କୋରାପୁଟରେ 5T ସଚିବ: ବଦଳିବ ଶାବର ଶ୍ରୀକ୍ଷେତ୍ରରେ ରୂପରେଖ…

କୋରାପୁଟ : ଶାବର ଶ୍ରୀକ୍ଷେତ୍ରରେ 5T ସଚିବ। କୋରାପୁଟ ଶାବର ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିଛନ୍ତି 5T ସଚିବ ଭି.କେ.ପାଣ୍ଡିଆନ୍‌ । ଆଜି ସକାଳୁ ମନ୍ଦିର ଯାଇ ବେଢା ପରିଦର୍ଶନ କରିଛନ୍ତି। ତାଙ୍କ ସହ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଯୋଜନା ଅଧିକାରୀ ଓ ମନ୍ଦିର କମିଟି ସଦସ୍ୟ ଉପସ୍ଥିତ ଥିଲେ। ମନ୍ଦିରର ଉନ୍ନତିକରଣ ପାଇଁ ମନ୍ଦିର କମିଟି ପକ୍ଷରୁ ଲିଖିତ ଅନୁରୋଧ ପରେ ସମ୍ମତି ପ୍ରଦାନ କରିଛନ୍ତି।

ଏହାପରେ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସପିଟାଲର ନିର୍ମାଣଧୀନ ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ କାମ ଅନୁଧ୍ୟାନ କରି ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ଏହାପରେ ସେ ନାରାୟଣପାଟଣା, ଦେଓମାଳି ଓ କୋଟିଆ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି।

nis-ad
Leave A Reply

Your email address will not be published.