ବିଦେଶୀ ମଦ ଦୋକାନରେ ଚଢ଼ାଉ, ଭଙ୍ଗା ଗଲା ହଜାର ହଜାର ଲିଟର ଅପମିଶ୍ରିତ ମଦ

ଭୁବନେଶ୍ବର : ବିଦେଶୀ ମଦ ଦୋକାନରେ ଅବକାରୀ ବିଭାଗ ଚଢ଼ାଉ । ଭୁବନେଶ୍ବର ବରମୁଣ୍ଡା ବସଷ୍ଟାଣ୍ଡ ପାଖରେ ଥିବା ଏକ ମଦ ଦୋକାନରେ ଚଢଉ କରିଛି ଅବକାରୀ ବିଭାଗ । JCB ମେସିନ ସାହାଯ୍ୟରେ ଭଙ୍ଗା ଗଲା ହଜାର ହଜାର ଲିଟର ମଦ ବୋତଲ। ଠିପି ବନ୍ଦ ବିଦେଶୀ ମଦ ଦୋକାନରେ ବିଦେଶୀ ମଦରେ ପାଣି ମିଶାଇ

ନକଲି ନଡ଼ିଆ ତେଲ ପ୍ରସ୍ତୁତି କାରଖାନା ଉପରେ ଚଢ଼ାଉ, ବାପ-ପୁଅ ଗିରଫ

ବ୍ରହ୍ମପୁର: ସାଲିମର ନଡ଼ିଆ ତେଲର ଅବିକଳ ରଙ୍ଗ ଓ ଲୋଗୋ ବ୍ୟବହାର କରି ଶିବାନୀ ନାମକ ନଡ଼ିଆ ତେଲ ପ୍ରସ୍ତୁତ କରି ବଜ଼ାରରେ ହେଉଛି ବିକ୍ରି। ଶାଲିମାର ନଡ଼ିଆ ତେଲର ଭ୍ରମ ସୃଷ୍ଟି କରି ଗ୍ରାହକଙ୍କୁ ଦିଆଯାଉଥିଲା ପୋଡା ତେଲ। ଏପରି ଅପମିଶ୍ରିତ ତେଲ ସୃଷ୍ଟି କରୁଥିବା ଅଭିଯୋଗରେ ନକଲି ନଢ଼ିଆ

ସୁନ୍ଦରଗଡ଼ରେ ମହାସମାରୋହରେ ପାଳିତ ହେଲା ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ…

ସୁନ୍ଦରଗଡ -୧୬.୦୯.୨୪ମୁସଲମାନ ସମୁଦାୟର ପର୍ବ ଇଦ୍ ମିଲାଦୁନ୍ନବି ସୁନ୍ଦରଗଡ଼ରେ ମହାସମାରୋହରେ ପାଳିତ ହୋଇ ଯାଇଛି। ଇସଲାମର ଶେଷ ପୈଗମ୍ବର ହଜରତ ମହମ୍ମଦଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି ପର୍ବ ପାଳନ କରାଯାଇଥାଏ। ଆରବୀୟ ପଞ୍ଜିକାର ରବି ଉଲ ଅବଲ ମାସ ଦ୍ଵାଦଶ ତାରିଖରେ ଏହି ଉତ୍ସବ ପାଳିତ ହୁଏ।

ଦାରିଙ୍ଗବାଡିରେ ମେଘ ଉତ୍ସବ-୨୦୨୪ ଉଦଯାପିତ : ରାଜ୍ୟର ବହୁ ସୁନାମ ଧନ୍ୟ କବି ଲେଖକ ସମ୍ମାନିତ…

ବାଲିଗୁଡା,// ଫୁଲବାଣୀ :କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ସ୍ଥିତ କଲ୍ୟାଣ ମଣ୍ଡପରେ ‘ମେଘ ଉତ୍ସବ-୨୦୨୪' ଅନୁଷ୍ଠିତ ହୋଇଛି। ବନାନୀ ସାରସ୍ବତ ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ସଭାପତି ପତିତପାବନ ଅଧ୍ଯକ୍ଷତା କରିଥିଲେ। ସମ୍ପାଦକ ବିଦେଶୀ ନାୟକ ମଞ୍ଚ

ଡ଼ାଇରିଆ ନେଲାଣି ଉଗ୍ରରୂପ : ଚେପଟିଆମ୍ବାରେ ପୁଣି ଜଣେ ମହିଳାଙ୍କ ମୃତ୍ୟୁ, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ଉମରକୋଟ / ଝରୀଗାଁ ( ୧୬/୦୯/୨୦୨୪) ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଚେପଟିଆମ୍ବା ଗ୍ରାମର ଜଣେ ମହିଳା ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ମୃତ୍ୟୁ ହୋଇଥିବା ଜଣାପଡିଛି।ପୂର୍ବରୁ ଏହି ଗ୍ରାମର ଦୁଇ ଜଣ ମହିଳା ଓ ଜଣେ ଯୁବକ

ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ…

କନ୍ଧମାଳ: ଫୁଲବାଣୀ ଗାନ୍ଧୀ ସ୍ମୃତି ଭବନ ଠାରେ ଦୁଇ ଦିନ ଧରି ରାଜ୍ୟ ସତ୍ୟ ସାଇ ସେବା ସଙ୍ଗଠନ ଦ୍ଵାରା ସତ୍ୟସାଇ ବାଳବିକାଶ ଗୁରୁ ସମ୍ମିଳନୀ ଅନୁଷ୍ଠିତ ହୋଇ ଥିଲା l ରାଜ୍ୟର ସମସ୍ତ ଜିଲ୍ଲାରୁ ପ୍ରାୟ ୪୦୦ ରୁ ଉର୍ଦ୍ଧ ଗୁରୁ ଯୋଗ ଦେଈ ଥିଲେ । ସତ୍ୟ ସାଇ ସେବା ସଂଗଠନର ମୂଳ ଉଦ୍ଦେଶ୍ୟ ଓ

ଆସିକା ରେ ମହାପୁରୁଷ ମହମ୍ମଦଙ୍କ ଜନ୍ମଦିନ ଇଦ-ମିଲାଦୁନ- ନବୀ ମହାସମାହର ରେ ପାଳିତ…

ଆସିକା: ଗଞ୍ଜାମ ଜିଲ୍ଲାର ଆସିକା ଠାରେ ଥିବା ଜାମିଆ ମସଜିଦ ପକ୍ଷରୁ ଇଦ-ମିଲାଦୁନ- ନବୀ ପାଳନ କରାଯାଇଛି।ମସଜିଦ ନିକଟରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା। ଏଥିରେ ଆସିକା ବିଧାୟକ ସରୋଜ ପାଢ଼ୀ ଅଂଶଗ୍ରହଣ କରି ମହା ପୁରୁଷ ମହମ୍ମଦ ଙ୍କ ସମ୍ପର୍କରେ ଅତି ସୁନ୍ଦର ଭାବେ

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ

ଛତ୍ରପୁର : ଓଡ଼ିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଛତ୍ରପୁର ଶାଖା ପକ୍ଷରୁ ଏକାଦଶ ବାର୍ଷିକ ସମ୍ମିଳନୀ ରବିବାର ଛତ୍ରପୁର ସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ର ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ନରସିଂହ ଆଚାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ଚିକିଟୀରେ ସୁଭଦ୍ରା ସଚେତନା ରାଲି

ଚିକିଟୀ : ଗଞ୍ଜାମ ଜ଼ିଲ୍ଲା ଏହି ବ୍ଲକରେ ଆଜି ପୂର୍ବାହ୍ନରେ ସୁଭଦ୍ରା ସଚେତନା ରାଲି ର ଆୟୋଜନ କରାଯଇଥିଲା। ଏହି ରାଲିର ମଙ୍ଗ ଧରିଥିଲେ ସମ୍ମାନିତ ମହିଳା ଓ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଗୀତାଞ୍ଜଳି ପାଣିଗ୍ରାହି। ପ୍ରଥମେ ଏହି ଯୋଜନାର ସମସ୍ତ ସୁଫଳ ଓ ଶ୍ରେୟ ମହିଳା ମାନଙ୍କୁ ଆଗକୁ