ମର୍ମନ୍ତୁଦ ଦୁର୍ଘଟଣା: ଜଣେ ମୃତ, ବାପାପୁଅ ଗୁରୁତର

କୋଇଡା: ଭାରସାମ୍ୟ ହରାଇ ଗଛରେ ପିଟି ହେଲା ବାଇକ । ଦୁର୍ଘଟଣାରେ ବାପା ଓ ୪ ବର୍ଷର ପୁଅ ଗୁରୁତର ହୋଇଥିବା ବେଳେ ସଂପକୀୟ ମୃତ । ପାଟମୁଣ୍ଡାରୁ ଫେରିବା ବେଳେ ସଣୁଆ ନିକଟରେ ଦୁର୍ଘଟଣା ।

nis-ad
Leave A Reply

Your email address will not be published.