ଖଲ୍ଲିକୋଟ : ଏଗାର ଫୁଟିଆ ଅଜଗର ସାପକୁ ଉଦ୍ଧାର କଲା ଜଙ୍ଗଲ ବିଭାଗ


ଖଲ୍ଲିକୋଟ ( ୧୮/୩) : ଖଲ୍ଲିକୋଟ ଦେଇ ଯାଇଥିବା ୩୦ନମ୍ବର ରାଜ୍ୟ ରାଜପଥ କଡରେ ଥିବା ମହାରାଣୀ ଆମ୍ବ ତୋଟା ରୁ ଏକ ବିରାଟକାୟ ଅଜଗର ସାପକୁ ଜଙ୍ଗଲ ବିଭାଗ ଉଦ୍ଧାର କରିଥିବା ଜଣାପଡିଛି | ଉକ୍ତ ସାପର ଲମ୍ବା ଏଗାର ଫୁଟ ହୋଇଥିବା ବେଳେ ଏହାର ଓଜନ ୨୫ କିଲୋ ହୋଇଥିବା ବନ ବିଭାଗ ସୂତ୍ର ରୁ ଜଣାପଡିଛି l ତେବେ ଉଦ୍ଧାର ସାପକୁ ଆବଶ୍ୟକ ଚିକିଛା ପରେ ଜଙ୍ଗଲ ରେ ଛାଡି ଦେଇଥିବା ଜଣାପଡିଛି l

nis-ad
Leave A Reply

Your email address will not be published.