ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବିତରଣ ଶିବିର

ବ୍ରହ୍ମପୁର :ଭାରତ ସରକାରଙ୍କ କୃତିମ ଅଙ୍କ ନିର୍ମାଣକାରୀ ନିଗମ ଏବଂ ଜିଲ୍ଲା ପ୍ରଶାସନ ଗଞ୍ଜାମ ଆନୁକୂଲ୍ୟରେ ଆଜି ବ୍ରହ୍ମପୁର ଟାଉନ ହଲ ଠାରେ ରଙ୍ଗେଈଲୁଣ୍ଡା, ଗୋପାଳପୁର, ଓ ବ୍ରହ୍ମପୁର ସଦରର ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ ସିବିର ଅନୁଷ୍ଠିତ ହେବ l ଏଥିରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର
ମାନ୍ୟବର ସାଂସଦ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ଶ୍ରୀଯୁକ୍ତ ବିକ୍ରମ କୁମାର ପଣ୍ଡା ଓ ଡେପୁଟି ମେୟର ଶ୍ରୀ ବିକେକ ରେଡି ଉଦଘାଟନ କରିଥିଲେ l
। ଏହି ସିବିର ରେ ମୋଟ ୩୨୩ ଜଣ ଦିବ୍ୟାଙ୍କ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କରିଥିଲେ l
ଯାହାର ମୁଲ୍ୟ ୩୪ ଲକ୍ଷ । ସେତିରେ ବ୍ୟାଟେରୀ ଚାରିତ ତିନି ଚକିୟା ଜାନ 11ଟି ସlହିକେଲ 13ଟି ସିପି ଚେୟାର 3ଟି ହୁହିଲଚେୟାର 53ଟି ଆସାବାଡ଼ି 250ଟି,ସ୍ମାର୍ଟ କେନ 20ଟି,ସ୍ମାର୍ଟ ଫୋନ 3ଟି ଓ ହିୟାରରିଙ୍ଗ 144 ଟି ବଣ୍ଟନ କରା ଗଲା l

nis-ad
Leave A Reply

Your email address will not be published.