ପାରାଦୀପରେ ପୁଣି ଥରେ କୂଳ ଲଙ୍ଘିଲା ସମୁଦ୍ର

ପାରାଦୀପ: ପ୍ରାୟ ବର୍ଷକର ବ୍ୟବଧାନ ପରେ ପାରାଦୀପରେ ବୁଧବାର ପୁଣି ଥରେ ସମୁଦ୍ର କୂଳ ଲଙ୍ଘିଛି । ନେହରୁବଙ୍ଗଳାସ୍ଥିତ ମହାନଦୀ ମୁହାଣଠାରେ ସମୁଦ୍ର କୂଳ ଲଙ୍ଘି ୧୦ ମିଟରରୁ ଅଧିକ ବାଟ ମାଡ଼ି ଆସିଛି । ଫଳରେ ଓଡ଼ିଶାର ଜୀବନରେଖା ମହାନଦୀ ଓ ବଙ୍ଗୋପସାଗରର ମିଳନସ୍ଥଳ ମୁହାଣ ସମୁଦ୍ରରେ ଲୀନ ହୋଇଯାଇଛି ।

ଗତବର୍ଷ ସେହି ସ୍ଥାନରେ ସମୁଦ୍ର ପ୍ରାୟ ୫୦ ମିଟର ଉପରକୁ ଉଠି ଆସିଥିଲା ।

nis-ad
Leave A Reply

Your email address will not be published.