ଗଞ୍ଜେଇ ଧରପଗଡ଼ ବେଳେ ଧରାପଡିଲା ବିଡାବିଡା ଟଙ୍କା

ବ୍ରହ୍ମପୁର : ବ୍ରହ୍ମପୁର ରୁ ଯାଜପୁର କୁଆଖିଆ ଯାଉଥିବା OSRTC ବସ୍ ରେ ଜଣେ ଯାତ୍ରୀ ଙ୍କ ଠାରୁ 18ଲକ୍ଷ ଟଙ୍କା ଥିବା ବ୍ୟାଗ ଜବତ ହୋଇଛି | ଉକ୍ତ ବସ୍‌ରେ ଗଞ୍ଜେଇ ଧରି ଯାଉଥିବା ଖବର ପାଇଥିଲା ଅବକାରୀ ଗୁଇନ୍ଦା ବିଭାଗ। ଫଳରେ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଚଢ଼ାଉ ଚାଲିଥିଲା।
ଚଢ଼ାଉ ବେଳେ ଗଞ୍ଜେଇ ବଦଳରେ ଜଣେ ଯୁବକଙ୍କ ଠାରୁ ବିଡ଼ା ବିଡ଼ା ଟଙ୍କା ବାହାରିଥିଲା | ଅଟକ ଥିବା ଯୁବକ ହେଉଛନ୍ତି ସଞ୍ଜୟ ସାହୁ।
ବେଳେ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଜାତୀୟ ରାଜପଥ ନିକଟରେ ଅବକାରୀ ଗୁଇନ୍ଦା ବିଭାଗ ବସ୍‌ରୁ ଉକ୍ତ ଯୁବକଙ୍କୁ ଧରିଥିଲା ।

nis-ad
Leave A Reply

Your email address will not be published.