ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ…

ନୟାଗଡ଼: ଧାନ ବସ୍ତା ତଳେ ଚାପି ହୋଇ ଦୁଇ ଶ୍ରମିକ ମୃତ । ନୟାଗଡ଼ ଓଡ଼ଗାଁ ରାଇସ ମିଲ୍‌ରେ ଅଘଟଣ । ଧାନ ବସ୍ତା ଉପରେ ଲୁହା ବିମ୍‌ ଖସିପଡିଥିଲା । ରାଇସ୍‌ ମିଲ୍‌ ଭିତରେ ଷ୍ଟକ ଦେଖୁଥିବାବେଳେ ଧାନ ବସ୍ତା ୨ ଶ୍ରମିକଙ୍କ ଉପରେ ଖସି ପଡିଥିଲା । ଧାନ ବସ୍ତା ତଳେ ସେମାନେ ଚାପି ହୋଇଯାଇଥିଲା । ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ କରୁଛି ।

nis-ad
Leave A Reply

Your email address will not be published.