ଫୁଲବାଣୀରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସୁଭଦ୍ରା’ର ଶୁଭାରମ୍ଭ ଆଜି ହୋଇଯାଇଛି । ଏହି କ୍ରମରେ ସ୍ଥାନୀୟ କରୋନେସନ ପଡ଼ିଆରେ ଫୁଲବାଣୀ ବ୍ଳକ ଓ ଫୁଲବାଣୀ ପୌରାଞ୍ଚଳର ମିଳିତ ସ‌ହ‌ଯୋଗରେ ଏହି ଶୁଭାରମ୍ଭ

ଚିକିଟୀ ବ୍ଲକରେ ସୁଭଦ୍ରା ଯୋଜନାର ଲୋକାର୍ପଣ

ଚିକିଟୀ : ଗଞ୍ଜାମ ଜିଲ୍ଲା ଏହି ବ୍ଲକ ପରିସରରେ ଆଜି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ଲୋକାର୍ପଣ ଆନୁଷ୍ଠାନିକ ଭାବେ ଭିଡିଓ ଆଭାସୀ ମାଧ୍ୟମରେ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନରଞ୍ଜନ ଦ୍ୟାନ ସାମନ୍ତରl ଏହି

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ବିଶ୍ଵକର୍ମା ଜୟନ୍ତୀ ଏବଂ ରାଷ୍ଟ୍ରୀୟ ଶ୍ରମ ଦିବସ ପାଳନ

ରାୟଗଡ଼ା : ଭାରତୀୟ ମଜଦୁର ସଂଘ ୧୭ ସେପ୍ଟେମ୍ବର ଭଗବା ବିଶ୍ଵକର୍ମା ଜୟନ୍ତୀ କୁ ରାଷ୍ଟ୍ରୀୟ ଶ୍ରମିକ ଦିବସ ରୂପେ ସାରା ଦେଶରେ ପାଳନ କରି ଆସୁଛି।ଏହି ଅବସରରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ମହାଆଡମ୍ବରରେ ପାଳନ କରାଯାଇଥିଲା । ଏହି ଉପଲକ୍ଷେ ସକାଳ ସମୟରେ ବାରିଝୋଲା ଗ୍ରାମ

ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ !

ପୂର୍ତ୍ତ ବିଭାଗ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର କ୍ବାଲିଟି ଯାଞ୍ଚ କଲେ ବିଧାୟକ ! ଛତ୍ରପୁର : ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପୂର୍ତ୍ତ ବିଭାଗର ରାସ୍ତା କାମ ତଦାରଖ କରିବା ସହ ବ୍ୟାପକ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଛତ୍ରପୁର

ଜିଲ୍ଲାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ସୁଭଦ୍ରା ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ଲକ ପଡିଆରେ ଆୟୋଜିତ ଜିଲ୍ଲାସ୍ତରୀୟ ତଥା ବ୍ଳକ ସ୍ତରୀୟ ମେଗା ସୁଭଦ୍ରା ଯୋଜନାରେ ମାଲକାନଗିରି ବିଧାୟକ ନରସିଂହ ମାଡ଼କାମୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା

ଫାରମାଲୋ ଭିଜିଲାନ୍ସ ସପ୍ତାହ

ବ୍ରହ୍ମପୁର : ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟରେ ୧୭ ତାରିଖଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଫାରମାଳୋଭିଜିଲାନ୍ସ ସପ୍ତାହ ପାଳିତ ହେଉ ଅଛି । ଡାକ୍ତର ଓ ରୋଗୀ ମାନଙ୍କ ମଧ୍ୟରେ ଔଷଧର ବ୍ୟବହାର ଜନିତ ପାର୍ଶ୍ବ ପ୍ରତିକ୍ରୀୟା ବିଷୟରେ ସଚେତନ କରିବା ଏହାର ଉଦ୍ଦେଶ୍ୟ।ଏହି

ଜଳ ହିଁ ଜୀବନ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବସଟର୍ମୀନାଲ ପରିସରରେ ୱାଟକୋ ତରଫରୁ ଜନସ୍ୱାସ୍ଥ୍ୟ ବିଭାଗ ଓ ମୁନିସୀପାଲଟି ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ଠାରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ହିଁ ଜୀବନ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି। ଫଳରେ ଵସଯାତ୍ରୀ,ବଜାରବାସୀ ଓ

ଏସିଆନ ଚାମ୍ପିଅନ୍ସ ଟ୍ରଫି ହାତେଇଲା ଭାରତ

ବେଜିଂ: ଏସିଆନ ଚାମ୍ପିଅନ୍ସ ଟ୍ରଫି ଫାଇନାଲରେ ଭାରତ ଚୀନ୍‌କୁ ୧-୦ ଗୋଲରେ ପରାସ୍ତ କରିଛି। ଭାରତ ପାଇଁ ଜୁଗରାଜ ସିଂ ଏକମାତ୍ର ଗୋଲ ସ୍କୋର କରିଛନ୍ତି। ସେ ଅଧିନାୟକ ହରମାନପ୍ରୀତଙ୍କ ପାସ୍‌କୁ ଏକ ଗୋଲରେ ପରିଣତ କରିଥିଲେ। ଏହାପୂର୍ବରୁ ଭାରତ ସେମିଫାଇନାଲରେ ଦକ୍ଷିଣ କୋରିଆକୁ ପରାସ୍ତ କରି

ସମରଝୋଳ ଗ୍ରାମରେ ବାରାହା ଉପଦ୍ରବ, ଅଞ୍ଚଳରେ କୋକୁଆ ଭୟ ଦେଖାଦେଇଛି

ହିଞ୍ଜିଳିକାଟୁ ୧୭/୯ : ହିଞ୍ଜିଳିକାଟୁ ବ୍ଲକ୍ ଅନ୍ତର୍ଗତ ସମରଝୋଳ ଗ୍ରାମରେ ବାରାହା ସନ୍ଧ୍ୟା ହେଲେ ବ୍ୟାପକ କ୍ଷୟକ୍ଷତି କରିଛି ଓ ଘର ବାରିପଟରେ ଦଳ ଦଳ ହୋଇ ବୁଲୁଛନ୍ତି । ଗତକାଲି ରାତି ସମୟରେ ସମରଝୋଳ ଗ୍ରାମ ଭିତରେ ପଶି ଖାଉଥିବା ସହ ବାରାହା ଉତ୍ପାତ ଦେଖି ଗ୍ରାମରେ ଭୟର ବାତାବରଣ

ଗତ ୧୦ ବର୍ଷରେ ଓଡ଼ିଶାର ବିକାଶକୁ କେନ୍ଦ୍ର ଅଗ୍ରାଧିକାର ନୁହେଁ, ଅବହେଳା କରିଛନ୍ତି: ବିଜେଡି

ଭୁବନେଶ୍ୱର: ଆଜି ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ବରିଷ୍ଠ ନେତା ଓ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା ଓ ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଜନତା ମଇଦାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଶାସନ କାଳରେ ଓଡ଼ିଶାର