ଗ୍ରାହକଙ୍କୁ ଚା’ ଦେଉଥିଲା ଵେଳେ ଟଳିପଡିଲେ ଦୋକାନୀ…

ସୋର : ମୃତ୍ୟୁ ଏପରି ଆସେ । ଗ୍ରାହକଙ୍କୁ ଚା’ ଦେଉଥିଲା ଵେଳେ ଟଳିପଡିଲେ ଦୋକାନୀ । ଏମିତି ଏକ ଦୁଃଖଦ ଖବର ମିଳିଛି ସୋର ଜିଲ୍ଳାରେ । ସୋରୋ ଖଇରା ଥାନା ନନ୍ଦୁର ମୁନି ପଡିଆ ନିକଟରେ ଚା’ ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିଲେ ଦୋକାନୀ ଦାମୋଦର ସାହୁ । ତେବେ ଆଜି ଚା’ ଗ୍ରାହକଙ୍କୁ ବଢ଼ାଉଥିବା ବେଳେ ହଠାତ୍‌ ଟଳି ପଡିଥିଲେ । ମୃତ୍ୟୁର କାରଣ ଜଣାପଡି ନାହିଁ ।

nis-ad
Leave A Reply

Your email address will not be published.