ମାଲକାନଗିରି ପୋୖରପରିଷଦ ର ଉପାଧକ୍ଷl ପଦ ହାତେଇଲେ କବିତା ମାହୁନ୍ତ…

ମାଲକାନଗିରି : ବହୁ ପ୍ରତିକ୍ଷିତ ପୋୖର ପରିଷଦ ର ଉପାଧକ୍ଷlକୁ ନେଇ ଲାଗିଥିବା ଚର୍ଚା ଅବସାନ ଘଟିଛି । ଆଜି ପୋୖର ପରିଷଦ ର ଉପାଧକ୍ଷ ପଦବୀ ପଦ ଅଳଙ୍କୃତ କରିଛନ୍ତି ଶ୍ରୀମତୀ କବିତା ମାହୁନ୍ତ । ଆଜି ବିଜୁ ଜନତା ଦଳର ରାଜ୍ୟ ସଭାପତି ସୁପ୍ରିମୋ ଶୃଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସେ ପୋୖର ପରିଷଦ ଉପାଧ୍ୟକ୍ଷ ପଦବୀ ପାଇଁ ଆବେଦନ କରିଥିବା ବେଳେ ଏହି ପଦବୀ ପାଇଁ ଅନ୍ୟ କେହି ଆବେଦନ କରି ନଥିଲେ । ଫଳରେ ଆବେଦନ ସମୟ ଶେଷ ପରେ କବିତା ମାହୁନ୍ତ ଙ୍କୁ ଉପାଧ୍ୟକ୍ଷl ଭାବେ ଘୋଷଣା କରାଯାଇଛି। ଏହି ଅବସରରେ ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ, ପୂର୍ବତନ ବିଧାୟକ ତଥା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନସ ମାଡକାମୀ, ପୋୖର ଅଧ୍ୟକ୍ଷ ମନୋଜ କୁମାର ବାରିକ, ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ ପଣ୍ଡା, ପୁର୍ବତନ ପୋୖର ଅଧକ୍ଷ ଧନୁର୍ଜୟ ମାଡକାମୀ, ସାଂସଦ ପ୍ରତିନିଧି ବି କାମେଶ୍ୱର ରାଓ, ଜିଲ୍ଲା ଯୁବ ଉପ ସଭାପତି କଣ୍ଟେଶ୍ୱର ପୋଟଲା, କର୍ମି ଯେ ଶ୍ରୀନିବାସ ରାଓ, କେ ରାହୁଲ, ରବି ରାଜେଶ, ଲଚନା ରାଓ ଓ କର୍ମକର୍ତା ଙ୍କ ସହ ବିଜୟ ଲାଭ କରିଥିବା ବିଜୁ ଜନତା ଦଳର ୧୪ ଗୋଟି ୱାର୍ଡର ୱାର୍ଡ ମେମ୍ବର ସମୂହ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.