ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ: ସ୍କୁଲ୍ ପଛ ବୁଦା ମୂଳରୁ ଛାତ୍ରୀଙ୍କ କ୍ଷତାକ୍ତ ମୃତଦେହ ଠାବ

ନବରଙ୍ଗପୁର: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖଣ୍ଟି କଣ୍ଟାଗାଁର ଅଭାବନୀୟ ଘଟଣା । ଦୋଷୀକୁ କଠୋର ଦଣ୍ଡ ଦାବିରେ ଗାଁର ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ଗ୍ରାମବାସୀ । ସଦର ପଂଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ୫ ପୋଲିସ ସସ୍‌ପେଣ୍ଡ୍

ଭୁବନେଶ୍ୱର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ୫ ପୋଲିସ ନିଲମ୍ବିତ। ୫ ପୋଲିସ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଡିଜିପି ୱାଇ ବି ଖୁରାନିଆ। ଏହି ଘଟଣାରେ ଭରତପୁର ଥାନାର ପୂର୍ବତନ ଆଇଆଇସି ଦିନକୃଷ୍ଣ ମିଶ୍ର

ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ଘଟଣା : ପହଞ୍ଚିଲେ ଡାକ୍ତରୀ ଟିମ, ପରିସ୍ଥିତି ନିୟନ୍ତ୍ରଣାଧୀନ

ବାଲିଗୁଡା, : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକର ଝିରିପାଣି ପଞ୍ଚାୟତରେ ଝାଡ଼ାବାନ୍ତି ବ୍ୟାପଛି। ଝାଡ଼ାବାନ୍ତିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇଥିଲା। ଆଜି ଉକ୍ତ ପଞ୍ଚାୟତରେ ଡାକ୍ତରୀ ଟିମ୍ ପହଞ୍ଚି ଥିଲା।

ଆସିକା ବିଧାୟକଙ୍କୁ ବରଖାସ୍ତ ପାଇଁ ରାଜ୍ୟ ପାଳଙ୍କ ଉଦେଶ୍ୟରେ ସରପଞ୍ଚ ସଂଘ ପକ୍ଷରୁ ସ୍ମାରକ ପତ୍ର ପ୍ରଦାନ…..

ପୁଣି ଚର୍ଚ୍ଚା ରେ ସରୋଜ ପାଢ଼ୀ ସରପଞ୍ଚ ମାନଙ୍କ ସହ ପଙ୍ଗା ଭାରି ପଡିଲା... ଭୁବନେଶ୍ୱର:୧୮-୯ ମେଳି ବାନ୍ଧି ଗଞ୍ଜାମ ସରପଞ୍ଚ ସଂଘ ରାଜରାସ୍ତା କୁ ଓହ୍ଲାଇ ଲେ ଆସିକା ବିଧାୟକ ଙ୍କ କୁସପୁତ୍ତଳିକା ବି ଦାହ କରିଲେ। ବିଧାୟକ ଙ୍କ ବାଲି ଗୁତା ଧାରୀଙ୍କ ଠାରୁ ମାସିକ ବଟି ମାଗିବା ଅଡିଓ

ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷାର୍ଦ୍ଧର ପାଠ୍ୟକ୍ରମ ଆରମ୍ଭ….

ମାଲକାନଗିରି // ଚିତ୍ରକୋଣ୍ଡାରେ ତା ୧୭-୯-୨୦୨୪ରିଖ ମଙ୍ଗଳବାର ଠାରୁ ଚିତ୍ରକୋଣ୍ଡା ସ୍ନାତକ ମହାବିଦ୍ୟାଳୟରେ +୩ ପ୍ରଥମ ବର୍ଷାର୍ଦ୍ଧର ପାଠ୍ୟକ୍ରମ ଆରମ୍ଭ ହୋଇଛି।ଅନେକ ଦିନ ଧରି ଚିତ୍ରକୋଣ୍ଡା ଅଞ୍ଚଳବାସୀ ଉଚ୍ଚଶିକ୍ଷା ପାଠ୍ୟକ୍ରମ ପାଇଁ ବହୁଦୂର ମାଲକାନାଗିରି ଆଉ ବାଲିମେଳା

ମାଓନେତା ଆଜାଦ ବାଲିଗୁଡ଼ା ଏଡିଜେ କୋର୍ଟରେ ହାଜର…

ବାଲିଗୁଡା : ଟପ ମାଓନେତା ଆଜାଦ କନ୍ଧମାଳ ଜିଲ୍ଲା ବାଲିଗୁଡା ଅତିରିକ୍ତ ଜିଲ୍ଲା ଦୌରାଜଜ୍ କୋର୍ଟରେ ହାଜର ହୋଇଛନ୍ତି। ତାଙ୍କୁ ଭୁବନେଶ୍ଵର ଝାରପଡ଼ା ଜେଲରୁ ବାଲିଗୁଡାକୁ କଡା ସୁରକ୍ଷାରେ ଅଣାଯାଇଛି। ଅତିରିକ୍ତ ଜିଲ୍ଲା ଜଜ୍ ଶୁଭଦର୍ଶି ତ୍ରିପାଠୀଙ୍କ କୋର୍ଟରେ ୩ଟି କେସ ଚାର୍ଜ ହୋଇଥିଲା।

ଫର୍ମାନ ଜାରି କଲେ ଗୃହ ନିର୍ମାଣ ନଗର ଉନ୍ନୟନ ବିଭାଗ…

ରାଜରାସ୍ତା ଉପରେ ଗାଇ ଗୋରୁ କୁ ଛାଡିଲେ ଫାଇନ ଦେବେ ଏଣିକି ମାଲିକ…ଵ୍ରହ୍ମପୁର: ଜାତୀୟ ରାଜପଥ ହେଉକି ରାଜରାସ୍ତା ଉପରେ ଗାଈ ଗୋରୁ ଆସିବା ଫଳରେ ବଡ଼ ବଡ଼ ଦୁର୍ଘଟଣା ଘଟିବା ସହ ଅକାଳରେ ଧନ ଜୀବନ ନଷ୍ଟ ହେଉଛି।ଏହାକୁ ଦୃଷ୍ଟିରେ ରଖି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏକ

ଚିକିଟୀ ଏନଏସି ତରଫରୁ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମର ଶୁଭାରମ୍ଭ

ଚିକିଟୀ : ଏହି ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଆଗାମୀ ଗାନ୍ଧୀ ଜୟନ୍ତୀ ଯାଏଁ ହେବାକୁ ଥିବା ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ଶୁଭାରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମ ର ପ୍ରଥମ ଦିବସରେ ଚିକିଟୀ ଗଡ଼ ଗୌର ଚନ୍ଦ୍ର ମିନି ଷ୍ଟାଡିୟମ ପରିସର ମଧ୍ୟରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଫୁଲବାଣୀ : ଓଡ଼ିଶା ସରକାରଙ୍କର ମହିଳା ଓ ଶିଶୁ ବିକାଶ ବିଭାଗର ମହିଳା ସଶକ୍ତିକରଣ ପାଇଁ ଏକ ଯୁଗାନ୍ତକାରୀ ପଦକ୍ଷେପ ସୁଭଦ୍ରା’ର ଶୁଭାରମ୍ଭ ଆଜି ହୋଇଯାଇଛି । ଏହି କ୍ରମରେ ସ୍ଥାନୀୟ କରୋନେସନ ପଡ଼ିଆରେ ଫୁଲବାଣୀ ବ୍ଳକ ଓ ଫୁଲବାଣୀ ପୌରାଞ୍ଚଳର ମିଳିତ ସ‌ହ‌ଯୋଗରେ ଏହି ଶୁଭାରମ୍ଭ

ଚିକିଟୀ ବ୍ଲକରେ ସୁଭଦ୍ରା ଯୋଜନାର ଲୋକାର୍ପଣ

ଚିକିଟୀ : ଗଞ୍ଜାମ ଜିଲ୍ଲା ଏହି ବ୍ଲକ ପରିସରରେ ଆଜି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆରମ୍ଭ ହୋଇଥିବା ସୁଭଦ୍ରା ଯୋଜନାର ଲୋକାର୍ପଣ ଆନୁଷ୍ଠାନିକ ଭାବେ ଭିଡିଓ ଆଭାସୀ ମାଧ୍ୟମରେ ହୋଇଯାଇଛି। ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଶ୍ରୀଯୁକ୍ତ ମନରଞ୍ଜନ ଦ୍ୟାନ ସାମନ୍ତରl ଏହି