Sign in
Sign in
Recover your password.
A password will be e-mailed to you.
ବିଦେଶରେ କାର୍ଯ୍ୟରତଙ୍କ ଭୋଟ ଦେବା ଘଟଣା : ସାନି ମତଦାନ ଦାବି
ଚିକିଟି : ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଓ ମୁଖ୍ୟ ଶାସନ ସଚିବଙ୍କ ଭୋଟିଂ କାଳ ରେ କୌଣସି ବେଆଇନ କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ ମନ୍ତବ୍ୟ ଚିକିଟି ବ୍ଲକ ରେ ବିଫଳ ହୋଇଛି । ବ୍ଲକ ର ପିତାତଳି ପଞ୍ଚାୟତ ବଇରୀବାଡ଼ ରେ ଏଜେଣ୍ଟ ଙ୍କ ପ୍ରତିବାଦ ସତ୍ୱେ ରେଗିଂ କରାଯାଇଛି।ପୋଲିସ ଉପସ୍ଥିତ…
ଗଞ୍ଜାମ ଜିଲ୍ଲାରେ ୧୧ ଗୋଟି ସହରାଞ୍ଚଳ ସ୍ବାସ୍ଥ୍ୟ ଏବଂ ସ୍ବଚ୍ଛତା କେନ୍ଦ୍ର ପ୍ରତିଷ୍ଠା ହେବ
ଛତ୍ରପୁର (୧୯/୦୨) : ସହରାଞ୍ଚଳ ଗୁଡିକରେ ବିଦ୍ୟମାନ ଉଚ୍ଚ ପ୍ରାଥମିକ ଚିକିତ୍ସା କେନ୍ଦ୍ର (UPHC) ଗୁଡିକ ସ୍ତରରୁ ବିସ୍ତୃତ ପ୍ରାଥମିକ ସ୍ବାସ୍ଥ୍ୟସେବାକୁ ବିକେନ୍ଦ୍ରୀକରଣ କରିବା ଯୋଜନା କରାଯାଉଛି । ଗଞ୍ଜାମ ଜିଲ୍ଲାର ଛତ୍ରପୁର ବିଜ୍ଞାପିତ ଅଞ୍ଚଳ, ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ, ଆସ୍କା…
ଆଉଟ ସୋରସିଂ ନିର୍ମଳ ପ୍ଲସ ଠିକା କର୍ମଚାରୀ ସଙ୍ଘର ବୈଠକ
ଫୁଲବାଣୀ:- ସ୍ଥାନୀୟ ସାମ୍ବାଦିକ ଭବନ ଫୁଲବାଣୀ ଠାରେ ଆଉଟ ସୋରସିଂ ନିର୍ମଳ ପ୍ଲସ ଠିକା କର୍ମଚାରୀ ସଙ୍ଘ,କନ୍ଧମାଳ ସଭାପତି ଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲା ସଭାପତି ରବିନ୍ଦ୍ର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ…
ଆଜି ବି ବଞ୍ଚିଛି ମାନବିକତା : ରୋଗୀଙ୍କୁ ଫେରାଇଲେ ଟଙ୍କା ଓ ଜରୁରୀ କାଗଜପତ୍ର
ଫୁଲବାଣୀ:- ମାନବିକତା ଦେଖାଇଛନ୍ତି ରୋଗୀବୁହା ଯାନର କର୍ମଚାରୀ। ଭଲ ହୋଇ ଘରକୁ ଫେରି ଯାଇଥିବା ଜଣେ ବ୍ୟକ୍ତିଙ୍କୁ କର୍ମଚାରୀମାନେ ୬ ହଜାର ଟଙ୍କା ସହିତ ଘରର ସମସ୍ତ କାଗଜପତ୍ର ଓ ଅନ୍ୟ କେତେକ ସାମଗ୍ରୀ ଫେରାଇଛନ୍ତି। ଶୁକ୍ରବାର ଫୁଲବାଣୀ ଡାକ୍ତରଖାନା ପରିସରରେ କର୍ମଚାରୀ ମାନେ ଟଙ୍କା…
କୋଟଗଡ଼ରେ ୮୨% ଭୋଟ
ଫୁଲବାଣୀ/ବାଲିଗୁଡା : କନ୍ଧମାଳ ଜିଲାର କୋଟଗଡ ବ୍ଲକରେ ମତଦାନ ଶାନ୍ତିପୂର୍ଣ୍ଣ ରହିଛି । ମାଓ ସମସ୍ୟା ଦୃଷ୍ଟି କୋଣରୁ ଗୁରୁତ୍ବପୁର୍ଣ୍ଣ ଏହି ବ୍ଲକରେ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଟଗଡ ବ୍ଲକରେ ୮୨.୬୯ ଶତକଡା ମତଦାନ ସାବ୍ୟସ୍ତ ହୋଇଛି। ଆଜି କୋଟଗଡ ଓ…
କୁମାର ଅଭିଜିତ ତୃତୀୟ ଶ୍ରେଣୀ ବୃତ୍ତିପରୀକ୍ଷାରେ ଟିକାବାଲି ବ୍ଲକରେ ପ୍ରଥମ
ଟିକାବାଲି (୧୯/୦୨) : ଟିକାବାଲି ବ୍ଲକର ଟିକାବାଲି ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ହୋଇଥିବା ତୃତୀୟ ଶ୍ରେଣୀ ସ୍କୋଲାରସିପ ପରୀକ୍ଷା ରେ ସରକାରୀ ଉଚ୍ଚ ପ୍ରଥମିକ ବିଦ୍ୟାଳୟ ବୁର୍ବିନାଜୁ ର ତୃତୀୟ ଶ୍ରେଣୀ ଛାତ୍ର କୁମାର ଅଭିଜିତ (ସୋହନ )ଭାଗନେଇ ଟିକାବାଲି ବ୍ଲକ ପାଇଁ ଉତୀର୍ଣ୍ଣ ହୋଇ…
ବିଏସଏଫ ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ
ମାଲକାନଗିରି : (୧୯/୦୨) : ୬୫ ବିଏସଏଫ ବଟାଲିୟନ ତରଫରୁ ଜନସମ୍ପର୍କ ଶିବିର ଖାଇରପୁଟ ବ୍ଲକ ର ଅଣ୍ଡ୍ରାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲିଆପଦର ଗ୍ରାମରେ ଅନୁଷ୍ଠିତ ହେଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବିଏସଏଫ DIG ଶ୍ରୀ ମଦନଲାଲ ଏବଂ ୬୫ ବଟାଲିୟନ ର କମାଣ୍ଡିଂ ଅଫିସର ଶ୍ରୀ ଟି.ଏନ.ରେଡ୍ଡୀ…
ଖଲ୍ଲିକୋଟ : ପିଇବା ପାଣି, ଭତ୍ତା ଓ ଆବାସ ପାଲଟିଛି ନିର୍ବାଚନୀ ମୁଦ୍ଦା
ଖଲ୍ଲିକୋଟ (୧୯ /୨) : ପଂଚାୟତ ଓ ନଗରପାଳିକା ଆଇନର ପ୍ରଚଳନ ପ୍ରାୟ ୨୬ ବର୍ଷ ବିତିବା ସହ ସ୍ୱାଧୀନତା ପ୍ରାପ୍ତି ର ୭୫ ବର୍ଷ ବିତିଗଲାଣି ଓ ବାରମ୍ବାର ପଂଚାୟତ ଅନୁଷ୍ଠିତ ହେଉଛି ତଥାପି ଗାଁ ଗଣ୍ଡା ଏବେବି ମାଲ ମାଲ ମୌଳିକ ସମସ୍ୟା ଏବେବି ଅପହଞ୍ଚ ହେବା ସହ ଗ୍ରାମାଞ୍ଚଳ ରେ ଉତ୍କଟ ବେକାରୀ,…
ରାୟଗଡ଼ା ମୃତକଙ୍କ ନାଁରେ ମନରେଗା ବିଲ ହଡପ, ଗୁଡାରି ବ୍ଲକରେ ଅନିୟମିତତା ଅଭିଯୋଗରେ ଲୋକପାଳଙ୍କ ଦ୍ୱାରସ୍ଥ
ରାୟଗଡ଼ା (୧୯/୦୨) : ରାୟଗଡା ଜିଲ୍ଲାରେ ବିକାଶ ନାଁରେ ଚାଲିଛି ଠକେଇ | ବିଶେଷ କରି ମନରେଗା ଯୋଜନାରେ ସମସ୍ତ ବିଭାଗରେ ଅନିୟମିତତା ବଢ଼ିବାରେ ଲାଗିଛି | ଏହିପରି ଅନିୟମିତତା ରାୟଗଡା ଜିଲ୍ଲା ଗୁଡାରି ବ୍ଲକରେ ଦେଖିବାକୁ ମିଳିଛି | ଜିଲ୍ଲାରେ ମନରେଗା ଯୋଜନାରେ ବ୍ୟକ୍ତିଙ୍କ ଅଗୋଚରରେ…
ରାୟଗଡ଼ା ଅଚଳ ହୋଇ ପଡ଼ିଛି ବିଭିନ୍ନ ସ୍ଥାନର ପାନୀୟ ଜଳପ୍ରକଳ୍ପ
ରାୟଗଡ଼ା (୧୯/୦୨) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ କାଶୀପୁର ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ନିର୍ମିତ ପାନୀୟ ଜଳ ପ୍ରକଳ୍ପମାନ ଅଚଳ ହୋଇ ପଡ଼ି ଥିବାରୁ ପାଣି ପାଇଁ ଲୋକେ ଅସୁବିଧାର ସମ୍ମୁଖୀନ ହେଉ ଥିବାଜଣା ଯାଇଛି ।ନିମ୍ନ ମାନର କାମ ଯୋଗୁଁଜଳ ପ୍ରକଳ୍ପ ମାନ ଶୀଘ୍ର ଖରାପ ହୋଇ ପଡ଼ୁ ଥିବା…