ଫୁଲବାଣୀ ଓକିଲ ସଂଘ ସଭାପତି ଭଗବାନ ମହାନ୍ତିଙ୍କ ମାତୃ ବିୟୋଗ…

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ବିରଷ୍ଠ ଆଇନଜିବୀ ତଥା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ଭଗଵାନ ମହାନ୍ତିଙ୍କ ମାତୃ ବିୟୋଗ ଗତକାଲି ବିଳମ୍ବିତ ରାତିରେ ଅମଲା ପଡ଼ା ସ୍ଥିତ ବାସଭବନରେ ହୋଇଯାଇଛି l ଏ ନେଇ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ଧର୍ମ ପରାୟଣ, ପରୋପକାରୀ ଓ ମେଳାପୀ ମହିଳା ଥିଲେ l ଯିଏକି କରୋନାକୁ ମାତ ଦେଇ ଜିତିଥିବା ମହିଳା ସାଇ ପଡ଼ିଶାରେ କରୋନା ସଚେତନତା କରିଥିବା ମହିଳା ଆଜି ନିଜର ପରିବାରକୁ ଛାଡି ଆରପାରିକୁ ଚାଲିଗଲେ l ଏ ନେଇ ଓକିଲ ସଂଘର ସମସ୍ତ ସଦସ୍ଯ ସମେତ ବହୁ ବିଜେପି ନେତା ତାଙ୍କର ଅମର ଆତ୍ମାର ସଦ ଗତି କାମନା କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇଛନ୍ତି l

nis-ad
Leave A Reply

Your email address will not be published.