ବିଷାକ୍ତ ମଦମୃତ୍ୟୁ ଘଟଣାର ଦେଢ଼ ମାସ ପରେ ବି ମିଳିଲାନି କ୍ଷତିପୂରଣ

ଚିକିଟୀ : ବିଷାକ୍ତ ମଦମୃତ୍ୟୁ ବିଭୀଷିକା ର ଦେଢ଼ମାସ ପରେ ବି ଚିକିଟୀ ଅଞ୍ଚଳରେ ପ୍ରବଳ ଭାବରେ ବେଆଇନ ମଦବିକ୍ରୀ ଚାଲିଛି। ଏଯାଏଁ ମୃତକଙ୍କ ପରିବାରକୁ କ୍ଷତିପୂରଣ ମିଳିନି। ସରକାର ନିଜ ଦୁର୍ବଳତା ଘୋଡେଇବା ପାଇଁ ବର୍ତ୍ତମାନ ଘଟଣାର ରାଜସ୍ୱ ପର୍ଷଦ ସଦସ୍ୟଙ୍କ ତଦନ୍ତ ନିର୍ଦ୍ଦେଶ ରାଜ୍ୟ

କନ୍ଧମାଳରେ ଆନ୍ତଜାର୍ତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ ପାଳିତ

କନ୍ଧମାଳ : କନ୍ଧମାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ଫୁଲବାଣୀ ସ୍ଥିତ ଗାନ୍ଧୀ ସ୍ମୃତି ଭବନରେ ଆନ୍ତର୍ଜାତୀୟ ବୟସ୍କ ବ୍ୟକ୍ତିଙ୍କ ଦିବସ -୨୦୨୪ ମହାସମାରୋହରରେ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଅବସରରେ

କୋଏଲ ନଦୀ ପାଣିପମ୍ପ ନିକଟରୁ ଅଜଣା ବୃଦ୍ଧାଙ୍କ ଶବ ଉଦ୍ଧାର…

କୁଆଁରମୁଣ୍ଡା : ସୁନ୍ଦରଗଡ଼ ଜିଲ୍ଲାର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଜମୁନାନାକି ଶୀତଳ ଭଣ୍ଡାର ପାର୍ଶ୍ଵ ଦେଇ ଯାଇଥିବା କୋଏଲ ନଦୀ ପାଣି ପମ୍ପ ନିକଟରୁ ଅଜଣା ବୃଦ୍ଧାଙ୍କ ଗଲିତ ଶବ ଉଦ୍ଧାର କରିଛି କୁଆଁରମୁଣ୍ଡା ପୋଲିସ | ପୋଲିସଙ୍କ କହିବା ଅନୁଯାୟୀ ଆଜି ପୂର୍ବାହ୍ନ ୧୦ ଟା ସମୟରେ

କଳା ଗବେଷକ ଭାବେ ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀ ଙ୍କୁ ଡକ୍ଟରେଟ୍ ଉପାଧିରେ ଭୂଷିତ

ଛତ୍ରପୁର : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ପଞ୍ଚାୟତ ର ଘଡ଼ଘଡ଼ାପଲ୍ଲୀ ଗ୍ରାମର ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ (ସତ୍ୟମ୍) ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦି) ପକ୍ଷରୁ ଦାସୁଡୁ ଗୁରୁ ଆର୍. ସତ୍ୟମ୍ ରେଡ୍ଡୀ ଙ୍କୁ କଳା ଗବେଷକ ଭାବେ

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀକଲ୍ୟାଣ ସମିତି ବୈଠକ ଅନୁଷ୍ଠିତ

ଛତ୍ରପୁର : ଛତ୍ରପୁର ବ୍ଲକ ଅଧିନରେ ଥିବା ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଠାରେ ଆଜି ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକ ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଅଧ୍ଯକ୍ଷତା କରିଥିଲେ । ପ୍ରାରମ୍ଭେ ମୁନିସିପେଣ୍ଠର ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର

ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ଘଟଣା, ନାବାଳକ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ହିଞ୍ଜିଳିକାଟୁ : ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ସିନେମାହଲ ଛକ ସାହେବ କମ୍ପ୍ଲେକ୍ସ ଉପର ମହଲାରେ ଅବସ୍ଥିତି ୟୁନିଅନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖା -୨ରୁ ରବିବାର ବିଳମ୍ବିତ ରାତିରେ ଲୁଟ୍ ଉଦ୍ୟମ ଘଟଣାରେ ହିଞ୍ଜିଳି ପୁଲିସ ଜଣେ ନାବାଳକଙ୍କୁ ଗିରଫ କରିଥିବା ବେଳେ ମୁଖ୍ୟ

ବ୍ରହ୍ମପୁର ଉପଖଣ୍ଡରେ ଦୁର୍ଗାପୂଜା ପାଇଁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର : ଆଜି ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଏହି ବୈଠକରେ ବ୍ରହ୍ମପୁର ଉପଜିଲ୍ଲାପାଳ ଦୀନା ଦସ୍ତଗୀର ପ୍ରସ୍ତୁତି ବୈଠକକୁ ପରିଚାଳନା କରିଥିଲେ I ଏହି ଚଳିତ ବର୍ଷରେ ମୋଟ ୪୨ଟି ଦୁର୍ଗାପୁଜା ପେଣ୍ଡାଲ

ଚିକିଟି ମଦ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ଓ କ୍ଷତିପୂରଣ ଦାବୀକଲା ଫରୱାର୍ଡ ବ୍ଲକ

ଚିକିଟି : ଚିକିଟି ଅଞ୍ଚଳର ଜେନାପୁର ଓ କରବାଲୁଆ ରେ ବିଷାକ୍ତ ମଦ୍ୟପାନ ଜନିତ ୫ଜଣଙ୍କ ମୃତ୍ଯୁ ହେବାର ପ୍ରାୟ ଦୁଇ ମାସ ପୂରିବାକୁ ବସିଥିବାବେଳେ ଆଜିସୁଦ୍ଧା ମଦ ମୃତ୍ଯୁ ପରିବାରକୁ କ୍ଷତିପୂରଣ ମିଳିନାହିଁ। ବିଷାକ୍ତ ମଦ୍ୟପାନ ଜନିତ ମୃତ୍ଯୁ ମୁଖରୁ ବର୍ତ୍ତୀ ଯାଇଥିବା ବ୍ଯକ୍ତିମାନେ ପୀଡା

ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଆଜି ଦାୟିତ୍ବ ନେଇଛନ୍ତି ବରିଷ୍ଠ ଆଇପିଏସ ଅଫିସର ସାର୍ଥକ ଷଡ଼ଙ୍ଗୀ

ବ୍ରହ୍ମପୁର : ଦକ୍ଷିଣାଞ୍ଚଳ ଆଇଜି ଜୟ ନାରାୟଣ ମିଶ୍ରଙ୍କ ଠାରୁ ଆଜି ଦାୟିତ୍ବ ନେଇଛନ୍ତି ସାର୍ଥକ ଷଡ଼ଙ୍ଗୀ । ଦକ୍ଷିଣାଞ୍ଚଳ ଡିଆଇଜି ଭାବେ ଦାୟିତ୍ଵ ନେବା ପରେ ବିଭିନ୍ନ ଜିଲ୍ଲାର ବହୁ ବରିଷ୍ଠ ପୋଲିସ ଅଧିକାରୀ ମାନେ ପହଞ୍ଚି ଡ଼ିଆଇଜିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଦକ୍ଷିଣାଞ୍ଚଳର

ସମାଜରେ ସଂସ୍କାରର ଅଭାବ ଦେଖାଯାଉଛି : ବିଧାୟକ ଉମା ମଲ୍ଲିକ

ଫୁଲବାଣୀ : ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୪ ମହାସମାରୋହର ସହିତ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସକାଳେ ଯୋଗ