ଗଣମାଧ୍ୟମ ପ୍ରତିନିଧି ଜନତାଙ୍କ ସେବକ, ସାମ୍ବାଦିକ ସଂଘ କା ର୍ଯ୍ୟାଳୟ ଭିତି ପ୍ରସ୍ତର ସ୍ଥାପନ ଦିବସରେ ଅତିଥିମାନଙ୍କ ମନ୍ତଵ୍ୟ


ମାଲକାନଗିରି : ତା. ୧୨.୦୬.୨୦୨୩ – ଗଣମାଧ୍ୟମ ପ୍ରତିନିଧି ମାନେ ସାଧାରଣ ଜନତାଙ୍କ ପ୍ରକୃତ ସେବକା ଦୈନନ୍ଦିନ ଖବର ପ୍ରଚାର ପ୍ରସାର କରି ପ୍ରଶାସନକୁ ଜନସାଧାରଣଙ୍କ ମୌଳିକ ସମସ୍ୟା ଗୁଡିକ ଅବଗତ କରାଇଥାନ୍ତିା ଯାହାଫଳରେ ପ୍ରଶାସନ କିମ୍ବା ସରକାରଙ୍କ ଅଗୋଚରରେ ସାଧାରଣ ଲୋକଙ୍କ ସମସ୍ୟା ଦୂର ହୋଇ ନଥାଏ ତାହା ତୁରନ୍ତ କା ର୍ଯ୍ୟକାରୀ କରା ଯାଇ ସମସ୍ୟାର ସମାଧାନ ହୋଇଥାଏା ଆଜି ମାଥିଲି ବ୍ଲକ ସଦର ମହକୁମା ଠାରେ ଉତ୍କଳ ସାମ୍ବାଦିକ ସଂଘ ନୂତନ କା ର୍ଯ୍ୟାଳୟ ନିର୍ମାଣ ନିମନ୍ତେ ଭିତି ପ୍ରସ୍ତର ପୂଜା କା ର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟ କ୍ଷ ମହେଶ କୁମାର ବାକା ଯୋଗ ଦେଇଥଇଲା ବେଳେ, ରାଜ୍ୟ ଆଦିବାସୀସମାଜ ସମ୍ପାଦକ ହଳଧର ପୁଜାରି, ମାଥିଲି ସରପଂଚ କାନାମରାଜୁ ନାୟକ, ବିଶିଷ୍ଠ ସମାଜସେବୀ ଦଶରଥ ସଗରିଆ, ମାଥିଲି ବ୍ଲକ ବିଜେଡି ସଭାପତି ବନ୍ଧୁ ମୁଦୁଲି, ସମାଜସେବୀ ଏମ୍‌. ମୋହନ ରାଓ, ଏନ୍‌. ମହେଶ୍ୱର ରାଓ, ସୁନାଧର ପୁଜାରୀ, ଯୋଗ ଦେଇଥିଲୋ ଭୂମି ପୁଜାର୍ଚନା ପରେ ଶ୍ରୀ ବାକା ଭିତିପ୍ରସ୍ତର ସ୍ଥାପନ କରିଥିଲୋ ପରେ ପରେ ଉତ୍କଳ ସାମ୍ବାଦିକ ସଂଘର ସଭାପତି ଦୁ ର୍ଯ୍ୟୋୀଧନ ପାତ୍ରଙ୍କ ଅଧ୍ୟ କ୍ଷତାରେ ଏକ ବୈଠକରେ ମଂଚାସୀନ ଅତିଥି ମାନେ ମାଥିଲି ପରି ଏକ ଅନୁସୂଚିତ ଜାତି ଜନଜାତି ବହୁଳ ବ୍ଲକରେ କା ର୍ଯ୍ୟାଳୟ ସ୍ଥାପନ କଲେ ଏହି ଅଂଚଳର ବିକାଶର ସଫଳତା ଆଗକୁ ବଢି ପାରିବା ସାଧାରଣ ଜନତା ନିଜର ବିଭିନ୍ନ ସମସ୍ୟା ଏହି ଗଣମାଧ୍ୟମ କା ର୍ଯ୍ୟାଳୟରେ ଜଣାଇଲେ ତାହା ବିଭିନ୍ନ ପତ୍ର ପତ୍ରିକା ମାଧ୍ୟମରେ ଲୋକ ଲୋଚନକୁ ଆସିବା ସହ ପ୍ରଶାସନ ତତ୍ପର ହୋଇ ସମସ୍ୟାର ସମାଧାନ କରିବୋ ଏଣୁ ମାଥିଲି ଅଂଚଳବାସୀ, ସମସ୍ତ ବୁଦ୍ଧିଜୀବି ବିଭିନ୍ନ ସଂଗଠନ ଏହି ନୂତନ କା ର୍ଯ୍ୟାଳୟ ନିର୍ମାଣରେ ସହ ଯୋଗ କରିବେ ବୋଲି ଅଧ୍ୟ କ୍ଷ ଶ୍ରୀ ବାକା ପ୍ରକାଶ କରିଥିଲୋ ଯଦି ଗଣମାଧ୍ୟମରେ ମାଓ ପ୍ରବଣ ତୁଳସୀ ପାହାଡ ଖବର ପ୍ରସାରଣ ହୋଇ ନଥାନ୍ତା, କିମ୍ବା ମୁଦୁଲିପଡା ବଣ୍ଡାଘାଟିର ବିଭଇନ୍ନ ସମସ୍ୟା ଗଣମାଧ୍ୟମରେ ପ୍ରଚାର ପ୍ରସାର ହୋଇ ପାରି ନଥାନ୍ତା ସେହି ଅଂଚଲକୁ ଆଜି ରାସ୍ତା ଓ ଅନ୍ୟାନ୍ୟ ବିକାଶ ମଧ୍ୟ ହୋଇ ପାରି ନଥାନ୍ତ।। ଏହା କେବଳ ଗଣମାଧ୍ୟମ ଦମ୍ବାରା ସମ୍ଭବ ହୋଇ ପରିଛିା ଏହିକା ର୍ଯ୍ୟକ୍ରମରେ ସଂଘର କା ର୍ଯ୍ୟକାରୀ ସଭାପତି ଅଶୋକ ମିଶ୍ର, ସମ୍ପାଦକ ବି. ଶ୍ରୀନିବାସ ପାତ୍ର, ରାଜ୍ୟ କା ର୍ଯ୍ୟକାରୀ ସଦସ୍ୟ ଶିବଦତ ସାହୁ, କୋଷାଧ୍ୟ କ୍ଷ ହୃସିକେଷ ସେଠି, ପୂର୍ୱତନ ସଭାପତି ମନୋଜ ମହାନ୍ତି, ଉପଦେଷ୍ଟା ପ୍ରଭାକର ସୁନା, ମାଣିକ ବାଛାଡ, ଉପଦେଷ୍ଟା ସୀମାଞ୍ଚଳ ପାଣିଗ୍ରାହୀ ଙ୍କ ସହ ୩୦ରୁ ଉର୍ଧ ସଂଘର ସଦସ୍ୟ ଉପସ୍ଥିତ ଥିଲୋ ଏହି କା ର୍ଯ୍ୟକ୍ରମକୁ କା ର୍ଯ୍ୟକାରୀ କମିଟି ସଦସ୍ୟ ଭଗବାନ ସାହୁ, ଅଜିତ କୁମାର ସଗରିଆ, ବାସୁଦେବ ଜେନା, ଶ୍ୟାମ ପଟ୍ଟନାୟକ ପରିଚାଳନା କରିଥିଲୋ ଶେଷରେ ଅଶୋକ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲୋ

nis-ad
Leave A Reply

Your email address will not be published.