ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡାବ୍ଲକ ଅନ୍ତର୍ଗତ ଡୁଡୁ ପାଲି ଛକ ଠାରେ ଆଜି ସନ୍ଧ୍ୟା ପ୍ରାୟ ୭ଘଣ୍ଟା ସମୟରେ ଦୁଇଟି ଘରୋଇ ବସ ମୁହାଁ ମୁହିଁ ଧକ୍କା ହୋଇ ଥିବା ସୂଚନା ମିଳି ଛି |
ସୂଚନା ଅନୁସାରେ ଏଥିରେ ପ୍ରାୟ ୩୦ଯାତ୍ରୀ ଆହତ ହୋଇ ଥିବା ବେଳେ ବସ ଡ୍ରାଇଭର ଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି |କରି ସ୍ମା ନାମକ ଘରୋଇ ବସ ସୋ ନ ପୁର ପଟ ରୁ ସମ୍ବଲପୁରଯାଉ ଥିଲା ବେଳେ ସମ୍ବଲପୁର ପଟରୁ ଚକା ଡୋଳା ବସ ସୋନପୁର ପଟକୁ ଆସୁଥିଲା |
ଏହି ସମୟରେ ଡୁଡୁପାଲି ଠରେ ଦୁଇ ବସ ମୁହାଁ ମୁହିଁ ଧକ୍କା ହୋଇ ଥିଲା | ଦୁର୍ଘଟଣା ରେ ଆହତ ମାନଙ୍କୁ ଉଲୁଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତର ଖାନା କୁ ସ୍ଥାନା ନ୍ତ ର କରା ଯାଇ ଥିବା ଜଣା ପଡିଛି |