Browsing Category

ଖେଳ

ଶୀର୍ଷକୁ ଫେରିଲା ଟାଇଟନ୍ସ, କେକେଆର୍‌ଠୁ ପ୍ରତିଶୋଧ

କୋଲ୍‌କାତା : ଗତଥରର ବିଜେତା ଗୁଜରାଟ ଟାଇଟନ୍ସ ଚଳିତ ଆଇପିଏଲ୍‌ ପଏଣ୍ଟ୍‌ ଟେବୁଲରେ ପୁଣି ଥରେ ଶୀର୍ଷକୁ ଫେରିଛି। ଶନିବାର ଅପରାହ୍ଣ ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବାଧୀନ ଏହି ଦଳ ୭ ୱିକେଟ୍‌ରେ କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌)କୁ ପରାସ୍ତ କରିଥିଲା। ଏଥିସହ

ଏସିଆ ବ୍ୟାଡ୍‌ମିଣ୍ଟନ କ୍ବାର୍ଟରରେ ପ୍ରଣୟ, ସିନ୍ଧୁ

ଦୁବାଇ: ଏଠାରେ ଚାଲିଥିବା ଏସିଆ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର କ୍ବାର୍ଟରଫାଇନାଲ୍‌ରେ ଭାରତୀୟ ତାରକା ଏଚ୍‌ଏସ୍‌ ପ୍ରଣୟ ଓ ପିଭି ସନ୍ଧୁଙ୍କ ସହ ପୁରୁଷ ଯୁଗଳ ଯୋଡ଼ି ସାତ୍ତ୍ବିକସାଇରାଜ ରାଙ୍କିରେଡ୍ଡୀ- ଚିରାଗ ସେଟ୍ଟୀ ଏବଂ ମିଶ୍ରିତ ‌ଯୁଗଳ ଯୋଡ଼ି ରୋହନ କାପୁର-ସିକ୍କି‌ ରେଡ୍ଡୀ ପ୍ରବେଶ

ମହିଳା କ୍ରିକେଟରଙ୍କ ପ୍ରତି ବିସିସିଆଇର ଅଣଦେଖା !

ମୁମ୍ବାଇ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ ଦ୍ୱାରା ମହିଳା କ୍ରିକେଟରଙ୍କ ନୂତନ ଚୁକ୍ତିନାମା ତାଲିକା ପ୍ରକାଶ ପାଇଛି। ନୂତନ ଚୁକ୍ତି ତାଲିକାରେ ମୋଟ ୧୭ ଖେଳାଳିଙ୍କୁ ବିସିସିଆଇ ସ୍ଥାନ ଦେଇଛି। ତେବେ ଅଧିନାୟକ ହରମନପ୍ରୀତଙ୍କ ବ୍ୟତୀତ ବିସିସିଆଇ କେବଳ ଦୁଇ ଖେଳାଳିଙ୍କୁ ଗ୍ରେଡ୍ ଏରେ

ଟେଷ୍ଟ୍‌ ଦଳକୁ ଫେରିଲେ ରାହାଣେ: ବାଦ୍‌ ପଡ଼ିଲେ ଈଶାନ, ସୂର୍ଯ୍ୟକୁମାର, କୁଲଦୀପ

ମୁମ୍ବାଇ: ଆସନ୍ତା ଜୁନ୍‌ ୭ରୁ ଲଣ୍ଡନର ଦ ଓଭାଲ୍‌ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିଅନ୍‌ସିପ୍‌ (ଡବ୍ଲୁଟିସି) ଫାଇନାଲ୍‌ ପାଇଁ ବଙ୍ଗଳବାର ଭାରତୀୟ ଦଳ ଘୋଷଣା ହୋଇଛି। ଘରୋଇ କ୍ରିକେଟ୍‌ ସାଙ୍ଗକୁ ଚଳିତ ଆଇପିଏଲ୍‌ରେ ଦମ୍‌ଦାର ପ୍ରଦର୍ଶନ ଯୋଗୁଁ ବରିଷ୍ଠ

ଚଳିତ ଆଇପିଏଲ୍‌ ମୋର ଶେ‌ଷ ଆଇପିଏଲ୍‌: ଧୋନି

କୋଲ୍‌କାତା: କୋଲ୍‌କାତା ନାଇଟ ରାଇଡର୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ମହେନ୍ଦ୍ର ସିଂହ ଧୋନି ଚଳିତ ଆଇପିଏଲ୍‌ ତାଙ୍କର ଶେ‌ଷ ଆଇପିଏଲ୍‌ ବୋଲି କହିଥିଲେ। ଏହି ମନ୍ତବ୍ୟ ପରେ ଇଡେନ୍‌ ଗାର୍ଡେନ୍ସରେ ଏହି ଚେନ୍ନାଇ ସୁପର କିଙ୍ଗ୍ସ ଅଧିନାୟକଙ୍କ ଖେଳ ଦେଖିବାକୁ ମିଳିବ ନାହିଁ

୫୦ ବର୍ଷରେ ପଦାର୍ପଣ କଲେ ସଚିନ

ମୁମ୍ବାଇ : ସଚିନ ଯେତେବେଳେ ଯୁବାବସ୍ଥାରେ ଥିଲେ ସେ ଜଣେ ଦ୍ରୁତ ବୋଲର ହେବାକୁ ଚାହୁଁଥିଲେ, କିନ୍ତୁ ୧୯୮୭ରେ ଏମ୍‌ଆର୍‌ଏଫ୍‌ ଫାଉଣ୍ଡେସନ୍‌ରେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଡେନିସ୍‌ ଲିଲି ତାଙ୍କର ଏହି ଆଗ୍ରହକୁ ପ୍ରତ୍ୟାଖ୍ୟାନ କରିଥିଲେ। ତାଙ୍କୁ ବ୍ୟାଟିଂ ଉପରେ ଅଧିକ ଧ୍ୟାନ ଦେବା

ବାପାଙ୍କ ପରି ସହିଦ ହେଲା ପୁଅ, କାରଗିଲ ଯୁଦ୍ଧରେ ବାପା ଜୀବନ ଦେଇଥିଲେ ଏବେ ପୁଞ୍ଛ ଆତଙ୍କୀ ଆକ୍ରମଣରେ ଚାଲିଗଲା ପୁଅର…

ବାପା ଭଳି ଦେଶ ପାଇଁ ନିଜ ଜୀବନକୁ ବାଜି ଲଗାଇଦେଲା ପୁଅ । ବାପା କାରଗିଲ ଯୁଦ୍ଧରେ ସହିଦ ହୋଇଥିଲେ ଏବେ ପୁଅ ଜମ୍ମୁ କାଶ୍ମୀରର ପୁଞ୍ଛ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ହେଲେ ସହିଦ। ପୁଞ୍ଛରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୫ ଜଣ ଯବାନଙ୍କ ମଧ୍ୟରେ ରହିଥିଲେ

ଭେଙ୍କଟେଶଙ୍କ ବିଶ୍ବକପ୍‌ ସ୍ବପ୍ନରେ ପ୍ରତିବନ୍ଧକ ସାଜିଛି ‘ଇମ୍ପାକ୍ଟ ପ୍ଲେୟାର’ ନିୟମ

ନୂଆଦିଲ୍ଲୀ: ଗତ ଦେଢ ବର୍ଷ ଧରି ଭେଙ୍କଟେଶ ଆୟରଙ୍କ ଖେଳଜୀବନ ଉତ୍‌ଥାନ-ପତନ ଦେଇ ଗତି କରୁଛି। ଭାରତର ଜଣେ ଉଦୀୟମାନ ଦ୍ରୁତ ବୋଲର ଭାବେ ସେ ଉଭା ହୋଇଥିଲେ ବି ତାଙ୍କୁ ଏବେ ଏଡ଼ାଇ ଦିଆଯାଇଛି। ଏବେ ସେ ଆହତ ସମସ୍ୟାରୁ ମୁକୁଳିସାରିଥିଲା ବେଳେ ପୁଣି ଥରେ ଜାତୀୟ ସମ୍ମାନ ଫେରିପାଇବା ପାଇଁ

ଆଇପିଏଲ : ପଞ୍ଜାବକୁ ୨୪ ରନରେ ହରାଇଲା ବାଙ୍ଗାଲୋର୍

ମୋହାଲି : ମୋହାଲିଠାରେ ଖେ​ଳାଯାଇଥିବା ଆଇପିଏଲର ୨୭ତମ ମ୍ୟାଚରେ ପଞ୍ଜାବକୁ ୨୪ ରନରେ ପରାସ୍ତ କରିଛି ବାଙ୍ଗାଲୋର । ପଞ୍ଜାବ ଆଗରେ ୧୭୫ରନର ବିଜୟ ଲକ୍ଷ୍ୟ ରଖାଯାଇଥିବାବେଳେ ପଞ୍ଜାବ ୧୮.୨ ଓଭରରେ ୧୫୦ରନ କରି ଅଲଆଉଟ୍ ହୋଇଯାଇଥିଲା । ପଂଜାବ ପକ୍ଷରୁ ପ୍ରଭସିମରନ ସିଂ ୪୬ରନ ଓ ଜିତେଶ ଶର୍ମା

ନିଜର ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ଶିଖର ଧାୱନ…

ନୂଆଦିଲ୍ଲୀ: ଭାରତୀୟ ଦଳର ଷ୍ଟାର କ୍ରିକେଟର ଶିଖର ଧାୱନ ତାଙ୍କ ସ୍ତ୍ରୀ ଆୟେଶା ମୁଖାର୍ଜ୍ଜୀଙ୍କ ଠାରୁ ଅଲଗା ହେବାର ଅନେକ ଦିନ ବିତିଗଲାଣି। ଶିଖର ଓ ଆୟେଶାଙ୍କ ଏକ ପୁତ୍ର ସନ୍ତାନ ବି ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ କ୍ରିକେଟର ପତ୍ନୀଙ୍କ ସହ ଛାଡ଼ପତ୍ରକୁ ନେଇ କେବେ ମୁହଁ ଖେଲି