ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତୃବୃନ୍ଦ ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ…

ହିଞ୍ଜିଳିକାଟୁ (୧୯/୧୧) : ଆମ ଓଡିଶା ଓ ନବୀନ ଓଡିଶା ଅଧ୍ୟକ୍ଷ ଦାୟିତ୍ଵ ଗ୍ରହଣ ପରେ ହିଞିଳି ନିର୍ବାଚନ ମଣ୍ଡଳୀ ପଦାଧିକାରୀ ଓ ନେତା ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କୁ ଭୁବନେଶ୍ୱର ନବୀନ ନିବାସରେ ଭେଟି ଶୁଭେଚ୍ଛା ଜଣାଇଲେ। ଅଧ୍ୟକ୍ଷ ଙ୍କୁ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତୃବୃନ୍ଦ ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ। ଆସିବାକୁ ନିମନ୍ତ୍ରଣ କଲେ ଓ ଅଧ୍ୟକ୍ଷ ଆସିବାକୁ ପ୍ରତିଶୃତି ଦେଲେ। ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀ ନେତ୍ୱବୃନ୍ଦ ଭାବ ବିହ୍ୱଳ ହୋଇ ସମସ୍ତ ଙ୍କ ସହ ମିଶି ଆଲୋଚନା କରିଥିଲେ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତୃବୃନ୍ଦ ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ। ନିର୍ବାଚନ ମଣ୍ଡଳୀ ର ଜନସାଧାରଣ ଓକାର୍ଯ୍ୟକର୍ତ୍ତାଙ୍କ ନିଷ୍ଠାପର କାର୍ଯ୍ୟ ଯୋଗୁଁ ହିଞିଳିକାଟୁ ବ୍ଳକ ଭାରତରେ ୧ ନଂ ଭାବେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି। ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ର ସମସ୍ତ ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଲେ। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓ ୫ଟି ସଚିବ ସୌଜନ୍ୟମୂଳକ ସାକ୍ଷାତ କରି ଖୁବ ଶିଘ୍ର ହିଞିଳି ଆସିବାକୁ ପ୍ରତିଶୃତି ଦେଲେ ଓ ସମସ୍ତ ପଦାଧିକାରୀ ଖୁସି ଅନୁଭଵ କରିଥିଲେ ‌।ଏହି ପ୍ରରିପ୍ରେକ୍ଷିରେ ରାଜ୍ୟ ସାଧାରଣ ସଂପାଦକ ଦେବାନନ୍ଦ ମହାପାତ୍ର, ହିଞିଳିକାଟୁ ବ୍ଳକ ଵିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ଶେରଗଡ଼ ବ୍ଳକ ଵିଜେଡି ସଭାପତି ଶରତ ପାତ୍ର, ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ନେତୃବୃନ୍ଦ ୫ଟି ସଚିବ ଓ ମୁଖ୍ୟମନ୍ତ୍ରୀ ଙ୍କୁ ଭେଟିଲେ। କାଟୁ ବିଜେଡି ନଗର ସଭାପତି ଭୀମସେନ ବେହେରା, ହିଞିଳିକାଟୁ ବ୍ଳକ ଅଧ୍ୟକ୍ଷ ସରସ୍ଵତୀ ସେଠି, ଶେରଗଡ଼ ବ୍ଳକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାହାକ, ହିଞିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପୋଲେଇ, ଉପାଧ୍ୟକ୍ଷା ସୁଚିତ୍ରା ପଣ୍ଡା, ରାଜ୍ୟ ସମ୍ପାଦକ ଶିବରାମ ଗୌଡ, ଶେରଗଡ଼ ଯୁବ ଵିଜେଡି ସଭାପତି ସନ୍ତୋଷ କୁମାର ପଟ୍ଟନାୟକ, ହିଞିଳିକାଟୁ ବ୍ଳକ ଯୁବ ଵିଜେଡି ସଭାପତି ମନୋଜ କୁମାର ସାଵତ‌,ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ନେତା ପ୍ୟାରୀମୋହନ ପାଢି, ବରିଷ୍ଠ ନେତା ହିନ ଵେହେରା, ପ୍ରମୋଦ ପାତ୍ର,ମୋ ପରିବାର ରାଜ୍ୟ ସମ୍ପାଦକ ନିଳମଣୀ ପଟ୍ଟନାୟକ,ଙ୍କ ସହ ସମସ୍ତ କାଉନସିଲର, ସମିତି ସଭ୍ୟ ସଭ୍ୟା, ଜିଲ୍ଲା ପରିଷଦ ସଭ୍ୟ ଓ ନେତୃବୃନ୍ଦ ପ୍ରମୁଖ ସାକ୍ଷାତ କରି ହିଞିଳି ଫେରିଥିଲେ।

nis-ad
Leave A Reply

Your email address will not be published.