ବିରାଟ ରୋଡ଼ ସୋ’ ମାଧ୍ୟମରେ ବୀରମହାରାଜପୁର ବିଜେପି ବିଧାୟକ ପ୍ରାର୍ଥୀଙ୍କ ଶକ୍ତି ପ୍ରଦର୍ଶନ

ବୀରମହାରାଜପୁର : ସୁବର୍ଣ୍ଣପୁର ବୀରମହାରାଜପୁର ବିଧାନ ସଭା କ୍ଷେତ୍ରରବିଜେପି ବିଧାୟକ ପ୍ରାର୍ଥୀ ଇଂ ରଘୁନାଥ ଜଗଦଲା ଶୁକ୍ରବାର ସନ୍ଧ୍ୟା ରେ ଏକ ବିରାଟ ରୋଡ଼ ସୋ ରେ ସାମିଲ ହୋଇଛି ଛନ୍ତି | ଏହି ରୋଡ଼ ସୋ ମାଧ୍ୟମ ରେ ସେ ଶକ୍ତି ପ୍ରଦର୍ଶନ କରି ଛନ୍ତି | ଏଥି ସହିତ ଉପଖଣ୍ଡ ସଦର ମହ କୁମାର ମୁଖ୍ୟ ଛକ ରେ ପଥ ପ୍ରାନ୍ତ ସଭା ରେ ବିଜେଡି କୁ କଡା ସମାଲଚନା କରି ଛନ୍ତି |ସାଧାରଣ ନିର୍ବାଚନ ପାଁଇ ଆସନ୍ତା ୨୦ତାରିଖ ରେ ହେବାକୁ ଥିବା ମତ ଦାନ ପ୍ରଚାର ଶେଷ ପର୍ଯ୍ୟାୟ ରେ ଥିବା ବେଳେ ଆଜି ବିଜେପି ତରଫରୁବୀରମହାରାଜପୁର ବିଧାୟକ ପ୍ରାର୍ଥୀ ଶ୍ରୀ ଜଗଦଲା ଦଳୀୟ କର୍ମୀ ଏବଂ ସମଥିର ତ ଭୋଟ ର ଙ୍କୁ ନେଇ ଏକ ବରା ଟ ପାଟୁଆ ରେ ସହର ରେ ରୋଡ ସୋ,, କରି ବା ସହିତ ମୁଖ୍ୟ ଛକ ରେ ଏକ ସଭା ର ଆ ୟୋ ଜନ କରି ଥଲେ |ସଭା ରେ ସେ ବର୍ତମାନ ର ବିଧାୟକ ଙ୍କୁ ଟାର୍ଗେଟ କରି ଥିଲେ |ନିର୍ବାଚନ ମଣ୍ଡଳୀ ର ବାହାର ଲୋକ ସହିତ ଜିଲ୍ଲା ର ମଧ୍ୟ୍ୟ ବାହାର ଲୋକ ହୋଇ ଥିବାରୁ ବୀରମହାରାଜପୁର ବିକାଶ ପାଁଇ କିଛି ଚେଷ୍ଟା କରି ନାହାନ୍ତି |୧୫ବର୍ଷ ଧରି ବିଧାୟକ ହୋଇ ମଧ୍ୟ ଚାଷ ଜମି କୁ ପାଣି ଦେବାର ବିଫଳ ହେବା ଅଞ୍ଚଳ ବାସୀ ପାଁଇ ପ୍ରତା ରଣା ବୋଲି କହି ଥିଲେ |

nis-ad
Leave A Reply

Your email address will not be published.