ଗୋଟିଏ ହାଣ୍ଡିରେ ରନ୍ଧା ହେଲା୧୬୩ ଟି ପରିବାରର ଭାତ : ଏକତା ଓ ସହଭାଗିତାର ବିରଳ ଦୃଷ୍ଟାନ୍ତ- ଝୁରିମାଲର ସାମୁହିକ…

ସୁନ୍ଦରଗଡ଼ : ଗାଁ ଦାଣ୍ଡରେ ରନ୍ଧା ହେଉଥିଲା ଗାଁର ପ୍ରତ୍ୟେକ ପରିବାରର ଖାଦ୍ୟ । ଭାତ, ଡାଲି, ଖିରୀ ପିଠା ର ବାସ୍ନା ସଙ୍ଗେ ସଙ୍ଗେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଗୋଟିଏ ଧାଡିରେ ବସି ନୂଆଁ ଚାଉଳ ସଙ୍ଗେ ବିଭିନ୍ନ ସୁସ୍ଵାଦୁ ଖାଦ୍ୟର ମଜା ନେଇଥିଲେ ଅବାଳବୃଦ୍ଧ ବନିତା। ହୁଳହୁଳି,

ମା ବରାଳଦେବୀଙ୍କ ସମେତ ଗ୍ରାମର ଗ୍ରାମଦେବୀଙ୍କ ନିକଟରେ ନୂଆଖାଇ ପର୍ବ ପାଳିତ…

ଫୁଲବାଣୀ : ନୂଆଖାଇ ଜୁହାର ପର୍ବ ପଶ୍ଚିମ ଓଡିଶାର ଏକ ପ୍ରମୁଖ ପର୍ବ l ଏହି ପରିପ୍ରେକ୍ଷୀରେ କନ୍ଧମାଳ ଜିଲ୍ଲାର କୃଷି କାର୍ଯ୍ୟ ହେଉଥିବା ଗ୍ରାମାଞ୍ଚଳରେ ମଧ୍ଯ ପାଳନ ହୋଇଛି ଏହି ପ୍ରମୁଖ ପର୍ବ। ଏହି ପର୍ବରେ ଚାଷୀ ପ୍ରଥମ ଅମଳର ଶସ୍ୟ ନିଜ ନିଜର ଅଧିଷ୍ଠାତ୍ରୀ ଦେବା ଦେବୀଙ୍କୁ ସମର୍ପଣ

ନୂଆ ଖାଇ ପର୍ବ ଉପଲକ୍ଷେ ସାମ୍ବାଦିକତା କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ ଡଃ ସତିଶ ଙ୍କୁ ଜାତୀୟ ପୁରସ୍କାର…

ଭୁବନେଶ୍ଵର:-ନୂଆ ଖାଇ ପର୍ବ ଉପଲକ୍ଷେ ସାମ୍ବାଦିକ ଡଃ ସତିଶ କୁମାର ଦାସ ଙ୍କୁ ସାମ୍ବାଦିକତା ନିକ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ ପାଇଁ "First Indian Icon Award" ରେ ସମ୍ମାନୀତ କରାଯାଇଛି। “ଜଳବାୟୁ ପରିବର୍ତ୍ତନ ଏବଂ ଗ୍ରାମୀଣ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଖବର ସରକାର ଙ୍କ ନିକଟର

ବିଭିନ୍ନ ନଦୀରେ ବନ୍ୟାଜଳ ପ୍ରଭାବ ଯୋଗୁଁ ସଦର ମହକୁମା କୁ ଯୋଗା ଯୋଗ ବିଚ୍ଛିନ୍ନ…

ମାଲକାନଗିରି : ଗତକାଲି ଠୁ ପ୍ରାକ ମୌସୁମୀ ପ୍ରଭାବ ତଥା ଲଘୁଚାପ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ବି ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହିତ ବିଭିନ୍ନ ଅଞ୍ଚଳରେ ସହର ମଧ୍ୟକୁ ବନ୍ୟାଜଳ ପ୍ରବେଶ କରିଥିବା ସୂଚନା ମିଳିଥିବା ବେଳେ ରାତିତମାମ ବର୍ଷା ଯୋଗୁଁ ଆଜି ସକାଳୁ ମାଲକାନଗିରି ଜିଲ୍ଲାକୁ

ଯୁବକଙ୍କ ଉନ୍ମୁକ୍ତକାଣ୍ଡ, ଛୁଆର ସ୍ୱାସ୍ଥ୍ୟବସ୍ଥା ଜଟିଳ ପାଇଁ ଗଛରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ

ବ୍ରହ୍ମପୁର : ବ୍ରହ୍ମପୁର ଏମ କେ ସି ଜି ମେଡିକାଲ ରକ୍ତ ଭଣ୍ଡାର ନିକଟରେ ଥିବା ଏକ ଗଛ ଉପରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲା ଜଣେ ଯୁବକ | ଗଛରେ ଚଢି ଆତ୍ମହତ୍ୟା ଉଦ୍ୟମ କରୁଥିବା ବେଳେ ଅଗ୍ନିଶମ ବିଭାଗ, ପୁଲିସ, ସ୍ଥାନୀୟ ଲୋକେ କରିଲେ ଉଦ୍ଧାର । ଯୁବକ ଜଣକ ମାଲକାନଗିରି

ନିର୍ବାଚିତ ପ୍ରତିନିଧି ମୋବାଇଲରେ କଥା ହେବାକୁ ନାରାଜ…

ବାବା କଥା ହେବେ ଅଡ଼ିଓ ଭାଇରଲକୁ ନେଇ ନେତା ଛାନିଆ….! ଭୁବନେଶ୍ୱର : ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳ ରେ କିଛି ଦିନ ତଳେ ବାବା କଥା ହେବେ ବୋଲି ବାଲି ମାଫିଆମାନଙ୍କୁ ବଟି ମାଗିଥିବାର ଅଡ଼ିଓ ଭାଇରଲ ହୋଇଥିଲା । ଏହି ଅଡ଼ିଓ ଭାଇରଲକୁ ନେଇ ଆସିକାରୁ ଭୁବନେଶ୍ୱର ରେ ତୁମ୍ବି ତୋଫାନ ହୋଇ

ବାଇକ ଦୁର୍ଘଟଣା : ୨ଗୁରୁତର

ହିଞ୍ଜିଳିକାଟୁ ୮।୯ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବଈଁଚବଣିଆ ଛକ ଏନ ହେଚ ୫୯ ଉପରେ ରବିବାର ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବାଇକ ଆରୋହୀଙ୍କ ସହ ଜଣେ ବୁଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ଙ୍କୁ ସ୍ଥାନୀୟ ଲୋକେ ୧୦୮ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ

ଏକ ସ୍ଥାନରେ ତିରିଶି ହଜାର ଗଣେଶ ପୂଜା କରିବା ସହ ପ୍ରଦର୍ଶିତ

ଆସିକା : ସ୍ଥାନୀୟ "ମମ" ସ୍କୁଲରେ ତିରିଶି ହଜାର ଗଣେଶଙ୍କୁ ପୂଜା କରିବା ସାଙ୍ଗକୁ ଏହାକୁ ପ୍ରଦର୍ଶିତ କରି ଛାତ୍ରଛାତ୍ରୀମାନେ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ପ୍ରଦର୍ଶିତ ହେଉଥିବା କେଉଁ ମୂର୍ତ୍ତି ଧ୍ୟାନ ମୁଦ୍ରାରେ ତ ଆଉ କେଉଁଟି ଆଶ୍ରିବାଦ ମୁଦ୍ରାରେ ଦେଖିବାକୁ ମିଳିଛି ।

ଆସିକା : ଝାଡବନ୍ଧ ନିକଟସ୍ଥ ରାମଘାଟ ଠାରେ ଅବସ୍ଥିତି ଗୁରୁକୃପା ଆଶ୍ରମର ପ୍ରତିଷ୍ଠା ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି । ଋଷି ପଞ୍ଚମୀ ତିଥିରେ ପାଳିତ ଆଶ୍ରମ ପ୍ରତିଷ୍ଠା ମହୋତ୍ସବ କାର୍ଯ୍ୟକ୍ରମକୁ ଆଶ୍ରମ ପ୍ରତିଷ୍ଠାତା ସଦଗୁରୁ  ଶ୍ରୀ ଶ୍ରୀ ଆତ୍ମାରାମ ମହାରାଜ ଙ୍କ ଦ୍ଵାରା  ପ୍ରାତଃ

ଚିକିଟୀ ବ୍ଲକ ସରପଞ୍ଚ ସଂଘ ଗଠିତ

ଚିକିଟୀ : ଦୀର୍ଘ ବର୍ଷ ପରେ ଚିକିଟୀ ବ୍ଲକ ସରପଞ୍ଚ ସଂଘ ଗଠିତ ହୋଇଯାଇଛି। ଏଥିରେ ବ୍ଲକର ୧୭ ପଞ୍ଚାୟତର ପ୍ରାୟ ସରପଞ୍ଚ ଯୋଗଦେଇ ନିଜର ଆଭିମୁଖ୍ୟ ରଖିବା ସହ କର୍ମକର୍ତ୍ତା ମନୋନୀତ କରିଛନ୍ତି। ଏଥିରେ ସଭାପତି ଭାବେ ପିତାତଳି ସରପଞ୍ଚ ଏ. ରାଙ୍ଗାରାଓ ଙ୍କୁ ମନୋନୀତ କରିଥିବା ବେଳେ ଉପ ସଭାପତି