ପ୍ରେମୀ ଯୁଗଳଙ୍କ ମୃତଦେହ ଠାବ

ବରଗଡ଼ : ପ୍ରେମୀ ଯୁଗଳଙ୍କ  ମୃତଦେହ ଠାବ । ବରଗଡ଼ ଭେଡେନ ବ୍ଲକ ସାରସପାଲି ବିନ୍ଧବାସିନୀ ପର୍ବତ ସ୍ଥିତ ଏକ ଗଛରେ ମୃତଦେହ ଠାବ ହୋଇଛି। ମୃତକ ହେଲେ ଭେଡେନ ବ୍ଲକ ସାରସପାଲି ଗାଁର ୨୨ ବର୍ଷିୟ ଯୁବକ ସୁନୀଲ କଠାର ଏବଂ ଲିଜା ଭୂଏ ସୂଚନା । ଘଟଣାସ୍ଥଳରେ ଭେଡେନ ପୋଲିସର ତନାଘନା ଆରମ୍ଭ । ସୁନୀଲ ଓ ଲିଜା ଦୁହେଁ ଦୁହିଁଙ୍କୁ ଭଲ ପାଉଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି । ତେବେ ସେମାନଙ୍କର କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ ।

nis-ad
Leave A Reply

Your email address will not be published.