Sign in
Sign in
Recover your password.
A password will be e-mailed to you.
Browsing Category
ଧର୍ମ ସଂସ୍କୃତି
କେନ୍ଦ୍ରୀୟ ପୂଜା କମିଟିର ନିର୍ବାଚନ ସଂପନ୍ନ ମୁକ୍ତିକାନ୍ତ ବେହେରା ହେଲେ ସାଧାରଣ ସଚିବ…
ରାଉରକେଲା : ଦୁର୍ଗାପୂଜା, କାଳୀପୂଜା ଓ ଲକ୍ଷ୍ମୀ ପୂଜା ର ସୁପରିଚାଳନା ନିମନ୍ତେ ଗଠିତ କେନ୍ଦ୍ରୀୟ ପୂଜା କମିଟି,(ସିପିସି) ରାଉରକେଲା ର ବର୍ଷ ୨୦୨୪-୨୫ ର ନିର୍ବାଚନ ଆଜି ପିଏଆଇଟିଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ୨୦୨୪ -୨୫ ବର୍ଷ ପାଇଁ ମୁକ୍ତିକାନ୍ତ ବେହେରା ସାଧାରଣ!-->!-->!-->…
ସୁନ୍ଦରଗଡ଼ରେ ମହାସମାରୋହରେ ପାଳିତ ହେଲା ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ…
ସୁନ୍ଦରଗଡ -୧୬.୦୯.୨୪ମୁସଲମାନ ସମୁଦାୟର ପର୍ବ ଇଦ୍ ମିଲାଦୁନ୍ନବି ସୁନ୍ଦରଗଡ଼ରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଇସଲାମର ଶେଷ ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ପର୍ବ ପାଳନ କରାଯାଇଥାଏ। ଆରବୀୟ ପଞ୍ଜିକାର ରବି ଉଲ ଅବଲ ମାସ ଦ୍ଵାଦଶ ତାରିଖରେ ଏହି ଉତ୍ସବ ପାଳିତ ହୁଏ।!-->…
ଆସିକା ରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଇଦ-ମିଲାଦୁନ- ନବୀ ମହାସମାହର ରେ ପାଳିତ…
ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ଜାମିଆ ମସଜିଦ ପକ୍ଷରୁ ଇଦ-ମିଲାଦୁନ- ନବୀ ପାଳନ କରାଯାଇଛି।ମସଜିଦ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ ଆସିକା ବିଧାୟକ ସରୋଜ ପାଢ଼ୀ ଅଂଶଗ୍ରହଣ କରି ମହା ପୁରୁଷ ମହମ୍ମଦ ଙ୍କ ସମ୍ପର୍କରେ ଅତି ସୁନ୍ଦର ଭାବେ!-->…
ପୁରୀ ଶ୍ରୀନହରରେ ପବିତ୍ର ସୁନିଆଁ ଉତ୍ସବ: ଗଜପତି ମହାରାଜାଙ୍କର ୧୪୩୨ ସାଲ ଓ ୬୮ ଅଙ୍କର ପ୍ରବେଶ
ପୁରୀ: ଭାଦ୍ରବ ମାସ ଶୁକ୍ଳ ଦ୍ଵାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହେଉଛି ବାମନ ଜନ୍ମ ନୀତି। ଆଜିର ଦିନରେ ଅଦିତିଙ୍କ ଠାରୁ ବାମନ ଜନ୍ମ ହୋଇଥିବାରୁ ଏହାର ସ୍ମୃତିକୁ ନେଇ ଏହି ଜନ୍ମ ନୀତି ଦ୍ୱିପ୍ରହର ଧୂପ ପରେ ଶ୍ରୀମନ୍ଦିରରେ ପାଳିତ ହୋଇଥାଏ। ତେବେ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ!-->…
ମା ମାଣିକେଶ୍ୱରୀ ପୀଠରେ ଲାଗି ହେଲା ନବାନ୍ନ ଭୋଗ
ଭବାନୀପାଟଣା: ଭବାନୀପାଟଣାର ମା ମାଣିକେଶ୍ୱରୀ ପୀଠରେ ନବାନ୍ନ ଭୋଗ ଲାଗି ହୋଇଛି। ସର୍ବସାଧାରଣଙ୍କ ନିମନ୍ତେ ସକାଳ ୧୦ଟା ୩୦ ମିନିଟ ଗତେ ଓ ଅପରାହ୍ନ ୧୨ଟା ୩୬ମିନିଟ ମଧ୍ୟେ ନବାନ୍ନ ଭକ୍ଷଣ ପାଇଁ ଲଗ୍ନ ଧାର୍ଯ୍ୟ ହୋଇଛି।
କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର, ମଦନପୁର ରାମପୁର,!-->!-->!-->…
ଗୋଟିଏ ହାଣ୍ଡିରେ ରନ୍ଧା ହେଲା୧୬୩ ଟି ପରିବାରର ଭାତ : ଏକତା ଓ ସହଭାଗିତାର ବିରଳ ଦୃଷ୍ଟାନ୍ତ- ଝୁରିମାଲର ସାମୁହିକ…
ସୁନ୍ଦରଗଡ଼ : ଗାଁ ଦାଣ୍ଡରେ ରନ୍ଧା ହେଉଥିଲା ଗାଁର ପ୍ରତ୍ୟେକ ପରିବାରର ଖାଦ୍ୟ । ଭାତ, ଡାଲି, ଖିରୀ ପିଠା ର ବାସ୍ନା ସଙ୍ଗେ ସଙ୍ଗେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଧାଡିରେ ବସି ନୂଆଁ ଚାଉଳ ସଙ୍ଗେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟର ମଜା ନେଇଥିଲେ ଅବାଳବୃଦ୍ଧ ବନିତା। ହୁଳହୁଳି,!-->…
ମା ବରାଳଦେବୀଙ୍କ ସମେତ ଗ୍ରାମର ଗ୍ରାମଦେବୀଙ୍କ ନିକଟରେ ନୂଆଖାଇ ପର୍ବ ପାଳିତ…
ଫୁଲବାଣୀ : ନୂଆଖାଇ ଜୁହାର ପର୍ବ ପଶ୍ଚିମ ଓଡିଶାର ଏକ ପ୍ରମୁଖ ପର୍ବ l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର କୃଷି କାର୍ଯ୍ୟ ହେଉଥିବା ଗ୍ରାମାଞ୍ଚଳରେ ମଧ୍ଯ ପାଳନ ହୋଇଛି ଏହି ପ୍ରମୁଖ ପର୍ବ। ଏହି ପର୍ବରେ ଚାଷୀ ପ୍ରଥମ ଅମଳର ଶସ୍ୟ ନିଜ ନିଜର ଅଧିଷ୍ଠାତ୍ରୀ ଦେବା ଦେବୀଙ୍କୁ ସମର୍ପଣ!-->!-->!-->…
ନୂଆଁଖାଇ: ମା’ ସମଲେଶ୍ୱରୀ ଓ ପାଟଣେଶ୍ୱରୀଙ୍କ ନିକଟରେ ଲାଗି ହେଲା ନବାନ୍ନ
ସମ୍ବଲପୁର: ଆଜି ପଶ୍ଚିମ ଓଡିଶା ଗଣପର୍ବ ନୂଆଁଖାଇ । ଉତ୍ସବମୁଖର ପୁର ପଲ୍ଲୀ । ଏହି ଅବସରରେ ଆଜି ଅମୃତ ବେଳାରେ ଇଷ୍ଟ ଦେବୀ ମା’ ସମଲେଇଙ୍କ ଠାରେ ଲାଗି ହୋଇଛି ନବାନ୍ନ । ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ୱରୀଙ୍କ ନିକଟରେ ସକାଳ ୯.୧୨ ରୁ!-->…
ଜନ୍ମାଷ୍ଟମୀ ଅବସରରେ ଉତ୍ସବ ମୁଖରିତ ଡ଼ି.ଏ.ଭି. ଗୁରୁକୁଳ, ଚିତ୍ରକୋଣ୍ଡା…
ଚିତ୍ରକୋଣ୍ଡା :୨୬/୦୮ ଡ଼ି.ଏ.ଭି. ଗୁରୁକୁଳ, ଚିତ୍ରକୋଣ୍ଡା ଆନୁକୁଲ୍ୟ ରେ ଶ୍ରୀ କୃଷ୍ଣ ଜନ୍ମାଷ୍ଟମୀ ମହା ଆଡ଼ମ୍ବରେ ପାଳନ କରାଯାଇ ଅଛି। ମୁଖ୍ୟ ଅତିଥି ଶ୍ରୀ କୃଷ୍ଣ ପ୍ରସାଦ କର, ସମ୍ମାନିତ ଅତିଥି ଶ୍ରୀ ଅଲେଖ ପ୍ରସାଦ ସ୍ୱାଇଁ (ଶିକ୍ଷକ) ଯୋଗଦାନ କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ!-->!-->!-->…
ଓମ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ଜନ୍ମାଷ୍ଟମୀ ପାଳିତ…
ହିଞ୍ଜିଳିକାଟୁ ୨୬!୮ ହିଞ୍ଜିଳିକାଟୁ ବ୍ଲକ ଅଧିନସ୍ଥ ସୋମପୁର ନିକଟରେ ଥିବା ଓମ୍ ଶ୍ରୀ ଈଣ୍ଟରନେସନାଲ ସ୍କୁଲରେ ପବିତ୍ର ଜନ୍ମାଷ୍ଟମୀ ପାଳିତ ହୋଇଯାଇଅଛି । ସ୍କୁଲର କୁନି କୁନି ଛାତ୍ର ଛାତ୍ରୀ ମାନେ କୃଷ୍ଣ ଓ ରାଧା ବେଶ ରେ ପରିବେଷ୍ଟିତ ହୋଇ ଜନ୍ମାଷ୍ଟମୀ ର ସୌନ୍ଦର୍ଯ୍ୟ କୁ ଆକର୍ଷଣୀୟ!-->…