Sign in
Sign in
Recover your password.
A password will be e-mailed to you.
Browsing Category
ଖେଳ
ଫିଫା ବିଶ୍ବକପ୍ର ଦ୍ବିତୀୟ ସେମିରେ ଫ୍ରାନ୍ସ-ମରକ୍କୋ
ଅଲ୍ ଖୋର (କାତାର) : ଚଳିତ ଫିଫା ବିଶ୍ବକପ୍ର ଦ୍ବିତୀୟ ସେମିଫାଇନାଲ୍ର ଫ୍ରାନ୍ସ ଭେଟିବ ମରକ୍କୋକୁ। ଶନିବାର ତୃତୀୟ କ୍ବାର୍ଟରଫାଇନାଲ୍ରେ ପର୍ତୁଗାଲ୍ ଆଶାରେ ପଣି ଭରି ଦେଇ ମରକ୍କୋ ପ୍ରଥମ ଆଫ୍ରିକୀୟ ଦେଶ ଭାବେ ସେମିଫାଇନାଲ୍ରେ ପ୍ରବେଶ କରି ନୂଆ ଇତିହାସ ରଚିଛି। ବିଳମ୍ବିତ!-->…
ଶେଷ ଦିନିକିଆରେ ଦମଦାର୍ ପ୍ରଦର୍ଶନ: ବାଂଲାଦେଶକୁ ୨୨୭ ରନରେ ହରାଇଲା ଭାରତ
ନୂଆଦିଲ୍ଲୀ : ପ୍ରଥମ ୨ଟି ମ୍ୟାଚ ହାରି ସିରିଜ୍ ହାରିଯାଇଥିବା ଭାରତୀୟ ଦଳ ଚଟ୍ଟଗ୍ରାମରେ ଅନୁଷ୍ଠିତ ୩ୟ ଦିନିକିଆରେ ବାଂଲାଦେଶକୁ ୨୨୭ ରନରେ ପରାସ୍ତ କରିଛି ।
ଭାରତ ପକ୍ଷରୁ ରଖାଯାଇଥିବା ୪୧୦ ରନର ବିଜୟ ଲକ୍ଷ୍ୟ ଜବାବରେ ବାଂଲାଦେଶ ଦଳ ୧୮୨ ରନ କରି ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ!-->!-->!-->…
ବୁଗୁଡ଼ା ପିପୁଲ୍ସ ହାଇସ୍କୁଲର ବାର୍ଷିକ କ୍ରୀଡା…
ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲର ବାର୍ଷିକ କ୍ରୀଡା ଅନୁଷ୍ଠିତ ହୋଇଯାଇଛି। ବିଇଓ କବିବର ପ୍ରଧାନ ଉକ୍ତ ବାର୍ଷିକ କ୍ରୀଡାର ଶୁଭାରମ୍ଭ କରିଥିଲେ । ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡଙ୍କ ତତ୍ତ୍ବାବଧାନରେ ଆୟୋଜିତ ଉକ୍ତ କ୍ରୀଡା ଉତ୍ସବ ଅବସରରେ ଦୌଡ, ହାଇଜମ୍ପ୍,!-->…
ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ହିଲ୍ ଭିୟୁ କପ୍-୨୦୨୨ ଉଦଘାଟିତ…
ଦାରିଙ୍ଗବାଡ଼ି :୯/୧୨, ଦାରିଙ୍ଗବାଡ଼ି ଠାରେ ବାଘାଜ୍ୟୋତିନ ଯୁବକସଂଘ ପକ୍ଷରୁ ଜିଲ୍ଲା ସ୍ତରୀୟ ଭଳିବଲ ଟୁର୍ଣ୍ଣାମେଣ୍ଟ ହିଲ୍ ଭିୟୁ କପ୍-୨୦୨୨ ଆୟୋଜନରେ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଛି । ଏଥିରେ କନ୍ଧମାଳ ଜିଲ୍ଲା ସହିତ ଗଂଜାମ, ଗଜପତି ଓ କଳାହାଣ୍ଡି ଜିଲ୍ଲାର ୧୬ଟି ଭଳିବଲ ଦଳ!-->!-->!-->…
ରାଜେଶ ଏବଂ ଲିଟୁ ସ୍ମାରକ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ…
ଫୁଲବାଣୀ:- କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ କଲେଜ ଖେଳ ପଡ଼ିଆଠାରେ ଆର. ୟୁନାଇଟେଡ ଫୁଲବାଣୀ ତରଫରୁ ଅlନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି।ଉଦଯାପିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସ୍ଵର୍ଗତ ରାଜେଶ ଏବଂ ଲିଟୁ ଙ୍କ ପରିବାର ଯୋଗ ଦେଇଥିଲେ l ଫାଇନାଲ ମ୍ୟାଚରେ!-->!-->!-->…
ରାଉରକେଲାରେ ଆରମ୍ଭ ହେଲା ନଗର କ୍ରୀଡ଼ା ଉତ୍ସବ : ଉଦଘାଟନୀ ଦିବସରେ ୧୧ଟି କବାଡ଼ି ଓ ୨ଟି ହକି ମ୍ୟାଚ୍…
ସୁନ୍ଦରଗଡ଼ //ରାଉରକେଲା : ୮ ଡିସେମ୍ବର ୨୦୨୨; ଅନ୍ତର୍ଜାତୀୟ ପୁରୁଷ ହକି ବିଶ୍ବକପ୍ ପରିପ୍ରେକ୍ଷୀରେ ରାଉରକେଲା ସହରରେ ଆରମ୍ଭ ହୋଇଛି ନଗର କ୍ରୀଡ଼ା ଉତ୍ସବ । ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ. ଶୁଭଙ୍କର ମହାପାତ୍ର ଓ ଉପ ଆୟୁକ୍ତ ସୁଧାଂଶୁ ଭୋଇ ଆଜି ଏହାକୁ ଆନୁଷ୍ଠାନିକ!-->…
ପୁଣି ବାଂଲାଦେଶଠାରୁ ହାରିଲା ଭାରତ
ଢାକା : ଢାକାଠାରେ ଖେଳାଯାଇଥିବା ୨ୟ ଦିନିକିଆରେ ରୋହିତ ଶର୍ମାଙ୍କ ଲଢୁଆ ପ୍ରଦର୍ଶନ ସତ୍ତ୍ବେ ଭାରତ ବାଂଲାଦେଶଠାରୁ ୫ ରନରେ ହାରିଯାଇଛି ।
୨୭୨ରନର ପିଛା କରୁଥିବା ଟିମ ଇଣ୍ଡିଆ ଆରମ୍ଭରୁ ବିରାଟ କୋହଲି ଓ ଶିଖର ଧଓ୍ବନଙ୍କ ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ଏହା ପରେ କେଏଲ ରାହୁଲ ଓ!-->!-->!-->…
ହକି ବିଶ୍ୱକପ ପାଇଁ ସୁନ୍ଦରଗଡ଼ରେ ପ୍ରଶାସନ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ: ଭାରତର ପ୍ରସିଦ୍ଧ ହକି ଗାଁ ସଉନାମରାରୁ…
• ଜିଲ୍ଲାର ସମସ୍ତ ୨୭୯ଟି ଗ୍ରାମପଞ୍ଚାୟତରେ ହକି ଓ ଫୁଟବଲ ଟୁର୍ଣ୍ଣାମେଣ୍ଟ• ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ରଚନାତ୍ମକ କାର୍ଯ୍ୟକ୍ରମ କରାଯିବ• ଜନସାଧାରଣଙ୍କୁ ଯୋଡ଼ି ବିଭିନ୍ନ ଆକର୍ଷଣୀୟ କାର୍ଯ୍ୟକ୍ରମ ଲାଗି ପ୍ରସ୍ତୁତି
ସୁନ୍ଦରଗଡ଼,:୬ ଡିସେମ୍ବର ୨୦୨୨: ହକି!-->!-->!-->!-->!-->!-->!-->…
ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ
ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାୟ ପରିସରରେ ବିଜୁ ପଟ୍ଟନାୟକ ବହୁମୁଖୀ କ୍ରୀଡାଙ୍ଗନ ଠାରେ ଦୁଇଦିନିଆ ପୁରୁଷ ଏବଂ ମହିଳା ହକି ଇଣ୍ଟର କଲେଜ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଅଛି। କୁଳପତି ପ୍ରଫେସର୍ ସବିତା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ହକି ଟୁର୍ଣ୍ଣାମେଣ୍ଟ ଉଦଘାଟନ କରିଥିବା ବେଳେ!-->…
ରୋମାଞ୍ଚକର ମ୍ୟାଚରେ ଭାରତକୁ ୧ ଓ୍ବିକେଟରେ ହରାଇଲା ବାଂଲାଦେଶ
ଢାକା : ଢାକାଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ବାଂଲାଦେଶ ଦଳ ଅତ୍ୟନ୍ତ ନାଟକୀୟ ଭାବେ ଭାରତକୁ ୧ ଓ୍ବିକେଟରେ ହରାଇ ଦେଇଛି । ଭାରତ ଦ୍ବାରା ରଖାଯାଇଥିବା ୧୮୭ ରନର ବିଜୟ ଲକ୍ଷ୍ୟ ସହଜ ମନେ ହେଉଥିଲେ ବି ବାଂଲାଦେଶ ଦଳ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇଥିଲା । ଫଳରେ ଦଳପାଇଁ ଏହି ଛୋଟ!-->…