡ଼ିଶାରେ ମୋହନ ମାଝୀ ସରକାରଙ୍କ ଶାସନ ବ୍ୟବସ୍ଥା ହୁଗୁଳି ଯାଇଛି ବୋଲି ପ୍ରମାଣିତ କରୁଛି l ଏ ପ୍ରକାର

ମାଁ କନକ ଦୁର୍ଗାଙ୍କ ଷୋଡ଼ଶ ଉପଚାର ପୂଜା ଆରମ୍ଭ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁର ପ୍ରସିଦ୍ଧ ଦେବୀପୀଠ ମାଁ କନକ ଦୁର୍ଗାଙ୍କ ମୂଳାଷ୍ଟମୀ ଠାରୁ ଦଶହରା ପର୍ଯ୍ୟନ୍ତ ଷୋଡ଼ଶ ଉପଚାର ପୂଜା, ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି। ଏଥି ନିମନ୍ତେ ହିଞ୍ଜିଳିକାଟୁ ଓ ମାଁ ଶ୍ୟାମଳାଇ, ମାଁ ତାରାତାରିଣୀ ପୀଠ, ସହ ଆଖପାଖ ଅଞ୍ଚଳର ସମସ୍ତ ଦେବୀପୀଠ

ମିଡିଆ ଫୋରମ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ମିଡିଆ ଫୋରମ ପକ୍ଷରୁ ସଭାପତି ଡଃ ସୂର୍ଯ୍ୟ ନାରାୟଣ ବେହେରାଙ୍କ ନେତୃତ୍ବରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ମହତ କାର୍ଯ୍ୟକ୍ରମରେ କନ୍ଧମାଳ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ କୁମାର ପଟେଲ ଯୋଗ ଦେଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବିଶେଷ କରି

ଫୁଲବାଣୀ ପୌରାଅଧ୍ୟକ୍ଷା ଦାୟିତ୍ୱ ନେଲେ ପାୟଲ ବେହେରା…

ଫୁଲବାଣୀ : ଫୁଲବାଣୀ ପୌରପରିଷଦ ରେ ଦିର୍ଘ ଦିନର ଅସ୍ଥିରତା ପରେ ପୌରଉପାଧ୍ୟକ୍ଷା ଶ୍ରୀମତୀ ପାୟଲ ବେହେରା ଆନୁଷ୍ଠାନିକ ଭାବରେ ପୌରାଧ୍ୟକ୍ଷା ଦାୟୀତ୍ୱ ଗ୍ରହଣ କରିଛନ୍ତି । ଗତ ଜୁଲାଇ ମାସ ୨୩ ତାରିଖଠାରୁ ଅନାସ୍ଥା ପ୍ରସ୍ତାବ ବୈଠକରେ ଅନାସ୍ଥା ପ୍ରସ୍ଥାବ କାୟମ ରହିବା ଯୋଗୁଁ ପୁର୍ବତନ

ଏ.ଆଇ.ଟି.ୟୁ.ସି ପକ୍ଷରୁ ପ୍ରଧାନମନ୍ତୀଙ୍କ ଉଦେଶ୍ୟରେ ଅତରିକ୍ତ ଜିଲ୍ଲାପାଳଙ୍କୁ ଚାରି ଦଫା ସମ୍ବଳିତ ଦାବି ପତ୍ର…

ମାଲକାନଗିରି : କେନ୍ଦ୍ରୀୟ ଟ୍ରେଡ଼ ୟୁନିଅନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଶ୍ରମ ବିରୋଧୀ ଚାରୋଟି ଶ୍ରମ କୋର୍ଡ ବାତିଲ ଦାବିରେ ଏକ ରାଲି ମାଲକାନଗିରି ବସଷ୍ଟାଣ୍ଡରୁ ବାହାରି ସହରର ପରିକ୍ରମା କରିବା ସହ ମାଲକାନଗିରି ଜିଲ୍ଲାପାଳ ଅଫିସ ନିକଟରେ ପହଁଚିଥିଲେ l ପୂର୍ବ ସରକାର ଥିବା ସମୟରେ

ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜନ ଜାତି ସଂଘର ନୁଆଁଖାଇ ଭେଟଘାଟ ପାଇଁ ପ୍ରସ୍ତୁତି ବୈଠକ…

ଉମରକୋଟ/ଝରୀଗାଁ:- (୨୪/୦୯/୨୦୨୪) ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଧାମନାଗୁଡା ପଂଚାୟତ ଅଧୀନରେ ଥିବା ଚାରଗାଁ ଠାରେ ନବରଙ୍ଗପୁର ଜିଲ୍ଲା ମୂଳ ନିବାସୀ ଅନୁସୂଚିତ ଜନ ଜାତିର ନୁଆଁଖାଇ ଭେଟଘାଟ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଅର୍ଜୁନ ସମରଥଙ୍କ

ପୁଣି ପିସି କୁ ନେଇ ଚର୍ଚ୍ଚା ଦଶହରା ପାଇଁ ପିସି ନା ମାମୁଲି…!

ତ୍ରାହି ତ୍ରାହି ଡାକ ଦେଲେଣି ଅଫିସର ଠାରୁ ମାଫିଆ ଓ ବ୍ୟବସାୟୀ..!! ଭୁବନେଶ୍ୱର: ଏବେ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଚର୍ଚ୍ଚା ରେ। ଆଗକୁ ଦଶହରା ଥିବାରୁ ଠିକାଦାର, ଅଫିସର, ବଡ଼ ବଡ଼ ବ୍ୟବସାୟୀ ମାନଙ୍କୁ କୁଆଡ଼େ ୨୦ ପ୍ରତିଶତ ପିସି ଦେବାକୁ ଦାବୀ କରାଯଇଛି ବୋଲି ଚା ଖଟିରେ

ମିନି ଶିବାକାଶୀ ପାଲଟିଛି ଆସିକା ନିକଟସ୍ଥ ନଳବଣ୍ଟା : ଲକ୍ଷ ଲକ୍ଷ ଟଙ୍କାର ବାରୁଦ ଗଚ୍ଛିତ …..

ବାରୁଦ ନିଆଁ ସହ ଖେଳୁଛି ପ୍ରଶାସନ..!!ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାର ୫୯ ଜାତୀୟ ରାଜପଥ କଡ଼ରେ ନଳବଣ୍ଟା ଗ୍ରାମ। ଏଠାରେ ମୃତ୍ୟୁ ସହ ଖେଳ ଚାଲେ ଦଶହରା ପୂର୍ବରୁ ଗାଁ ର ପିଲାରୁ ବୁଢ଼ା ସମସ୍ତେ ହାତ ତିଆରି ବିଭିନ୍ନ ବାଣ ପ୍ରସ୍ତୁତ କରିବାର ନଜିର ରହିଛି। ଏହି ଗ୍ରାମରେ ପାଦ ପାଦ ରେ