ସର୍ବୋତ୍ତମ ଶିକ୍ଷାଦାନ ପ୍ରଣାଳୀକୁ ସରକାର ଗୁରୁତ୍ବ ଦେଉଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ସର୍ବୋତ୍ତମ ପ୍ରଣାଳୀ ଆଣିବା ପାଇଁ ଆମ ସରକାର ଚେଷ୍ଟା ଜାରି ରଖିଛନ୍ତି। ଶିକ୍ଷା ଭିତ୍ତିଭୂମିର ସୁଦୃଢ଼ୀକରଣ ପାଇଁ ବଜେଟ୍‌ରେ ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରାଥମିକସ୍ତରରେ ପିଲାମାନଙ୍କ ମୂଳଦୁଆକୁ ମଜବୁତ୍ କରିବା ପାଇଁ ପ୍ରତି ପଞ୍ଚାୟତରେ ଗୋଟିଏ

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବୁର୍ଲା ଭୀମସାରକୁ ୧୧ ଲକ୍ଷ ଫାଇନ୍

ସମ୍ବଲପୁର: ବୁର୍ଲା ଭୀମସାରକୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ୧୧ ଲକ୍ଷ ୨୦୦ ହଜାର ଟଙ୍କା ଜରିମାନା କରାଯାଇଛି । ଠିକ୍ ଭାବେ ବର୍ଜ୍ୟ ବସ୍ତୁ ପରିଚାଳନା କରାଯାଉ ନ ଥିବା ଅଭିଯୋଗରେ ଏହି ଜରିମାନା କରାଯାଇଥିବା ସୂଚନା ରହିଛି । ୨୦୨୩ ଅଗଷ୍ଟ ମାସରେ ଭୀମସାରକୁ କେନ୍ଦ୍ରୀୟ

ପୁଲୱାମା ଆଟାକର ଅଭିଯୁକ୍ତ ହାର୍ଟ ଆଟାକରେ ଆଖି ବୁଜିଲା

ଜମ୍ମୁ-କଶ୍ମୀରର ପୁଲୱାମାରେ ୫ ବର୍ଷ ତଳେ ହୋଇଥିବା ଭୟଙ୍କର ହମଲାର ଜଣେ ଅଭିଯୁକ୍ତ ହୃଦଘାତରେ ପ୍ରାଣ ହରାଇଛି। ତା’ ନାଁ ବିଲାଲ ଅହମଦ। ୨୦୧୯ ପେବୃଆରୀ ୧୪ରେ ସିଆରପିଏଫ ଯବାନଙ୍କ କନଭୟ ଉପରେ ହୋଇଥିବା ଭାରତ ଇତିହାସର ସବୁଠାରୁ ବଡ଼ ହମଲାରେ ଦାଖଲ ହୋଇଥିବା ଚାର୍ଜଶିଟରେ ୩୨ ବର୍ଷୀୟ

ଆସନ୍ତାକାଲି ଠାରୁ ପୁଣି ଆନ୍ଦୋଳନ କରିବ ଓଡ଼ିଶା ନର୍ସିଂ ଅଫିସର ସଂଘ

ଭୁବନେଶ୍ୱର : ଓଡ଼ିଶା ନର୍ସିଂ ଅଫିସର ସଂଘ ଆସନ୍ତାକାଲି ଠାରୁ ପୁଣି କରିବ ଆନ୍ଦୋଳନ । ଦୁଇ ଦିନ ପର୍ଯ୍ୟନ୍ତ ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ସଂଘ । ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି, ୨୭ରୁ ଅନିର୍ଦିଷ୍ଟ କାଳ ପାଇଁ

ତିରୁପତି ପ୍ରଭାବ; ଓଡିଶାର ସମସ୍ତ ମନ୍ଦିରରେ ଓମଫେଡ୍ ଘିଅ ବ୍ୟବହାର କରିବାକୁ ଦାବି

ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସ୍ଥିତ ପ୍ରସିଦ୍ଧ ତିରୁପତି ମନ୍ଦିରରେ ପଶୁ ଚର୍ବିଯୁକ୍ତ ଘିଅରେ ଲଡୁ ପ୍ରସ୍ତୁତ ହେଉଥିବା ଖବର ସାରା ବିଶ୍ବରେ ଆଲୋଡନ ସୃଷ୍ଚି କରିଛି । ଯାହା ଦ୍ବାରା କୋଟି କୋଟି ଭକ୍ତଙ୍କ ଆସ୍ଥା ଓ ବିଶ୍ବାସରେ କଠୋରାଘାତ ହୋଇଛି । ଏନେଇ ଓଡିଶାରେ ଏବେ ଏହାର ପ୍ରଭାବ ଦେଖିବାକୁ

ଜମି ଦୁର୍ନୀତି ମାମଲା: ରାଜ୍ୟପାଳଙ୍କ ନିର୍ଦ୍ଦେଶ ବିରୁଦ୍ଧରେ ସିଦ୍ଧରମୈୟା କରିଥିବା ଆବେଦନ ଖାରଜ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଜମି ଦୁର୍ନୀତି ମାମଲା ଉପରେ କରିଥିବା ଆବେଦନ ହାଇକୋର୍ଟରେ ଖାରଜ ହୋଇଯାଇଛି। ନିକଟରେ ଏହି ମାମଲା ଉପରେ ରାଜ୍ୟପାଳ ଥାୱର ଚାନ୍ଦ ଗେହଲଟ ସିଦ୍ଧରମୈୟାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାକୁ ଚ୍ୟାଲେଞ୍ଜ

ଫରେଷ୍ଟର ସଞ୍ଜୟ ନାୟକ ମୃତ୍ୟୁ ଘଟଣା: ଡିଏଫଓଙ୍କ ନାଁରେ ଅଭିଯୋଗ ଆଣିଲେ ପରିବାର ଲୋକ

କଳାହାଣ୍ଡି : ଫରେଷ୍ଟର ସଞ୍ଜୟ ନାୟକ ଜୀବନ ହାରିବା ଘଟଣାରେ ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣାରେ ସ୍ଥାନୀୟ DFOଙ୍କ ସଂପୃକ୍ତି ଅଭିଯୋଗ ଆସିବା ପରେ ବିଭାଗୟ ତଦନ୍ତ ଆରମ୍ଭ କରିଛି ବନବିଭାଗ । ମାମଲାର ତଦନ୍ତ ଦୟିତ୍ବ ଜଣେ ସିସିଏଫ୍ ରାଙ୍କ ଅଧିକାରୀଙ୍କୁ ଦିଆଯାଇଛି। କଳାହାଣ୍ଡି

ବିବାଦୀୟ ଥାନାରେ ଶେଷରେ ଲାଗିଲା ସିସିଟିଭି

ଭୁବନେଶ୍ବର: ବିବାଦୀୟ ତଥା ବର୍ତ୍ତମାନର ଚର୍ଚ୍ଚିତ ଭରତପୁର ଥାନାରେ ପରିଶେଷରେ ସିସିଟିଭି ଲାଗଛି । ଖାଲି ସିସିଟିଭି ଲାଗିନି, ଏହାକୁ ମନିଟର ସହ ଯୋଡି ଚାଲୁ ମଧ୍ୟ କରାଯାଇଛି । ଥାନାର ବିଭିନ୍ନ ସ୍ଥାନକୁ ସିସିଟିଭି ପରିସରଭୁକ୍ତ କରାଯାଇଛି । ଥାନାରେ କେଉଁ ସ୍ଥାନରେ କ’ଣ ଚାଲିଛି ତାହା

ଲେବାନନରେ ଇସ୍ରାଏଲର ସବୁଠାରୁ ବଡ଼ ହମଲା: ୫୫୮ ମୃତକଙ୍କ ମଧ୍ୟରେ ୫୦ ଶିଶୁ

ମଧ୍ୟପ୍ରାଚ୍ୟର ସୁଇଜରଲ୍ୟାଣ୍ଡ କୁହାଯାଉଥିବା ଲେବାନନ ଏବେ ପୂରା ଛାରଖାର ହୋଇଯାଇଛି। ଦକ୍ଷିଣ ଲେବାନନରେ ଇସ୍ରାଏଲ କରିଛି ସବୁଠାରୁ ବଡ଼ ହମଲା। ବିଦ୍ରୋହୀ ସଂଗଠନ ହେଜବୁଲ୍ଲାକୁ ଟାର୍ଗେଟ କରି ଇସ୍ରାଏଲ କରିଥିବା ଘନଘନ ରକେଟ ଓ ବୋମା ମାଡ଼ରେ ସବୁ କିଛି ମାଟିରେ ମିଶି ଯାଇଛି। ଇସ୍ରାଏଲର

ଧାରଣାରେ ସଫେଇ କର୍ମଚାରୀ, ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ

ଭୁବନେଶ୍ୱର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ । ସବୁ ଆଡ଼େ ପଡ଼ି ରହିଛି ଅଳିଆ ଆବର୍ଜନା । ଗତକାଲି ଠୁଁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନ କହିବା ଭଲ । କାଜୁଆଲଟିରୁ ଅନ୍ୟ ଇର୍ମଜେନ୍ସି ବିଭାଗ ଯାଏ ପଡ଼ିଛି ଅଳିଆ ।