ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ର ସଚେତନତା ବାର୍ତ୍ତା ଦେଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ : ବାଲୁକାକଳାରେ ‘ଆର୍ଥ ଆଓ୍ଵାର’ । WWFର ଭାରତ ଆମ୍ବାସଡର ତଥା ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକାକଳାରେ ସଚେତନତା ବାର୍ତ୍ତା ଦେଇଛନ୍ତି । ଆଜି ରାତି ୮ଟା ୩୦ରୁ ୯ଟା ୩୦ ଯାଏ ଲାଇଟ୍‌ ବନ୍ଦ ରଖିବାକୁ ବିଶ୍ୱବାସୀଙ୍କୁ ଅନୁରୋଧ କରିଛନ୍ତି ।

ବାଲୁକାକଳାରେ ଲାଇଟ୍‌ ବଲ୍‌ବ ଗୁଡିକୁ ସଜାଯାଇଛି। ଘଣ୍ଟାଲ ଲାଇଟ୍‌ ଅଫ୍‌ରୁ ଯେତେ ପରିମାଣର ବିଦ୍ରତ ସଞ୍ଚୟ ହେବ ତାହା ସମଗ୍ର ବିଶ୍ୱର ଭବିଷ୍ୟତ ଆଲୋକିତ କରିବାରେ ସହାୟକ ହେବ।

nis-ad
Leave A Reply

Your email address will not be published.