ଟିବି ମୁକ୍ତ ଭାରତ ପାଇଁ ଶପଥ ନେଲେ ଟନେଲକ୍ୟାମ୍ପ ପଞ୍ଚାୟତ ବାସି…

ଚିତ୍ରକୋଣ୍ଡା :-ଭାରତ କୁ ଟିବି (ଯକ୍ଷ୍ମା) ମୁକ୍ତ ଅଭିଯାନ କୁ ସଫଳ କରିବା ପାଇଁ ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ପ୍ରଫୁଲ ନନ୍ଦ ଙ୍କ ନିର୍ଦେଶ କ୍ରମେ କୋରୁକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆର ପ୍ରତୀକ ପ୍ରିୟଦର୍ଶନ ଙ୍କ ଆହ୍ୱାନ ରେ ଚିତ୍ରକୋଣ୍ଡା ବ୍ଲକ

ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ସଚେତନତା ସଭା ପଦଯାତ୍ରା…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଭୁକ୍ତ ଟନେଲ କ୍ୟାମ୍ପ ଠାରେ ଆଇସିଡିଏସବ ଆନୁକୂଲ୍ୟରେ ପଞ୍ଚାୟତ ପ୍ରତିନିଧି, ବିଶୋରି ବାଳିକା,ଆଶା ଓ ଅଙ୍ଗନବାଡି କର୍ମୀ ମାନଙ୍କୁ ନେଇ ପଞ୍ଚାୟତ ସ୍ତରୀୟ ବାଲ୍ୟ ବିବାହ ନିରାକରଣ ସମ୍ପର୍କରେ ଏକ ସଚେତନତା ସଭା କରାଯାଇ

କୋଭିଡ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ରାଉରକେଲା ସାମ୍ବାଦିକଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି…

ରାଉରକେଲା : କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ରାଉରକେଲାର ସାମ୍ବାଦିକ ଅଦ୍ୱୈତ ପ୍ରସାଦ ବିଶ୍ଵାଳଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ପକ୍ଷରୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରାଯାଇଛି। ଅନଲାଇନ ମାଧ୍ୟମରେ ଦିଆଯାଇଥିବା ସହାୟତା ରାଶିର ପ୍ରମାଣପତ୍ରକୁ ସୋମବାର ଦିନ ରାଉରକେଲା

ଜଙ୍ଗଲରେ ନିଆଁ ଲଗାଇ ବା ଅଭିଯୋଗରେ ଦୁଇ ଗିରଫ…

ଫୁଲବାଣୀ:-କନ୍ଧମାଳ ଜିଲ୍ଲା ଖଜୁରିପଡା ବ୍ଲକ ଅନ୍ତର୍ଗତ ବଲସ୍କୁମ୍ପା ସରଂକ୍ଷିତ ଜଙ୍ଗଲ ଅଧିନସ୍ଥ ଗେଡ୍ରିପାଜୁ ଜଙ୍ଗଲରେ ଦୁଇ ଜଣ ବ୍ୟକ୍ତି ନିଆଁ ଲଗାଉଥିବା ବେଳେ ବନବିଭାଗର ପେଟ୍ରୋଲିଂ ଟିମ ଚଢ଼ାଉ କରି ଦୁଇ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଜଙ୍ଗଲ ରେ ନିଆଁ

ରାଜ୍ୟ ସ୍ତରୀୟ ଶହୀଦ ରଘୁ ଓ ଦିବାକର ବଳିଦାନ ଦିବସ ପାଳନ…

ରାଜସୁନାଖଳା/ରଣପୁର :- ନୟାଗଡ ଜିଲ୍ଲା ରଣପୁର ବ୍ଲକ ରାଜସୁନାଖଳା ସ୍ଥିତ ଆଶୀର୍ବାଦ କଲ୍ୟାଣ ମଣ୍ଡପରେ ଉତ୍କଳୀୟମ ଫାଉଣ୍ଡେସନ ଟ୍ରଷ୍ଟ, ଭୁବନେଶ୍ୱର, ଓଡିଶା ପକ୍ଷରୁ ରାଜ୍ୟ ସ୍ତରୀୟ ଶହୀଦ ରଘୁ ଓ ଦିବାକର ବଳିଦାନ ଦିବସ ପାଳନ ଅନୁଷ୍ଠିତ ହୋଇ ଯାଇଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି

ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ପଡିଆ (୦୪/୦୪) : ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ସଦର ମହକୁମା ସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ଠାରେ ଚଳିତ ବର୍ଷ ପାଇଁ ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିପାଇଁ ମହାବିଦ୍ୟାଳୟ ପରିସରରେ ଏକ ତାଲିମ କାର୍ଯ୍ୟକ୍ରମ ମାଧମରେ ଉପସ୍ଥିତ ଛାତ୍ରଛାତ୍ରୀ ଙ୍କୁ

ଉତ୍କଳ ଦିବସ ଉପଲକ୍ଷେ କବି ସମାରୋହ

ଦାରିଙ୍ଗବାଡି (୦୪/୦୪) : ଉତ୍କଳ ଦିବସ ଉପଲକ୍ଷେ ଗଞ୍ଜାମର କବିତା ଘର ଲିଟେରାରୀ ଟ୍ରଷ୍ଟ ଆନୁକୁଲ୍ୟରେ ଗତ ଏପ୍ରିଲ ୩ ତାରିଖ ରବିବାର ଦିନ ଦିଗପହଣ୍ଡି ସହରସ୍ଥିତ ସରସ୍ବତୀ ଶିଶୁ ମନ୍ଦିର ଠାରେ ଅନୁଷ୍ଠିତ ବର୍ଣ୍ଣାଢ଼ ଉତ୍ସବରେ ଦାରିଙ୍ଗବାଡିର ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକ

କୋଭିଡ ୧୯ ଟୀକାକରଣ ସଚେତନତା କାର୍ଯ୍ୟକ୍ରମ। ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ୪୫୦ ନାପକିନ ବଣ୍ଟନ

ଦାରିଙ୍ଗବାଡ଼ି (୪/୪) : ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏଚଏଲଏଫପିପିଟି / ଏମ. ରାଇଟ୍ ପକ୍ଷରୁ ଏକ କୋଭିଡ଼ ଟୀକା ସୁନିଶ୍ଚିତ , ସ୍ବାସ୍ଥ୍ୟ ସଚେତନତା ଓ ସ୍ବଚ୍ଛତା ଉପକରଣ ଶିବିର ଅନୁଷ୍ଠିତ ହୋଇଥିଲା।

ଚିକିଟିରେ “ଦିବ୍ୟାଙ୍ଗଜନ ସମାଧାନ ‘ଅନୁଷ୍ଠିତ

ଚିକିଟି : ଚିକିଟି ବ୍ଲକ ପରିସରରେ ଆଜି "ଦିବ୍ୟାଙ୍ଗଜନ ସମାଧାନ " ବିଡ଼ିଓ ଫାଲଗୁନୀ ମାଝିଙ୍କ ପୌରାହିତ୍ୟ ରେ ଅନୁଷ୍ଠିତ ହୋଇଥିଲା l ବିଶେଷ କରି ଦିବ୍ୟାଙ୍ଗଜନଙ୍କ ରହିଥିବା ବିଭିନ୍ନ ସମସ୍ୟା ଓ ଅଭିଯୋଗର ସମାଧାନକରି ସେମାନଙ୍କୁ ସାମାଜିକ ସ୍ରୋତରେ ସାମିଲ କରାଇବା ସହ ଆତ୍ମବିଶ୍ଵାସ ଓ

ଗ୍ରୀଷ୍ମ ପ୍ରବାହରୁ ବ୍ରାହ୍ମଣୀଗାଁରେ ସ୍ବେଛାସେବୀ ଜଳଛତ୍ର ଖୋଲିଲେ

ଦାରିଙ୍ଗବାଡି (୦୪/୦୪) : ସାରା ରାଜ୍ୟରେ ଗ୍ରୀଷ୍ମର ପ୍ରବାହ ଜାରି ରହିଛି, ଗାଁଠାରୁ ସହର ଯାଏ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଉତ୍କଟ ଜଳ ସମସ୍ୟାରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ନଜିର ରହିଛି। ଏହି ପରି ପ୍ରେକ୍ଷୀରେ ଦାରିଙ୍ଗବାଡି ବ୍ଲକରେ ରହିଥିବା ୨୫ ଗ୍ରାମ