ଘର ଭିତରେ ଶ୍ୱାସରୁଦ୍ଧ ହୋଇ ୫ ମୃତ

ଶ୍ରୀନଗର : ବନ୍ଦ ଘରୁ ମିଳିଲା ୫ ଜଣଙ୍କ ମୃତଦେହ। ଶୋଇଥିବା ଅବସ୍ଥାରେ ଶ୍ୱାସରୁଦ୍ଧ ହୋଇ ଆଖିବୁଜିଲେ ଗୋଟିଏ ପରିବାରର ୫ ଜଣ। ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରେ ଘଟିଛି ଏଭଳି କିଛି ହୃଦୟ ବିଦାରକ ଘଟଣା। ସୂଚନା ଅନୁଯାୟୀ, ଶ୍ରୀନଗରର ପନ୍ଦ୍ରେଥନ ଅଞ୍ଚଳରେ ରବିବାର ସନ୍ଧ୍ୟାରେ ଏହି ଘଟଣା

ରାୟଗଡ଼ା ଜିଲ୍ଲା ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍ଜରର୍ସ ଆସୋସିଏସନ୍ ର ବୈଠକ

ରାମନାଗୁଡା / ରାୟଗଡ଼ା : ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱାର୍ଜରର୍ସ ଆସୋସିଏସନ୍ରର ଜିଲ୍ଲା ପ୍ରତିନିଧିମାନଙ୍କ ଏକ ବୈଠକ ରାମନାଗୁଡା ବ୍ଳକ ଅନ୍ତର୍ଗତ ଗୁମୁଡା ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ

୯ ତାରିଖରେ ଅନୁଷ୍ଠିତ ହେବ ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସଂଧ୍ୟା ଆରତର ୧୯ ତମ ବାର୍ଷିକ ମହୋତ୍ସବ

ପୁରୀ: ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜଙ୍କ ଦ୍ବାରା ଆରମ୍ଭ ହୋଇଥିବା ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ଯ ସଂଧ୍ୟା ଆରତୀ ର ୧୯ତମ ବାର୍ଷିକ ମହୋତ୍ସବ ଆସନ୍ତା ଜାନୁୟାରୀ ୯ ତାରିଖ ଦିନ ପୁରୀ ବେଳାଭୂମି ଅନୁଷ୍ଠିତ ହେବ। ମହୋଦଧି ଆରତୀ ସଞ୍ଚାଳନ

କମ୍ରେଡ଼ ସୁଧାଂଶୁ ପଣ୍ଡାଙ୍କ ବିୟୋଗ ଜିଲ୍ଲା ସିପିଆଇର ଗଭୀର ଶ୍ରଦ୍ଧାଞ୍ଜଳି

ବ୍ରହ୍ମପୁର : ବ୍ରହ୍ମପୁର ର ବିଶିଷ୍ଟ ସିପିଆଇ ନେତା, ବରିଷ୍ଠ ଆଇନଜୀବୀ, ସୁବକ୍ତା ତଥା ବହୁ ଜନ ଆନ୍ଦୋଳନର ନେତା କମ୍ରେଡ଼ ସୁଧାଂଶୁ ଶେଖର ପଣ୍ଡାଙ୍କର ତାରିଖ ବିୟୋଗରେ ପାର୍ଟିର ଜିଲ୍ଲା କାର୍ଯାଳୟରେ ବରିଷ୍ଟ ନେତା ସାଥି ସିମାଞ୍ଚଳ ସାହୁଙ୍କ ସଭାପତିତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ଶୋକ

ଦୃଷ୍ଟି ଆଢୁଆଳରେ ପ୍ରସିଦ୍ଧ ଶୈବପୀଠ ଘଟକେଶ୍ୱର ମହାଦେବଙ୍କ ପୀଠ : ସରକାରୀ ଅନୁଦାନ ପ୍ରଦାନ କରିବାକୁ ଅଞ୍ଚଳବାସୀଙ୍କ…

ଚିକିଟି : ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ମଧ୍ୟରେ ଘଟକେଶ୍ୱର ମହାଦେବଙ୍କ ପୀଠ ହେଉଛି ଅନ୍ୟତମ । ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ର କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତ ରେ ଅବସ୍ଥିତ।ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର କେରାଣ୍ଡିମାଳ ପାହାଡ଼ ପାଦ ଦେଶରେ ବହି ଯାଇଥିବା ଘଡକା ନଦୀ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଷଡବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

ଚିକିଟି : ଏହି ବ୍ଲକ ଚିକିଟି ପେଣ୍ଠ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଶନିବାର ଅପରାହ୍ନ ସମୟରେ ଷଡ ବିଂଶତମ ବାର୍ଷିକ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଚିକିଟି ପେଣ୍ଠ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ସଭାପତି ଶ୍ରୀଯୁକ୍ତ ପଟମୁ ରାମାରାଓ ସୁବୁଦ୍ଧିଙ୍କ

ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର କୁପରିଣତି : ଗୁଣିଗାରେଡି ସନ୍ଦେହରେ ୬ ଗିରଫ, ବ୍ୟବହୃତ ଖଟୁଳି ସମେତ କାର ଜବତ

ବାଲିମେଳା, ୫।୧ : ମାଲକାନଗିରି ଆଧୁନିକ ସଭ୍ୟସମାଜ ତଥା ବିଜ୍ଞାନ ଯୁଗରେ ଅନ୍ଧବିଶ୍ୱାସର କୁପରିଣତି । ଜିଲ୍ଲା ଓରକେଲ ଥାନା ଅନ୍ତର୍ଗତ ଚିତାପାରୀ-୪ ଗ୍ରାମରେ ଗୁଣିଗାରେଡି ସନ୍ଦେହ ରେ ୬ ଜଣଙ୍କୁ କୋର୍ଟ ଚାଲାଣ କଲା ଓରକେଲ ପୋଲିସ। ମିଳିଥିବା ସୂଚନାନୁଯାୟୀ ଚିତାପାରୀ-୪ ଗ୍ରାମରେ ପୂଜା ହେବ

ଚତୁରତାର ସୀମାପାର : ରାତି ଅଧିଆ ମେସିନ ଦ୍ଵାରା ଚାଲିଛି ମନରେଗା କାମ

ମାଲକାନଗିରି, ୫।୧ : ସରକାର ବଦଳିଲେ ମଧ୍ୟ ବଦଳିନି ଠିକାଦାରଙ୍କ କାର୍ଯ୍ୟର ତରିକା । ମନରେଗା ଯୋଜନାରେ ଲୋକଙ୍କ ବଦଳରେ ମେସିନ୍ ସାହଯ୍ୟ ଚାଲିଛି କାର୍ଯ୍ୟ । ଏହି ସରକାରୀ ପାଣ୍ଠିକୁ ଦୁରୂପଯୋଗ କରିବା କିଛି ଅସାଧୁ ସରକାରୀ କର୍ମଚାରୀଙ୍କ ମୁଖ୍ୟ ସାଧନ ପାଲଟିଛି । ଯାହାକି ମନରେଗା ଆଇନର

ନୟାଗଡ଼ ପୌର କାର୍ଯ୍ୟାଳୟ ଅଚଳାବସ୍ଥା..!

ନୟାଗଡ଼ : ନୟାଗଡ଼ ପୌର କାର୍ଯ୍ୟାଳୟ ରେ ଅଚଳାବସ୍ଥା । ପୌର ପରିଷଦର ନିର୍ବାହୀ ଅଧିକାରୀ ସ୍ନେହଲତା ଆଚାର୍ଯ୍ୟ ନୟାଗଡ଼ ରେ ରହୁନଥିବା ପ୍ରତ୍ୟେକ ଦିନ ଭୁବନେଶ୍ଵର ଯିବା ଆସିବା କୁ ନେଇ ବାରମ୍ବାର ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ବାରମ୍ବାର ଅଭିଯୋଗ ପରେ ବି ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ

‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ଅନୁଷ୍ଠିତ

ଭୁବନେଶ୍ୱର : ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ ପକ୍ଷରୁ ‘କାଦମ୍ବିନୀ ସାହିତ୍ୟ ମହୋତ୍ସବ’ ଓ ‘କାଦମ୍ବିନୀ ପତ୍ରିକାହାଟ’ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ମରାଠୀ ସାହିତ୍ୟିକ ଡ. ଜ୍ଞାନେଶ୍ୱର ମୁଳେଙ୍କୁ ଚଳିତବର୍ଷର ସମ୍ମାନଜନକ ‘ନୀଳିମାରାଣୀ ସାହିତ୍ୟ