ସାଲୁଙ୍କି ଗାଡି ଦୁର୍ଘଟଣା ଗ୍ରସ୍ତ ୪ ମୃତ, ଅନେକ ଆହାତ…


ଫୁଲବାଣୀ : ମୁନିଗୁଡ଼ାରୁ ଫୁଲବାଣୀ ଅଭିମୁଖେ ଆସୁଥିବା ସାଲୁଙ୍କି ଗାଡି ଦୁର୍ଘଟଣା ଗ୍ରସ୍ତ ୪ ମୃତ ଅନେକ ଆହାତ ହୋଇଥିବା ସୂଚନା l ଘଟଣା ସ୍ଥଳରେ ପୋଲିସ ଓ ଦମକଳ ବାହିନୀ ଉପସ୍ଥିତ ଉଦ୍ଧାର କାର୍ଯ୍ୟ ଜାରି ରହିଛି l ପ୍ରାପ୍ତ ସୂଚନା ଯାହା ରହିଚି ଯାତ୍ରୀବାହୀ ବସ ସାଲୁଙ୍କି ମୁନିଗୁଡ଼ାରୁ ୫୦ ରୁ ଊର୍ଦ୍ଧ୍ଵ ଯାତ୍ରୀ ନେଇ ଫୁଲବାଣୀ ଅଭିମୁଖେ ଆସୁଥିବା ବେଳେ ଫିରିଙ୍ଗିଆ କାଳିଆ ସାହି ନିକଟରେ ଭାରସାମ୍ୟ ହରାଇ ଓଲଟିଲା l ଫଳରେ ଘଟଣା ସ୍ଥଳରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ୍ ଆହତ ହୋଇଥିବା ଖବର ରହିଛି l ଗୁରୁତର ଅବସ୍ଥାରେ ଫିରିଙ୍ଗିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ସ୍ଥଳେ ଡାକ୍ତର ଆଉଜଣଙ୍କୁ ମୃତ ଘୋଷଣା କରିଛନ୍ତି l ଅତ୍ୟଧିକ ଗୁରୁତର ମାନଙ୍କୁ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ଚିକିତ୍ସା ଜାରି ରହିଛି l

nis-ad
Leave A Reply

Your email address will not be published.