ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ, ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ

ଭୁବନେଶ୍ୱର : ବରିଷ୍ଠ ଆଇପିଏସ ଅରୁଣ ଷଡ଼ଙ୍ଗୀ ହେଲେ OPSC ଅଧ୍ୟକ୍ଷ । ଆଇପିଏସ ଅରୁଣ ଷଡ଼ଙ୍ଗୀଙ୍କୁ ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ଚେୟାରମ୍ୟାନ୍ ନିଯୁକ୍ତ କରିଛନ୍ତି ସରକାର । ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ଯାଏ ରହିବ କାର୍ଯ୍ୟକାଳ। ବର୍ତ୍ତମାନ ସେ ବିଜୁ ପଟ୍ଟନାୟକ

ବାଂଲାଦେଶୀ ପର୍ଣ୍ଣ ଷ୍ଟାରଙ୍କୁ ବାନ୍ଧିଲା ମହାରାଷ୍ଟ୍ର ପୁଲିସ

ବେଆଇନ ଭାବେ ଭାରତରେ ରହୁଥିବା ଅଭିଯୋଗରେ ବାଂଲାଦେଶୀ ପର୍ଣ୍ଣ ଷ୍ଟାର ରିୟା ବର୍ଡେ ଓରଫ ଆରୋହୀ ବର୍ଡେ ଓରଫ ବନ୍ନା ଶେଖଙ୍କୁ ଗିରଫ କରିଛି ମହାରାଷ୍ଟ୍ର ପୁଲିସ। ମୁମ୍ବାଇଠାରୁ ପ୍ରାୟ ୫୦ କିମି ଦୂର ଉଲ୍ଲାସନଗରର ହିଲ୍ ଲାଇନ ଥାନା ପୁଲିସ ତାଙ୍କୁ ଗିରଫ କରିଛି। ରିୟା ବର୍ଡେ

ସରକାର ଓ ଲୋକଙ୍କ ମଧ୍ୟରେ ଜିଲ୍ଲାପାଳ ସେତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସରକାର ଓ ଲୋକଙ୍କ ମଧ୍ୟରେ ଜିଲ୍ଲାପାଳ ସେତୁ । ଯୋଜନାର ସଫଳ ରୂପାୟନ ହେଲେ ରାଜ୍ୟରେ ଦାରିଦ୍ର୍ୟ ହଟିବ । ସରକାରୀ ଯୋଜନାର ରୂପାୟନ ଜିଲ୍ଲାପାଳଙ୍କ ହାତରେ ରହିଛି । ଲୋକସେବା ଭବନରେ ଦୁଇ ଦିନିଆ ଜିଲ୍ଲାପାଳ ସମ୍ମିଳନୀକୁ ଉଦଘାଟନ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ

ଆସନ୍ତାମାସରୁ ରାସନକାର୍ଡ ହିତାଧିକାରୀଙ୍କୁ ମିଳିବ ଚାଉଳ ସହ ଗହମ

ଭୁବନେଶ୍ବର: ଏଣିକି ରାସନ ଖାତାରେ ମିଳିବ ଚାଉଳ ସାଙ୍ଗରେ ଗହମ । ଆସନ୍ତାମାସ ଠାରୁ ରାସନକାର୍ଡଧାରୀ ମାନେ ପାଇବେ ଗହମ । ଏନେଇ କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟର ଚିଠି ଜାରି ହୋଇଛି । ଅକ୍ଟୋବର ମାସରୁ ରାସନ କାର୍ଡ ହିତାଧିକାରୀଙ୍କୁ ରାସନର ୨୦ ପ୍ରତିଶତ ଗହମ ମିଳିବ । ତେବେ

ନାବାଳକ/ନାବାଳିକା ଭାଇଭଉଣୀମାନଙ୍କ ଅସଦାଚରଣ ମାମଲାରେ ଅଭିଯୁକ୍ତଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ୍ କୋର୍ଟର ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ୧୭ବର୍ଷ, ୧୬ବର୍ଷ ଏବ°୧୩ ବର୍ଷିଆ ନାବାଳକ/ନାବାଳିକା ଭାଇ ଭଉଣୀ ମାନଙ୍କ ଅସଦାଚରଣ, ବାଡିଆପିଟା ଚୋରି ମାମଲାର ବିଚାର ୧୭ ଜଣ ସାକ୍ଷୀ, ଡାକ୍ତରୀ ରିପୋର୍ଟ୍ ଆଧାରରେ ବିଚାର କରି ଅଭିଯୁକ୍ତ ଙ୍କୁ ଦୋଷୀ

ସନ୍ଦୀପ ଘୋଷଙ୍କ ବିରୋଧରେ ଥିବା ଚାର୍ଜ ଅତ୍ୟନ୍ତ ସାଂଘାତିକ, ମିଳିପାରେ ମୃତ୍ୟୁଦଣ୍ଡ: କୋର୍ଟ

କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷ ଓ ତାଲା ପୁଲିସ୍‌ ଷ୍ଟେସନର ପୂର୍ବତନ ଓଆଇସି ଅଭିଜିତ ମଣ୍ଡଳଙ୍କ ବିରୋଧରେ ଥିବା ଚାର୍ଜ ଅତ୍ୟନ୍ତ ସାଂଘାତିକ। ଯଦି ଏହା ପ୍ରାମଣିତ ହୋଇଯାଏ, ତା’ହେଲେ ସେମାନଙ୍କୁ କ୍ୟାପିଟାଲ ପନିଶମେଣ୍ଟ ବା ମୃତ୍ୟୁଦଣ୍ଡ

ଓଡିଶା ନାଟ୍ୟସଂଘ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଫୁଲବାଣୀ: ଫୁଲବାଣୀର ଅଗ୍ରଣୀ କଳା ଓ ସାଂସ୍କୃତିକ ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ୩୭ ତମ ପ୍ରତିଷ୍ଠା ଦିବସ ହୋଇଥିଲା। ଏହି ଅବସରରେ ବନାନୀର ସଭାପତି ତଥା ବରିଷ୍ଠ ସାମ୍ବାଦିକ ଡଃ ଅରୂପ ଜେନାଙ୍କ ସଭାପତିତ୍ବ ରେ ଆୟୋଜିତ ସଭାରେ ମୁଖ୍ୟ ଅତିଥ୍ ଭାବେ ଅବସରପ୍ରାପ୍ତ କାମାଣ୍ଡାଣ୍ଟ,

ଏଣିକି ସରୋଗେଟ ମାତା-ପିତାଙ୍କୁ ମିଳିବ ପ୍ରସବ ଛୁଟି

ଭୁବନେଶ୍ୱର : ଏଣିକି ସରୋଗେସି ଅବା ‘ଭଡ଼ାଗର୍ଭ’ ମାତୃତ୍ୱ ଲାଭ କରୁଥିବା ସରକାରୀ କର୍ମଚାରୀଙ୍କୁ ମିଳିବ ମାତୃତ୍ୱ ଛୁଟି । ସରୋଗେସିରେ କେହି ସରକାରୀ ମହିଳା କର୍ମଚାରୀ ଯଦି ମା’ ହୁଅନ୍ତି ତାହାଲେ ତାଙ୍କୁ ୧୮୦ ଦିନର ମାତୃତ୍ବ ଛୁଟି ଦେବେ ରାଜ୍ୟ ସରକାର । ଏଥିସହ ପୁରୁଷ

ମା ବରାଳି ଦେବୀ ମନ୍ଦିର ପରିଚାଳନା କମିଟି ପୁନଃଗଠନ ପାଇଁ ଉପଜିଲ୍ଲାପାଳଙ୍କୁ ଭେଟିଲେ ପ୍ରତିନିଧି ମଣ୍ଡଳୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଅଧିଷ୍ଠାତ୍ରୀ ମା ବରାଳ ଦେବୀ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଚୟନ କରାଯାଉ ବୋଲି ଫୁଲବାଣୀ ଉପଜିଲ୍ଲାପାଳଙ୍କ ନିକଟରେ ପ୍ରସ୍ତାବ ଆଗତ କରିଛନ୍ତି କମିଟି ର ପୂର୍ବତନ କର୍ମକର୍ତ୍ତା ଓ ସଦସ୍ୟମାନେ । ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ

୧୦ଦଫା ଦାବିନେଇ ଧାରଣାରେ ନସିଂ କର୍ମଚାରୀ ସଂଘ, ରୋଗୀସେବା ବିପର୍ଯ୍ୟସ୍ତ

ମାଲକାନଗିରି : ମାଲକାନଗିରି ଅନେକ ଦିନଧରି ଦାବି କରିଆସୁଥିଲେ ମଧ୍ୟ ସରକାର ନର୍ସିଂ ଅଫିସରଙ୍କ କଥା ଆଦୌ କର୍ଣ୍ଣପାତ କରୁନଥିବାରୁ ସଂପୂର୍ଣ୍ଣ କାମ ବନ୍ଦକରିଛନ୍ତି ନର୍ସିଂ ଅଫିସର । ସାରାରାଜ୍ୟରେ ଦଶଦଫା ଦାବି ନେଇ ଓଡିଶା ନସିଂ କର୍ମଚାରୀ ସଂଘ ଆନ୍ଦୋଳନ କରୁଥିବା ବେଳେ ଆଜି ଏହି ଆନ୍ଦୋଳନ