ଏମସ ଭୁବନେଶ୍ବରରୁ ଡିସଚାର୍ଜ ହେଲେ ଅଙ୍କିତା ପ୍ରଧାନ, କହିଲେ ପୋଲିସର ଅମାନୁଷିକ ବର୍ବରତାର କାହାଣୀ

ଏମସ ଭୁବନେଶ୍ବରରୁ ଡିସଚାର୍ଜ ହେଲେ ଅଙ୍କିତା ପ୍ରଧାନ । ଡିସଚାର୍ଜ ପରେ ବଖାଣିଛନ୍ତି ୧୪ ତାରିଖ ରାତିରେ ଭରତପୁର ଥାନାର ଅକଥନୀୟ ନିର୍ଯାତନାର କାହାଣୀ । ଭୁବନେଶ୍ବର ଭରତପୁର ଥାନାରେ ଆର୍ମୀ ମେଜର ଓତାଙ୍କ ବାନ୍ଧବୀଙ୍କୁ ମାଡ ଘଟଣାରେ ପଦାକୁ ଆସିଲା ପୋଲିସ ବର୍ବରତାର ରୂପ

‘୨୦୨୬ ସୁଦ୍ଧା ଶେଷ ହେବ ନକ୍ସଲବାଦ’

ମାର୍ଚ୍ଚ ୨୦୨୬ ସୁଦ୍ଧା ସମଗ୍ର ଦେଶରେ ନକ୍ସଲବାଦର ବିଲୋପ ଘଟିବ। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଦୃଢୋକ୍ତି ପ୍ରକାଶ କରିଛନ୍ତି। ଏଥିସହ ସେ ମାଓବାଦୀମାନଙ୍କୁ ହିଂସା ଓ ଅସ୍ତ୍ରଶସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବାକୁ ନିବେଦନ କରିଛନ୍ତି। ନକ୍ସଲ ହିଂସାର ପ୍ରଭାବିତ

ନବୀନଙ୍କ ନ୍ୟାୟିକ ତଦନ୍ତ ଦାବି: ପାଲଟା ପ୍ରଶ୍ନ କଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ମାଡ ମାରିବା ଓ ନିର୍ଯାତନା ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବିଚାର ବିଭାଗୀୟ ତଦନ୍ତ ଦାବି କରିଥିଲେ । ଏହାକୁ ନେଇ ନବୀନଙ୍କ ନ୍ୟାୟିକ ତଦନ୍ତ ଦାବିକୁ କଟାକ୍ଷ କରି କହିବା ସହ ପାଲଟା ନବୀନଙ୍କୁ ପ୍ରଶ୍ନ

ଭରତପୁର ଥାନା ଘଟଣା, ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି

ଭୁବନେଶ୍ୱର : ଭରତପୁର ଥାନା ଘଟଣାରେ ଆସନ୍ତାକାଲି ରାଜଭବନ ସମ୍ମୁଖରେ ବିକ୍ଷୋଭ କରିବ ବିଜେଡି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦେବ ବିଜେଡି । ପରେ ସବୁ ସ୍ତରରେ ପ୍ରତିବାଦ କରାଯିବ । ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ ଯଦି ଆକ୍ସନ ନିଆଯାଇଥାନ୍ତା ତେବେ ଆଜି

ଭରତପୁର ଥାନା ଘଟଣା : ୭ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ

ଭୁବନେଶ୍ଵର: ଭରତପୁର ଥାନାରେ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଘଟଣା । ୭ ଜଣ ରୋଡ୍‌ ରୋମିଓଙ୍କୁ ଧରିଲା କମିଶନରେଟ୍‌ ପୋଲିସ । ସିସିଟିଭି ଆଧାରରେ ୭ ଜଣଙ୍କୁ ରୋଡ ରୋମିଓଙ୍କୁ ଧରିଲା କମିଶନରେଟ ପୋଲିସ । ଧରାପଡ଼ିଥିବା ୭ ଜଣଙ୍କୁ ଚନ୍ଦକା ଥାନାକୁ ନେଇ ପଚରାଉଚରା କରୁଛି କମିଶନରେଟ ପୋଲିସ ।

ମାଓ ଯୋଜନା ପଣ୍ଡ, ବିସ୍ପୋରକ ସାମଗ୍ରୀ ଜବତ

ମାଲକାନଗିରି : ଓଡ଼ିଶାରେ ମାଲକାନଗିରି ଜିଲ୍ଲାର ଜଙ୍ଗଲରୁ ବିରାଟ ବିସ୍ପୋରକ ସାମଗ୍ରୀ ଜବତ ହୋଇଛି । ମାଓ ଯୋଜନା ପଣ୍ଡ । ଜବତ ହେଲା ବିସ୍ଫୋରକ ସାମଗ୍ରୀ । ମାଲକାନଗିରି ଜିଲ୍ଲା ବଡିଗାଟା ଜଙ୍ଗଲରୁ ବିସ୍ପୋରକ ଜବତ କରାଯାଇଛି । ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ

ଆଜି ଠାରୁ ୩ ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆଜି ଠାରୁ ୩ ଦିନିଆ ଜନ୍ମମାଟି କେନ୍ଦୁଝର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ସକାଳ ପ୍ରାୟ ୧୦ ଟା ୨୦ରେ ରିଜର୍ଭ ପଡିଆ ହେଲିପ୍ୟାଡ଼ରେ ଅବତରଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାପରେ କେନ୍ଦୁଝରର ବିଭିନ୍ନ ରାଜନୈତିକ ବ୍ୟକ୍ତି ବୃନ୍ଦ, ଜିଲ୍ଲା ପ୍ରଶାସନ

କାଲିଠୁ ରତ୍ନଭଣ୍ଡାର ବୈଷୟିକ ସର୍ଭେ, ଦିନ ୧ଟାରୁ ସର୍ଭେ ଶେଷ ହେବା ପର୍ଯ୍ୟନ୍ତ ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ : ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ ସଂସ୍ଥା ASI ପକ୍ଷରୁ ଆସନ୍ତାକାଲି ଠାରୁ ୨୩ ପର୍ଯ୍ୟନ୍ତ ୩ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ହେବ । ଦିନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସର୍ଭେ ପାଇଁ ସମୟ ସ୍ଥିର ହୋଇଛି । ୨୪ ତାରିଖ ସୁଦ୍ଧା

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ନିର୍ଯାତନା ଘଟଣା: ଆକ୍ସନ ମୋଡ୍‌ ରେ କ୍ରାଇମବାଞ୍ଚ

ଭୁବନେଶ୍ବର: ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲାରେ ଏବେ ଆକ୍ସନ ମୋଡରେ କ୍ରାଇମବାଞ୍ଚ । ଗୁରୁବାର ସେନା ଅଧିକାରୀଙ୍କ ବାନ୍ଧବୀଙ୍କ ହୃଦୟ ବିଦାରକ ବୟାନ ଆସିବା ପରେ ନିଲମ୍ବିତ ଆଇଆଇସି ଓ ଅନ୍ୟ ୪ ପୋଲିସ କର୍ମଚାରୀଙ୍କ ନାଁରେ ଅପରାଧିକ ମାମଲା ରୁଜୁ

ଭିଜିଲାନ୍ସ ଜାଲରେ ସହକାରୀ ନିର୍ମାଣ ଯନ୍ତ୍ରୀ

ବାଲେଶ୍ଵର : ଭିଜିଲାନ୍ସ ଜାଲରେ ସହକାରୀ ନିର୍ମାଣ ଯନ୍ତ୍ରୀ । ବାଲେଶ୍ଵର କୁକୁଡ଼ା ପଦା ସ୍ଥିତ ଗ୍ରାମ୍ୟ ନିର୍ମାଣ ମଣ୍ଡଳ କାର୍ଯ୍ୟାଳୟରେ ରେଡ । ଆୟବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ କାର୍ଯ୍ୟାଳୟ ଏବଂ ବାସଭବନରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ।