Sign in
Sign in
Recover your password.
A password will be e-mailed to you.
ସବୁ ପ୍ରଶ୍ନର ଉତ୍ତର ଏବଂ ସବୁ ସମସ୍ୟାର ସମାଧାନ ମାନବବାଦୀ ସୁଧାଂଶୁ ଶେଖର ପଣ୍ଡାଙ୍କ ବିୟୋଗ ଏକ ଅପୂରଣୀୟ…
ବ୍ରହ୍ମପୁର : ବ୍ରହ୍ମପୁର ସହର ରେ ପ୍ରାୟ ଚାଳିଶି ପଚାଶ ରୁ ଉର୍ଦ୍ଧ୍ବ ବର୍ଷ ଧରି ନିରବଚ୍ଛିନ୍ନ ଭାବରେ ସମାଜ ପାଇଁ ଅତି ନିର୍ଭୀକ ଭାବରେ ଆଲୋଚନା କରିବା ମଣିଷ ଆକସ୍ମିକ ଭାବେ ଚାଲିଯିବା ଏହାକୁ ସହଜ କରି ଗ୍ରହଣ କରିବା ଆଦୌ ସମ୍ଭବ ନୁହେଁ।ହଁ ସୁଧାଂଶୁ ପଣ୍ଡା ସମସ୍ତଙ୍କ ପାଇଁ ସେ ଥିଲେ!-->!-->!-->…
ସବୁଜ ଶକ୍ତିରେ ଚାଲୁଛି ଟିପିଏସ୍ଓଡିଏଲର କର୍ପୋରେଟ କାର୍ଯ୍ୟାଳୟ
-- ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ଗ୍ରୀନ୍ ଅଫିସ-- ୧୦୦ କିଲୋୱାଟ୍ ସୋଲାର ପ୍ଲାଣ୍ଟ କାର୍ଯ୍ୟକ୍ଷମ-- ସୌର ଶକ୍ତିକୁ ଆପଣାଇ ଉଦାହରଣ ସାଜିଛି ଟିପିଏସ୍ଓଡିଏଲ୍ ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍) ଏହାର କର୍ପୋରେଟ କାର୍ଯ୍ୟାଳୟରେ ସୋଲାର!-->…
ଅବକାରୀ ବିଭାଗର ଅପାରଗତା, ଗାଁ ଗହଳି କିରାନା ଦୋକାନରେ ବିକ୍ରି ହେଉଛି ମଦ !
ଦେଶୀ ମଦ ଧରପଗଡ କରି ସବାସୀ ନେଉଛି ଆବକାରୀ ବିଭାଗ !
ମାଲକାନଗିରି ଜିଲ୍ଲା ଅବକାରୀ ବିଭାଗର ପାରିବାର ପଣିଆ ଦାଣ୍ଡରେ ପଡି ହାଟରେ ଗଡୁଛି । ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଭେଜେଙ୍ଗିୱାଡା ପଞ୍ଚାୟତରେ । ଦୀର୍ଘବର୍ଷ ଧରି!-->!-->!-->…
ଘର କାନ୍ଥପଡ଼ି ଶ୍ରମିକଙ୍କ ମୃତ୍ୟୁ
ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡ଼ିବନ୍ଧ ବ୍ଲକ ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ତୁମୁଡ଼ିବନ୍ଧର ରାମପୁର ଛକରେ ଘର କାନ୍ଥ ପଡ଼ି କିରିକୁଟି ଗ୍ରାମର ଶ୍ରମିକ ମାନେଶ୍ୱର ପ୍ରଧାନଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି l ସୂଚନା ପ୍ରକାରେ ରାମପୁର ଛକରେ!-->…
ନିଆଁରେ ପୋଡି ହୋଇ ବାଳିକା ଗୁରୁତର
କ. ନୂଆଗାଁ : କ. ନୂଆଗାଁ ବ୍ଲକ ଅନ୍ତର୍ଗତ ଵନ୍ଧଗୁଡା ଗ୍ରାମପଞ୍ଚାୟତ ର ଵନ୍ଧଗୁଡା ଗ୍ରାମ ବିନ୍ଧାଣି ସାହିରେ ଏକ ଦୁଃଖଦ ଘଟଣା ଘଟିଯାଇଛି l ଉକ୍ତ ସାହିର ମୋନାଲିସା ବିନ୍ଧାଣି ଶୀତ ସମ୍ଭାଳି ନ ପାରି ନିଆଁ ପୋଉ ଥିବାବେଳେ ଦେହ ରେ ନିଆଁ ଲାଗି ପୋଡି ହୋଇ ଗୁରୁତର ହୋଇପଡିଛି l ଦେହର ପ୍ରାୟ!-->…
ଘର ତିଆରିକୁ କେନ୍ଦ୍ର କରି ୨ ପରିବାର ହାତାହାତି, ୪ ଆହତ
ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ଏତାଲାହିଞ୍ଜିଳିକାଟୁ : ନିର୍ଦ୍ଧାରିତ ନିରୁପଣ ଜମି ଠାରୁ ଅଧିକ ୬ଇଞ୍ଚ ଜାଗାରେ ଘର ନିର୍ମାଣ କରିବାକୁ କେନ୍ଦ୍ର କରି ୨ ପଡୋଶୀ ପରିବାର ମଧ୍ୟରେ ବଚସା ଓ ହାତାହାତି ହୋଇଛନ୍ତି। ଆକ୍ରମଣ ଓ ପ୍ରତି ଆକ୍ରମଣରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଛନ୍ତି। ଆହତ ମାନେ ହେଲେ!-->…
ମଣ୍ଡିରେ ୧୦୦୦ କୁଇଣ୍ଟାଲ ବଦଳରେ ୨୦୦୦ କୁଇଣ୍ଟାଲ ଧାନ କ୍ରୟ କରିବାକୁ ନେଇ ରାଜପଥରେ ଧାରଣା
ମାଲକାନଗିରି : ରାଜ୍ୟସରକାର ଧାନଚାଷୀଙ୍କ ହିତରେ କୁଇଣ୍ଟାଲ ପିଛା ଟ:୨୮୦୦/- ଓ ବୋନସ ବାବଦ୍କୁ ୮୦୦ଟଙ୍କା ଦେଇ ଚାଷୀ ମୂହରେ ହସଫୁଟାଇ ଥିଲେ । ନିୟମ ଅନୁଯାୟୀ ମାଣ୍ଡିରେ ୧୦୦୦ କୁଇଣ୍ଟାଲ ଧାନ କ୍ରୟ ର ଟାର୍ଗେଟ ରହିଥିବା ବେଳେ ବହୁତ ଚାଷୀଙ୍କ ଧାନ ବର୍ତମାନ ସୁଧା ଖଳାପଡି ରହିଛି ।!-->…
ଫେବୃୟାରୀ ୨ରୁ ଶ୍ରୀ ଶ୍ରୀ ଅଷ୍ଟଲକ୍ଷ୍ମୀ ମହାଯଜ୍ଞ
୯ ଦିନ ଧରି ପୁରୀ ସାମୁକା ସମୁଦ୍ର କୂଳରେ ପ୍ରକମ୍ପିତ ହେବ ମନ୍ତ୍ର ଧ୍ଵନୀ
ଓଡ଼ିଶାର ବିଭିନ୍ନ ସ୍ଥାନରୁ ଯୋଗଦେବେ ୧୫୧ ପଣ୍ଡିତ
ରାଜ୍ୟବାସୀଙ୍କର ସୁଖ, ଶାନ୍ତି, ସମୃଦ୍ଧି, ପରିବେଶ ଓ ବାୟୁମଣ୍ଡଳର ଶୁଦ୍ଧିକରଣ ନିମନ୍ତେ ଓଡ଼ିଶାରେ ପ୍ରଥମ ଥର ବିଶାଳ ମହାଯଜ୍ଞ
ପୁରୀ/!-->!-->!-->!-->!-->!-->!-->!-->!-->!-->!-->…
ଆଇଏଏସ୍ ସ୍ତରରେ ଅଦଳବଦଳ; ଭୂପେନ୍ଦ୍ର ସିଂ ପୁନିଆଁଙ୍କୁ ଦକ୍ଷତା ବିକାଶ ବିଭାଗର ଅତିରିକ୍ତ ଦାୟିତ୍ୱ
ଭୁବନେଶ୍ବର : ନୂଆ ବର୍ଷ ଆରମ୍ଭରୁ ପାୱାର କରିଡରରେ ହେଲାଣି ହଲଚଲ। ପ୍ରାୟ ୫ ମାସ ତଳେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବ୍ୟକ୍ତିଗତ ସଚିବ ଭାବେ ନିଯୁକ୍ତି ପାଇଥିବା ଅରିନ୍ଦମ ଡାକୁଆଙ୍କ ବଦଳି ହୋଇଛି। ତେବେ ତାଙ୍କ ସ୍ଥାନରେ କିଏ ଏହି ପଦ ସମ୍ଭାଳିବେ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳି!-->…
ଦିଲ୍ଲୀରେ ଗଡିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ
ଭୁବନେଶ୍ବର : ଦିଲ୍ଲୀରେ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ଗଡିବ ନାହିଁ ଓଡ଼ିଶାର ପ୍ରଜ୍ଞାପନ ମେଢ । ଓଡ଼ିଶା ପକ୍ଷରୁ ଦିଆଯାଇଥିବା ମଡେଲକୁ କେନ୍ଦ୍ର ଖାରଜ କରିଛି । ଏଥର ଓଡ଼ିଶା ପକ୍ଷରୁ ମାଣିଆବନ୍ଧ ଶାଢୀ ହସ୍ତଶିଳ୍ପ ଓ ମନ୍ଦିରମାଳିନୀ ଭୁବନେଶ୍ବର ମଡେଲ ପ୍ରଦାନ କରାଯାଇଥିଲା । ହେଲେ!-->…