ORHDC ଦୁର୍ନୀତି ମାମଲା, ପୂର୍ବତନ IAS ବିନୋଦ କୁମାରଙ୍କୁ ଅନ୍ତରୀଣ ଜାମିନ୍

କଟକ ୨୭/୧୦: ଓଆରଏଚଡିସି ଦୁର୍ନୀତି ମାମଲା । ପୂର୍ବତନ ଆଇଏଏସ ଅଧିକାରୀ ବିନୋଦ କୁମାରଙ୍କୁ ଆଶ୍ୱସ୍ତି । ବିନୋଦଙ୍କ ଆବେଦନ ଗ୍ରହଣ କରିଛନ୍ତି ହାଇକୋର୍ଟ । ବିନୋଦଙ୍କୁ ମିଳିଛି ଅନ୍ତରୀଣ ଜାମିନ । ଜରିମାନା ଉପରେ ରହିତାଦେଶ ଜାରି କରିଛନ୍ତି କୋର୍ଟ ।

ଓଆରଏଚଡିସିର ପୂର୍ବତନ ଅଧ୍ୟକ୍ଷ ଥିଲେ ବିନୋଦ କୁମାର । ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ବିନୋଦ କୁମାର । ସୂଚନା ଥାଉକି ଗତକାଲି ଏହି ଦୁର୍ନୀତିରେ ଜଡିତ ଅନ୍ୟଜଣେ ଦୋଷୀ ପୀୟୁଷ ମହାନ୍ତିଙ୍କୁ ଜାମିନ ଦେଇଥିଲେ ହାଇକୋର୍ଟ ।

nis-ad
Leave A Reply

Your email address will not be published.