ରଙ୍ଗେଇଲୁଣ୍ଡା ବ୍ଳକ ଭିତରେ ଭୋଜି ଭାତର ଆସର

ରଙ୍ଗେଇଲୁଣ୍ଡା : ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଳକ ପାଲଟିଛି ବିଜେଡି ନେତାମାନଙ୍କ ଆଶ୍ରୟସ୍ଥଳୀ । ଏହି ଅଞ୍ଚଳ ର ବିଧାୟକ ତଥା ଗୋପାଳ ପୁର ବିଧାୟକ ଦଳରୁ ନିଲମ୍ବିତ ହେବା ପରେ ତାଙ୍କର ଦାୟିତ୍ଵ ବହନ କରୁଛନ୍ତି ରଙ୍ଗେଇଲୁଣ୍ଡା ବ୍ଳକ୍ ବିଡ଼ିଓ ପ୍ରଶ୍ନ ପାତ୍ର । ତେଣୁ କରି ବିଡ଼ିଓ ମହାଶୟ ଗତ ପଞ୍ଚାୟତ ନିର୍ବାଚନ ରେ ରଣନିତି ପ୍ରସ୍ତୁତ କରିବା ପାର୍ଥି ଚୟନ କରିବା ଓ ବିଜେପି ସରପଞ୍ଚ ଓ ସମିତି ସଭ୍ୟ ଙ୍କୁ ବିଜେଡି ମିଶେଇବା ଓ ଗୋପାଳ ପୁର ନିର୍ବାଚନ ମଣ୍ଡଳୀରେ ଏକ ତରଫା ବିଜେଡି ଜିତାଇବାରୁ ବିଡ଼ିଓ ମହାଶୟଙ୍କ ର ପଦ ଉନ୍ନତି ହୋଇଥିବାର ଶୁଣିବାକୁ ମିଳୁଛି ସେହିଥିପାଇ ବ୍ଳକ୍ ର ସରକାରୀ ଟଙ୍କା ଖର୍ଚ୍ଚ କରି ଅଫିସ୍ ସମୟରେ ଶହ ଶହ ବିଜେଡି ନେତାଙ୍କୁ ନେଇ ଭୋଜି ଭାତର ଆସର ବନାଇ ଛନ୍ତି ରଙ୍ଗେଇଲୁଣ୍ଡା ବ୍ଳକ୍ ବିଡ଼ିଓ ପ୍ରଶ୍ନ ପାତ୍ର।

nis-ad
Leave A Reply

Your email address will not be published.