ଦୋଳବେଦୀରେ ଭକ୍ତଙ୍କ ସହ ଫଗୁ ଖେଳିଲେ ମହାପ୍ରଭୁ

ପୁରୀ: ଋତୁରାଜ ବସନ୍ତ । ଫଗୁଣରେ ଆମ୍ବ ବଉଳର ବାସ୍ନା, ନବ କିଶଳୟ କଅଁଳି ଉଠିଥାଏ ବୃକ୍ଷ ଲତାରେ । ଏହି ଅବସରରେ ପୁରପଲ୍ଲୀରେ ଅନୁଷ୍ଠିତ ହୋଇଥାଏ ଫଗୁଣର ଫଗୁ ଖେଳ ସହ ହୋଲି ।

ଦୋଳ ପୂର୍ଣ୍ଣିମା ଅବସରରେ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଛି ସ୍ୱତନ୍ତ୍ର ନୀତିକାନ୍ତି । ରାଜରାଜେଶ୍ବର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ମହାପ୍ରଭୁ ।

nis-ad
Leave A Reply

Your email address will not be published.