ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ୍ ହେଲ୍‌ଲାଇଡର ଶୁଭାରମ୍ଭ : ସୁସ୍ଥ ଭବିଷ୍ୟତ ପାଇଁ ତୁରନ୍ତ ପଦକ୍ଷେପ…

ଭୁବନେଶ୍ଵର : ଭୁବନେଶ୍ଵର ନୀଳାଦ୍ରି ବିହାରସ୍ଥିତ ରାଜ୍ୟର ପ୍ରମୁଖ ମଲ୍ଟିଗେସିଆଲିଟି ଉତ୍କଳ ହସ୍ପିଟାଲ ଗର୍ବର ସହ ନିଜର ବ୍ରେନ୍ ଷ୍ଟ୍ରୋକ୍ ହେଲାଇନ ଆରମ୍ଭ କରିବାକୁ ଯାଉଛି । ଆଜିକାଲି ବହୁଳ ଭାବରେ ଘଟୁଥିବା ମସ୍ତିଷ୍କ ପକ୍ଷାଘାତ ବା ବ୍ରେନ୍ ଷ୍ଟ୍ରୋକ୍ ସମସ୍ୟାର ତୁରନ୍ତ ଏବଂ ଦକ୍ଷ ଚିକିତ୍ସା ଉପଲବ୍ଧ କରାଇବା ଏହାର ଲକ୍ଷ୍ୟ । ଆମର ଉତ୍ସର୍ଗୀକୃତ ବ୍ରେନ୍ ଷ୍ଟ୍ରୋକ୍ ରେସପୋସ୍ ଟିମ୍ ଏ ସମ୍ପର୍କରେ ସବୁବେଳେ ସଜାଗ ହୋଇରହିଛି । ଏଠାରେ ଗୋଟିଏ ଛାତ ତଳେ ଥୋମୋଲିସିସ୍, ନ୍ୟୁରୋ ସର୍ଜରୀ ଏକ” ନ୍ୟୁରୋ ସମ୍ପର୍କିତ ସମସ୍ତ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ, ଉପଲବ୍ଧ ରହିବ। ସଫଳ ଚିକିତ୍ସା ନିମନ୍ତେ ଏହା ସୁଯୋଗ ଉପଲବ୍ଧ କରାଇବ । ମସ୍ତିଷ୍କ ପକ୍ଷାଘାତ ଜୀବନ ନେଇଯାଇପାରେ। ଠିକ୍ ସମୟରେ ଚିକିତ୍ସା ଦ୍ଵାରା ଏହାର ନିରାକରଣ କରାଯାଇପାରେ। ଏହି କଥାକୁ ଉପଲବ୍ଧ କରି ଉତ୍କଳ ହସ୍ପିଟାଲ ଅତିଶୟ ଦକ୍ଷ ସ୍ନାୟୁ ବିଶେଷଜ୍ଞମାନଙ୍କୁ ଏକତ୍ରିତ କରିଛି । ବ୍ୟୁରୋଲୋଜୀ ଏବଂ ନ୍ୟୁରୋ ସର୍ଜରୀର ଅନେକ ବିଶେଷଜ୍ଞ ଏଇ ଟିମ୍ ରେ ରହିଛନ୍ତି । ତା’ ସହ ଉନ୍ନତ ମାନର ଟେକ୍ନୋଲୋଜୀ ଉପଯୋଗ ପାଇଁ ବ୍ୟବସ୍ଥା ମଧ୍ୟ ରହିଛି। ବ୍ରେନ୍ ଷ୍ଟ୍ରୋକ୍ ରୋଗୀଙ୍କ ପାଇଁ ଏଇ ଟିମ୍ ୨୪ ୭ ଉପଲବ୍ଧ ରହିବ । ଯେଉଁମାନଙ୍କୁ ତୁରନ୍ତ ଚିକିତ୍ସା ଆବଶ୍ୟକ ସେମାନେ ଉତ୍କଳ ହସ୍ପିଟାଲ ବ୍ରେନ୍ ଷ୍ଟ୍ରୋକ୍ ହେଲ୍‌ଲାଇନର ୭୦୭୭୭୭୩୩୧୩ ନମ୍ବରରେ ଯୋଗାଯୋଗ କରିବାକୁ ଅନୁରୋଧ।

ଏହି କାର୍ଯ୍ୟକ୍ରମରେ ଉତ୍କଲ ହସ୍ପିଟାଲର ଚିଫ ଏସ୍ଟିକ୍ୟୁଟର ଅଫିସର ଡକ୍ଟର ଆଶିଷ ଚନ୍ଦା, ବାଃ, ରଞ୍ଜନ ମହାପାତ୍ର ଡିରେକ୍ଟର ମେଡିକାଲ ସର୍ଭିସେସ ଆଣ୍ଡ ଜିରେକ୍ଟର (ଅଙ୍କୋଲୋଜି), ବାଃ, ସିଦ୍ଧାର୍ଥ ଶଙ୍କର ସାହୁ ବିରେକ୍ଟର ଆଣ୍ଡ ସିନିୟର କନସୋଲଟାକ୍ଟ ନିଉରୋସର୍ଜର ଆଣ୍ଡ ଗ୍ଲାଇନ ସର୍ଜର, ଜା. ଅମିତାଭ ରଥ ସିନିୟର କନସୋଲିଟାନ୍ ନିଉରୋଲୋଜି, ଡାଃ ଆକାଶ ଗୁପ୍ତା, ନିଉରୋଲୋଜି ସେସିଆଲିଷ୍ଟ ଡାଃ ରଣଧୀର ମିଶ୍ର, କନସୋଲଟାକ୍ଟ ନିଉରୋ ଆନେଗ୍ରୋଥ୍ ଓ ଡଃ. ବିମଲ ସାହୁ, ନିଉରୋସର୍ଜନ, ବ୍ରେନ ସର୍ଜନ, ଟ୍ରେନ ଟ୍ୟୁମୋର ସ୍ପେସିଆଲିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.