ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ…

ଫୁଲବାଣୀ: ଆଜି ଫୁଲବାଣୀ ଏ ଯେ ଓ ଉଚ୍ଚ ବିଦ୍ୟାଳୟରେ ବ୍ଲକ ସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା. ଏଥିରେ ବ୍ଲକ ର ବିଭିନ୍ନ ବିଦ୍ୟାଳୟ ରୁ ୨୦୫ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ. ଏହି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ହେଲା ଛାତ୍ର ଓ ଛାତ୍ରୀ

ଆସିକା ସବ ଜେଲ ଏବେ ପାଲଟିଛି ହୋଲିଡ଼େ ହୋମ…..!

"ମେରି ମର୍ଜିରେ" ଏବେ ବିଚାରଧୀନ ବନ୍ଦୀ ବ୍ରହ୍ମପୁର:୫-୯ ଗଞ୍ଜାମ ଜିଲ୍ଲାର ଆସିକା ସବୁ ବେଳେ ଚର୍ଚ୍ଚାରେ ରହିଆସିଛି। ଜେଲ ମଧ୍ୟ କୁ ବାହାର ଖାଦ୍ୟ ମଦ ଗଞ୍ଜେଇ, ସିଗାରେଟ, ମୋବାଇଲ ଆଦି ଅବାଧ ରେ ପହଞ୍ଚି ପାରୁଛି। ହାଇ ପ୍ରୋଫାଇଲ ଅପରାଧୀ ଙ୍କ ପାଇଁ ବାହାର ରନ୍ଧା ବିରିଆନି, ଚିକେନ୍ ମଟନ

ଚିତ୍ରକୋଣ୍ଡା : ଇଲେକ୍ଟ୍ରି ଅଫିସ ଛକ ଠାରୁ ଦୈନିକ ବଜାର ରାସ୍ତାରେ ଟ୍ରାଫିକ ସମସ୍ୟା…

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବଜାର ଉପରେ ୧୮ ଗୋଟି ପଂଚାୟତ ନିର୍ଭର କରୁଥିବା ସମୟରେ ଦୈନିକ ବଜାର କୁ ଦୁଇଟି ମାତ୍ର ରାସ୍ତା ଥିବା ବେଳେ ଇଲେକ୍ଟ୍ରି ଅଫିସ ରାସ୍ତା ଦେଇ ଦୈନିକ ବଜାର କୁ ଯିବା କୁ ହେଲେ ସବୁ ସମୟରେ ଚାରି ଚକିଆଯାନ ଓ ମାଲବାହି ଟ୍ରକ ଏବଂ ବହୁ ସଂଖ୍ୟା

ଶାଗ ମାଛ ଦରରେ ବିକ୍ରି ହେଉଛି ମାଥିଲି ପଂଚାୟତର ପୁରୁଣା ଲୁହା ସ୍କ୍ରlପ…

ମାଲକାନଗିରି : ମାଲକାନଗିରିରେ ଦୁଇ ଦିନ ତଳେ ମାଥିଲିରୁ ଏକ ଟାଟା ପିକଅପ ଭ୍ୟାନ ନଂ ଓଡ଼ି୩୦ ୭୫୨୪ଯୋଗେ କିଛି ପୁରୁଣା ଲୁହା ପାଇପ, ବୋର ହେଡ, କନେକ୍ଟିଙ୍ଗ ରଡ଼ ମାଲକାନଗିରି ପଠାଯାଉଥିବା ବେଳେ ଏହା ବାବଦରେ ଉକ୍ତ ଗାଡି ଵାଲାକୁ ପଚାରିବାରୁ ଏହା ମାଥିଲି ପଞ୍ଚୟତ ରୁ ମାଲକାନଗିରି

ନିଶନାହାଣ୍ଡିରେ ବ୍ଲକସ୍ତରୀୟ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ, ବ୍ଲକସ୍ତରୀୟ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ଯୋଗଦେଲେ…

ନବରଙ୍ଗପୁର : ଆଜି ନନ୍ଦାହାଣ୍ଡି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଆନୁକୂଲ୍ୟରେ ବ୍ଳକ ସ୍ତରୀୟ କୁଇଜ ପ୍ରତିଯୋଗିତା, ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ୨୦୨୪-୨୫ ସରକାରୀ (ଏସ୍.ଏସ୍.ଡି) ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନିଶ୍ନାହାଣ୍ଡି ଠାରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି କାର୍ଯ୍ୟକ୍ରମର ଉଦଘାଟନ

ଆସିକାରେ ରାଜନୈତିକ ହିଂସା..!

ଯୁବ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ….ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ରେ ଆଜି ସନ୍ଧ୍ୟା ରେ ଯୁବ ବିଜେପି ନେତା ଶ୍ରୀନିବାସ ଭଞ୍ଜ ଙ୍କୁ ଆକ୍ରମଣ ହୋଇଛି। ଶ୍ରୀନିବାସ ଭଞ୍ଜଙ୍କୁ ଅଜଣା କଲ ଆସିବା ପରେ ସେ ନିଜର ବାଇକ ଯୋଗେ ସୂତାକଳ ନିକଟକୁ ଯାଉଥିଲେ।ଏହି ସମୟରେ କିଛି ଯୁବକ

ବିବାହିତା ମହିଳାଙ୍କୁ ଦୁର୍ଷ୍କମ ସହ ହତ୍ୟା ଉଦ୍ୟମ, ଜଣେ ଗିରଫ

ହିଞ୍ଜିଳିକାଟୁ : ବେଲଗାଁ ଥାନା ଅଞ୍ଚଳର ଜୈନିକା ୨୮ ବର୍ଷିୟା ବିବାହିତା ମହିଳାଙ୍କୁ ବଳପୂର୍ବକ ଦୁର୍ଷ୍କମ ସହ ହତ୍ୟା ଉଦ୍ୟମ ଅଭିଯୋଗରେ ବେଲଗାଁ ପୁଲିସ ଜଣେ ଯୁବକଙ୍କୁ ବୁଧବାର ଗିରଫ କରିଛି । ଗିରଫ ଯୁବକ ଜଣଙ୍କ ହେଲେ ବେଲଗାଁ ଥାନା ହନ୍ତୋଷ ଗ୍ରାମର ଅରୁଣ ବସ୍ତିଆ । ଏ ନେଇ ବେଲଗଁ ଥାନାରେ

ବିଭିନ୍ନ ଆଳ ଦେଖାଇ ସ୍ମାର୍ଟ ମିଟର ସଂଯୋଗ କରାଯାଉଛି…!

ଲୋକଙ୍କୁ ଭକୁଆ ବନାଉଛି ଟାଟା ପାୱାର……!ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଏବେ ଟାଟା ପାୱାର ସ୍ମାର୍ଟ ମିଟର ସଂଯୋଗ କରବା ଅଭିଯାନ ଆରମ୍ଭ କରିଛି । ସ୍ମାର୍ଟ ମିଟର କୁ ଗ୍ରାହକ ସହଜ ରେ ଗ୍ରହଣ କରୁନାହାନ୍ତି। ବିଭିନ୍ନ ଗ୍ରାହକଙ୍କ ଗୃହରେ ପୂର୍ବରୁ ଲାଗିଥିବା ଇଲୋ

ଏସଟି ମୋର୍ଚ୍ଚା ସଦସ୍ୟତା ଅଭିଯାନର ରାଜ୍ୟ କନଭେନର ଭାବେ କରେନ୍ଦ୍ର ମାଝୀ ନିଯୁକ୍ତ

ବାଲିଗୁଡା, ୦୪/୦୯ : ବିଜେପି ସର୍ବ ଭାରତୀୟ ସ୍ତରରେ ସଦସ୍ୟତା ଅଭିଯାନ ଆରମ୍ଭ କରିଥିବା ବେଳେ ଜାତୀୟ ଏସଟି ମୋର୍ଚ୍ଚା କାର୍ଯ୍ୟାଳୟ ନୂଆଦିଲ୍ଲୀର ନିର୍ଦ୍ଦେଶ ଅନୁଯାୟୀ, ବିଜେପି ଏସଟି ମୋର୍ଚ୍ଚା ଓଡିଶା ପ୍ରଦେଶ ସଭାପତି ତଥା ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ନଭେମ୍ବର ୧୫ରୁ ଐତିହାସିକ ବାଲିଯାତ୍ରା, ପ୍ରଥମ ଥର ଲାଗି ହେବ ଗ୍ରୀନ କରିଡର

କଟକ: ନଭେମ୍ବର ୧୫ରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା । ଏନେଇ ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓ ସାହେବ୍ ସିନ୍ଧେ । ତେବେ ଚଳିତ ବର୍ଷ କେତେଦିନ ବାଲିଯାତ୍ରା ହେବ ସେନେଇ ଏବେ କୌଣସି ନିଷ୍ପତ୍ତି ନିଆଯାଇନି । ପରବର୍ତ୍ତୀ ବୈଠକରେ ବାଲିଯାତ୍ରା ଦିନ ଧାର୍ଯ୍ୟ ଉପରେ