ହିଞ୍ଜିଳି ପୋଲିସ ଦ୍ୱାରା ଚାଲିଛି ଜୋରସୋର ଗାଡି ଯାଞ୍ଚ ସହ ହେଲମେଟ ଚେକିଙ୍ଗ

ହିଞ୍ଜିଳିକାଟୁ ୧୯।୧୧ : ହିଞ୍ଜିଳି ପୋଲିସ ଦ୍ୱାରା ଚାଲିଛି ଜୋରସୋର ଗାଡି ଯାଞ୍ଚ ସହ ହେଲମେଟ ଚେକିଙ୍ଗ | ହିଞ୍ଜିଳିକାଟୁ ଆର ଏମସି ଛକ ଏନ ହେଚ ୫୯ ସଂଜଗ କରୁଥିବା ମୁଖ୍ୟ ରାସ୍ତାରେ ଆଜି ହେଲମେଟ ଚେକିଙ୍ଗ ହୋଇଥିଲା । । ଗତ କିଛି ଦିନ ହେବ ମଦୁଆ ଙ୍କ ପଦୁର୍ଭାଵ ବଢି ସାଧାରଣ ଲୋକ ଦୁର୍ଘଟଣା ଶିକାର ହୁଅନ୍ତି। ହିଞ୍ଜିଳିକାଟୁ ଅଞ୍ଚଳରେ ଲୋକଙ୍କୁ ସଚେତନ କରିବା ପାଇଁ ଜୋରସୋରରେ ଚାଲିଛି ଗାଡି ଚେକିଙ୍ଗ । ହିଞ୍ଜିଳିକାଟୁ ଅଞ୍ଚଳରେ ଏକାଧିକ ମାତ୍ରାରେ ହେଲମେଟ ବ୍ୟବହାର ନକରି ବେପରୁଆ ଭାବରେ ଗାଡି ଚାଲାଉଥିବା ବେପରୁଆ ମାନଙ୍କୁ ସାବାଡ କରିଛି ହିଞ୍ଜିଳି ପୁଲିସ । ଯାହାବି ହେଉ ଏହି ଯାଞ୍ଚ ହେବାଦ୍ବାରା ସାବାଡ ହେଇଛନ୍ତି ଗାଡି ଚାଳକ । ଆଜିର ଏହି ଗାଡି ଯାଞ୍ଚ ସମୟରେ ଏସ.ଆଇ.ସିଦ୍ଧାର୍ଥ ଜେନା, ହାବିଲଦାର ପ୍ରମୋଦ କୁମାର ଗନ୍ତାୟତ, କନଷ୍ଟେବଳ ସିମାଚଂଳ ସେଠି କିଛି ପୁଲିସ କର୍ମଚାରୀ ଏବଂ ହୋମଗାଡ଼ ଭାଇ ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.