ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ…

ଭୁବନେଶ୍ବର: ଆସିଲା ନବ ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ । କ୍ୟାପିଟାଲ୍‌ ହସ୍ପିଟାଲର ବିଭାଗୀୟ ଡାକ୍ତର ନିର୍ଦ୍ଦେଶକଙ୍କୁ ରିପୋର୍ଟ ଆଜି ହସ୍ତାନ୍ତର କରିଛନ୍ତି । ଗତ ରବିବାର ଦିନ ଗୁଳିମାଡରେ ମନ୍ତ୍ରୀ ନବ ଦାସଙ୍କର ମୃତ୍ୟୁ ହୋଇଥିଲା ।

ଏହାପରେ କ୍ୟାପିଟାଲ୍‌ ହସ୍ପିଟାଲରେ ତାଙ୍କର ପୋଷ୍ଟମର୍ଟମ କରାଯାଇଥିଲା । ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣା ପଡ଼ିବ ମୃତ୍ୟୁର କାରଣ ।

nis-ad
Leave A Reply

Your email address will not be published.