ଜାତିର ଜନକ ମହାତ୍ମା ଗାନ୍ଧିଜୀ ଓ ଶାନ୍ତିର ଶହୀଦ୍ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ସତ୍ୟ ଓ ଅହିଂସା ଗାନ୍ଧିଜୀଙ୍କର ଏକ ଅମୋଘ ଅସ୍ତ୍ର ଥିଲା-ଅତିରିକ୍ତ ଜିଲ୍ଲାପାଳ ଛତ୍ରପୁର : ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୫ ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂରଶାସ୍ତ୍ରୀଙ୍କ ୧୨୦ ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବିଜ୍ଞାପିତ ଅଞ୍ଚଳ…

ମୈତ୍ରୀ ବିହାର ଗଣ ଦୁଷ୍କର୍ମ ମାମଲା, ୩ ଗିରଫ

ଭୁବନେଶ୍ୱର : ମୈତ୍ରୀ ବିହାର ଥାନା ଅଂଚଳରେ ଘଟିଥିବା ଗଣ ଦୁଷ୍କର୍ମ ମାମଲାରେ ୩ ଗିରଫ । ୩ ଅଭିଯୁକ୍ତଙ୍କୁ ବାନ୍ଧିଲା କମିସନରେଟ ପୋଲିସ । ଏ ନେଇ ପ୍ରେସ ମିଟିରେ ସୂଚନା ଦେଲେ ପୋଲିସ କମିଶନର ଦେବଦତ୍ତ ସିଂ । ଘଟଣା ପୂର୍ବ ରାତି ମହିଳାଙ୍କ ଘରୁ ଏକ ମୋବାଇଲ ଚୋରି କରିଥିଲେ ଉକ୍ତ…

୪ ଦିନରେ ଝାଡ଼ାବାନ୍ତିରେ ଗଲାଣି ୯ ଜୀବନ

କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଦୁର୍ଗାପଙ୍ଗା ପଞ୍ଚାୟତର ଦୁର୍ଗମ ଗାଁରେ ଝାଡ଼ାବାନ୍ତି ଆତଙ୍କ। ୪ ଦିନରେ ଜଣେ ଗର୍ଭବତୀ ମହିଳାଙ୍କ ସମେତ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତ ମହିଳା ଜଣକ ହେଲେ କାଣିବାରୁ ଗାଁର ପୂର୍ତ୍ତି ମାଝୀ। …

ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାକୁ ଧମକ

ରେଳ ଷ୍ଟେସନକୁ ବୋମାରେ ଉଡ଼ାଇଦେବାକୁ ମିଳିଲା ଧମକ । ରାଜସ୍ଥାନର ହନୁମାନଗଡ଼ ଜଙ୍କସନ୍‌ ରେଲୱେ ଷ୍ଟେସନ ସମେତ ରାଜ୍ୟର ବିଭିନ୍ନ ଷ୍ଟେସନକୁ ଉଡ଼ାଇଦେବାକୁ ଏକ ଧମକପୂର୍ଣ୍ଣ ଚିଠି ମିଳିଛି। ଏହାପରେ ଷ୍ଟେସନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ହନୁମାନଗଡ଼ ଜଙ୍କସନ୍‌…

ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ

ବରଗଡ଼ : ପ୍ରେମୀ ଯୁଗଳଙ୍କ  ମୃତଦେହ ଠାବ । ବରଗଡ଼ ଭେଡେନ ବ୍ଲକ ସାରସପାଲି ବିନ୍ଧବାସିନୀ ପର୍ବତ ସ୍ଥିତ ଏକ ଗଛରେ ମୃତଦେହ ଠାବ ହୋଇଛି। ମୃତକ ହେଲେ ଭେଡେନ ବ୍ଲକ ସାରସପାଲି ଗାଁର ୨୨ ବର୍ଷିୟ ଯୁବକ ସୁନୀଲ କଠାର ଏବଂ ଲିଜା ଭୂଏ ସୂଚନା । ଘଟଣାସ୍ଥଳରେ ଭେଡେନ ପୋଲିସର ତନାଘନା ଆରମ୍ଭ । ସୁନୀଲ…

କାର୍ଯ୍ୟରେ ଅବହେଳା ପାଇଁ ASI ସମେତ ୨ପୁଲିସ ନିଲମ୍ବିତ; ୩ ହୋମଗାର୍ଡ କାର୍ଯ୍ୟରୁ ଅନ୍ତର

ଫୁଲବାଣୀ :କାର୍ଯ୍ୟରେ ଅବହେଳା ପାଇଁ ୫ ଜଣ ପୁଲିସ କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନାର ASI ଅଜିତ କୁମାର ବେହେରା ଓ ହାବିଲଦାର ରାମଚନ୍ଦ୍ର ନାୟକଙ୍କୁ ନିଲମ୍ବନ କରାଯାଇଛି। ହୋମଗାର୍ଡ ଅଭିରାମ ମହାନନ୍ଦ, ଜଗବନ୍ଧୁ କହଁର ଓ…

‘କ୍ଷମତାରେ ନଥିଲେ ବି ସେବା କରି ଚାଲିବି’ : ନବୀନ ପଟ୍ଟନାୟକ

ଭୁବନେଶ୍ୱର : କ୍ଷମତାରେ ଥାଏ ବା ନଥାଏ ଆପଣମାନଙ୍କର ସେବା ମୁଁ ସବୁବେଳ କରିଆସିଛି । ଶେଷ ପର୍ଯ୍ୟନ୍ତ ଓଡ଼ିଶା ମାଟିର , ଓଡ଼ିଶା ବାସୀଙ୍କ ସେବା କରିଚାଲିବି । ଆଜି ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରି ଏହା କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ…

ଦିଲ୍ଲୀରେ ୨୦୦୦ କୋଟି ଟଙ୍କାର କୋକେନ ଜବତ

ଦିଲ୍ଲୀରେ ଆଜି ୫୦୦ କେଜିରୁ ଅଧିକ ଓଜନର କୋକେନ ଜବତ କରାଯାଇଛି। ଜବତ କୋକେନର ମୂଲ୍ୟ ୨୦୦୦ କୋଟି ଟଙ୍କା ହେବ ବୋଲି ଦିଲ୍ଲୀ ପୁଲିସ କହିଛି। ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଛି। ଏତେ ପରିମାଣରେ କୋକେନ ଜବତ ହେବା ପରେ ଦିଲ୍ଲୀ ପୁଲିସ କହିଛି ଯେ ଏହା ପଛରେ କୌଣସି ଅନ୍ତର୍ଜାତୀୟ…

କନ୍ଧମାଳ ବିଜେଡି ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁଜନତା ଦଳ ପକ୍ଷରୁ ଗାନ୍ଧୀଜି ଓ ଶାସ୍ତ୍ରୀଜି ଜୟନ୍ତୀ ପାଳିତ ହୋଇଯାଇଛି । ଆଜିର ଏହି ପବିତ୍ର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀ ଏବଂ ଭାରତର ତୃତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଓ ସ୍ମୃତି ଉଦ୍ଦେଶ୍ୟରେ ତାଙ୍କର ଆଦର୍ଶ ଓ…

ପାବୁରିଆଠାରେ ମା’ ଗୃହ ସେବା ସମ୍ପର୍କୀତ ସଚେତନତା

ଫୁଲବାଣୀ- ଜନ ସଚେତନତା ସୃଷ୍ଟି କରାଇ ଉପାନ୍ତ ଅଂଚଳ ଗୁଡିକରେ ସମସ୍ତ ଗର୍ଭବତୀଙ୍କୁ ଘରୋଇ ପ୍ରସବରୁ ନିବୃତ କରାଇବା ଏକ କଷ୍ଟକର ବ୍ୟାପାର । ଦିର୍ଘସ୍ଥାୟୀ ବିକାଶ ଲକ୍ଷ୍ୟ ହାସଲରେ ସ୍ୱାସ୍ଥ୍ୟ ସେବା ମଧ୍ୟରେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଶିଶୁ ଓ ମାତୃ ମୃତ୍ୟ…