ଅବକାରୀ ଓ ପୋଲିସ ର ମିଳିତ ଚଢାଉ ମହୁଲୀ ଓ ଦେଶୀ ମଦ ଜବତ…

ବୀରମିତ୍ରପୁର : ସୁନ୍ଦରଗଡ଼ ଜିଲ୍ଲାର ରାଏବଗା ଥାନା ଅନ୍ତର୍ଗତ ସଲଙ୍ଗାବାହାଲ ପଞ୍ଚାୟତ ସ୍ଥିତ ଏକ ନାଳ ପାର୍ଶ୍ଵ ବୁଦା ନିକଟରୁ ୨ କୁଇଣ୍ଟାଲ ରୁ ଉର୍ଦ୍ଧ ମହୁଲ ସାଙ୍ଗକୁ ଚାରି ଶହ ଲିଟର ମହୁଲି ମଦ ଓ ମଦ ତିଆରି ସାମଗ୍ରୀ ସ୍ଥାନୀୟ ରାଏବଗା ପୋଲିସ ରାଉଲକେଲା ଅବକାରୀ ଓ ବୀରମିତ୍ରପୁର

ବ୍ରହ୍ମପୁର ସାଂସଦ, ବିଧାୟକ ଏବଂ ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ…

ବ୍ରହ୍ମପୁର : ୧୬୩ ବର୍ଷର ପୁରୁଣା ତଥା ରାଜ୍ୟର ପ୍ରଥମ ରେଳ ଷ୍ଟେସନ ଓ ଜାତୀୟ ରେଳ ଷ୍ଟେସନ ଗ୍ରେଡ୍ -୨ କୁ ମାନ୍ୟତା ପାଇଥିବା ଏବଂ ମିଳିତ କ୍ରିୟାନୁଷ୍ଠାନ ୭ ଗୋଟି ଦାବି ପୂରଣ କରିବା ଦାବିରେ ଦକ୍ଷିଣ ଓଡ଼ିଶା ରେଳପଥ ମିଳିତ କ୍ରିୟାନୁଷ୍ଠାନ କମିଟି ର ଆନ୍ଦୋଳନ ବ୍ରହ୍ମପୁର ରେଳଷ୍ଟେସନ

ଛତ୍ରପୁରକୋର୍ଟରେ ରାଷ୍ଟ୍ରୀୟ ଲୋକ ଅଦାଲତ, ୧୨୦ ଟି ମାମଲାର ବିଚାର, ମୋଟ ୧୦ଲକ୍ଷ ୭୫ ହଜାର ୭୨୨ ଟଙ୍କା ଆଦାୟ

ଛତ୍ରପୁର : ଛତ୍ରପୁର ତାଲୁକ ଆଇନ ସେବା କମିଟି ପକ୍ଷରୁ ସ୍ଥାନୀୟ କୋର୍ଟ ପରିସରରେ ଚଳିତ ବର୍ଷର ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୈାରା ଜଜ୍ ମନୋରଂଜନ ଦାଶ, ସିନିୟର ସିଭିଲ ଜଜ୍ ପୂଜା ଦେ , ଏସଡିଜେଏମ ପ୍ରିତିଶ କୁମାର

ସିଆରପିଏଫର -୧୨ ବେଟେଲିଆନରେ ସ୍ୱଛତା ହିଁ ସେବା ଅଭିଯାନର ଶୁଭାରମ୍ଭ

ନବରଙ୍ଗପୁର : ନବରଙ୍ଗପୁର ଠାରେ ଅବସ୍ଥାପିତ ୧୨ ବାଟାଲିୟନ ସି.ଆର.ପି.ଏଫ ପକ୍ଷରୁ ସ୍ୱଚ୍ଛତା ହିଁ ସେବା ଅଭିଯାନର ଶୁଭାରମ୍ଭ ହୋଇଛି। ଏହି ଅବସରରେ ସି.ଆର.ପି.ଏଫ ର କମାଣ୍ଡାଣ୍ଟ ଶ୍ରୀ ଏନ.କେ.କେ ପ୍ରସାଦ ସମସ୍ତଙ୍କୁ ସ୍ୱଚ୍ଛତା ହିଁ ସେବା ଅଭିଯାନ କୁ ସଫଳ କରି ଅଧିକ ବ୍ୟାପକ କରିବା ପାଇଁ ଶପଥ

ବାଲିଗୁଡାରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

ବାଲିଗୁଡା : କନ୍ଧମାଳ ଜିଲ୍ଲା ବାଲିଗୁଡା ତାଲୁକ ଆଇନ ସେବା ସମିତି ଆନୁକୂଲ୍ୟରେ ଶନିବାର ବିଚାର ବିଭାଗୀୟ ଅଦାଲତରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ବିଚାର ବିଭାଗୀୟ ଅଦାଲତରେ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶୁଭଶ୍ରୀ ତ୍ରିପାଠୀ ଏହି

ସାପ କାମୁଡା ରେ ଯୁବକ ମୃତ…

ଛତ୍ରପୁର : ସାପ କାମୁଡା ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଚ୍ଛି,ମୃତ ଯୁବକ ଜଣକ ହେଲେ ଅଗସ୍ତି ନୂଆ ଗାଁ ଗ୍ରାମ ର ଉତ୍ତମ ନାହାକ (୨୦) ବୋଲି ସୂଚନା ମିଳିଛି, ମିଳିଥିବା ସୂଚନା ମୁତାବକ ହୁମ୍ବର ପଦରମାଳ ପନିପରିବା ଫସଲରେ ପରିବା ତୋଳିବା ସମୟରେ କୌଣସି ଏକ ସାପ (କିମ୍ବା ଅନ୍ୟାନ୍ୟ ବିଷାକ୍ତ

ବନ୍ୟାପରର ବିଭୀଷିକା : ମାଥିଲିରେ ଡାଇରିଆ ଆତଙ୍କ

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଳକରେ ଡାଇରିଆ ଆତଙ୍କ ଖେଳାଇଛି । ବ୍ଳକର ତୁଳସୀ , ବାରା , କୋପ୍ରା , କର୍ତ୍ତନପାଲି , ଅଟାଳଗୁଡା ଭଳି ଗାଁ ମାନଙ୍କ ବନ୍ୟା ପରର ବିଭୀଷିକା ଝାଡାବାନ୍ତି ର ପ୍ରକୋପ ଦେଖିବାକୁ ମିଳିଛି । ସବୁ ଗାଁ ମାନଙ୍କ ରେ ସ୍ବାସ୍ଥ୍ୟବିଭାଗ ତରଫରୁ ଟିମ

ନବରଙ୍ଗପୁର ଜିଲ୍ଲା ଗାଁରେ ବ୍ୟାପୁଛି ଝାଡ଼ାବାନ୍ତି…

ନବରଙ୍ଗପୁର : ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଝରିଗୁମ୍ମା ଗ୍ରାମରେ ଗତ କିଛି ଦିନ ହେଲା ବ୍ୟାପିଛି ଝାଡାବାନ୍ତି। ଦୁଇଦିନରେ ତେନ୍ତୁଳି ଖୁଣ୍ଟି ଡାକ୍ତରଖାନାରେ ପାଞ୍ଚ ଜଣ ରୋଗୀ ଭର୍ତ୍ତି ହୋଇ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ଏକ ଦଳ ଝରିଗୁମ୍ମା ଗ୍ରାମରେ

ସରକାରୀ ଉଚ୍ଚବିଦ୍ୟାଳୟରେ ବିଶ୍ବ ହିନ୍ଦୀ ଦିବସ ପାଳିତ

ମାଲକାନଗିରି : ଆଜି ମାଲକାନଗିରି ସଦର ମହକୁମାରେ ଅବସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ, ବରିଷ୍ଠ ହିନ୍ଦୀ ଶିକ୍ଷକ ଜୟଦେବ ପଣ୍ଡାଙ୍କ ତତ୍ବାବଧାନରେ, 'ବିଶ୍ବ ହିନ୍ଦୀ ଦିବସ' ପାଳିତ ହୋଇଯାଇଛି। 'କାର୍ଯ୍ୟକ୍ରମ ର ଶୁଭାରମ୍ଭ ମହାପ୍ରଭୁ ଜଗନ୍ନାଥଙ୍କୁ ପ୍ରଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ଅର୍ପଣ

ନବରଙ୍ଗପୁର ଠାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ…

ନବରଙ୍ଗପୁର,: ଅଦ୍ୟ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ଜିଲ୍ଲା କୋର୍ଟ ପରିସରରେ ଜିଲ୍ଲା ଦୌରାଜର୍ଜ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ମହାନ୍ତିଙ୍କ ନିର୍ଦ୍ଧେଶ କ୍ରମେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୪ ଅନୁଷ୍ଟିତ