ସ୍ପେସ୍‌ ଡକିଂ ସ୍ଥଗିତ ରଖିଲା ଇସ୍ରୋ

ସ୍ପେସ୍‌ ଡକିଂ ସ୍ଥଗିତ ରଖିଲା ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ସ୍ପେଡେକ୍ସ ମିଶନରେ ଯାଇ ମହାକାଶରେ ଘୁରି ବୁଲୁଥିବା ୨ଟି ସ୍ପେସ୍‌କ୍ରାଫ୍ଟ ଚେଜର୍ ଓ ଟାର୍ଗେଟକୁ ଯୋଡ଼ାଯିବା ପାଇଁ ଆଜି ସମୟ ଧାର୍ଯ୍ୟ ହୋଇଥିଲା। ଏବେ ଏହାକୁ ସ୍ଥଗିତ ରଖାଯାଇଥିବା ନେଇ ଇସ୍ରୋ ପକ୍ଷରୁ ସୂଚନା

ଆସନ୍ତା ୧୩ରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ

ଭୁବନେଶ୍ବର: ଆସନ୍ତା ୧୩ ତାରିଖରୁ ସାଧାରଣ ଲୋକଙ୍କ ପାଇଁ ଖୋଲିବ ରାଜଭବନ ଉଦ୍ୟାନ । ଓଡ଼ିଶା ରାଜଭବନ ଉଦ୍ୟାନ ଜାନୁଆରୀ ୧୩ ଅର୍ଥାତ୍ ଆସନ୍ତା ସୋମବାରରୁ ଜାନୁଆରୀ ୨୨ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ । ଏହି ଦିନମାନଙ୍କରେ ଯେକୌଣସି ବ୍ୟକ୍ତି ମାଗଣାରେ ରାଜଭବନ ଉଦ୍ୟାନ

ମହାକୁମ୍ଭ ପାଇଁ ଓଡିଶାରୁ ଚାଲିବ ୮ଟି ବସ୍, ମହିଳାଙ୍କୁ ମିଳିବ ୫୦% ରିହାତି

ମହାକୁମ୍ଭ ପାଇଁ ଚାଲିବ ୮ ଟି ବସ୍ । ମହାକୁମ୍ଭ ମେଳା ପାଇଁ ପ୍ରଥମ ପର୍ଯ୍ୟାୟରେ ଓଡିଶାରୁ ୮ଟି ବସ୍ ଯିବ । ଏନେଇ ସୂଚନା ଦେଲେ ଓଏସଆରଟିସି ଅତିରିକ୍ତ ସଚିବ ଲକ୍ଷ୍ମୀକାନ୍ତ ସେଠୀ । ତେବେ ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ବସ୍ ବାହାରିବ । ୮ଟି ବସ୍ ଅଯୋଧ୍ୟା ଅଭିମୁଖେ ବାହାରିବ ।

ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ

ପୁରୀ:ଆସନ୍ତା ୨୦ ତାରିଖରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ । ନାଟମଣ୍ଡପ ଭିତରେ ଭକ୍ତ ଶୃଙ୍ଖଳିତ ଭାବେ ପ୍ରବେଶ କରି ଶ୍ରୀଜୀଉଙ୍କୁ ସୁବିଧାରେ ଦର୍ଶନ ପାଇଁ ୬ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ଏନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ସେ ନେଇ ସମସ୍ତ

ରାଜନୈତିକ ଆକ୍ରୋଶ : ଆସିକା ଏମ.ପି.ସି.ଏସ ପେଟ୍ରୋଲ ପମ୍ପ ରେ ସିଲ..!

ବ୍ରହ୍ମପୁର: ଆସିକା ସମଗ୍ର ଏସିଆ ମହାଦେଶରେ ସମବାୟ ନଗରୀ ରୂପେ ମାନ୍ୟତା ଗ୍ରହଣ କରିଥିଲା। ଆସିକା ଠାରେ ୧୯୩୯ ମସିହାରେ ବହୁମୁଖୀ ସମବାୟ ସେବା ସମିତି ପକ୍ଷରୁ ୧୯୫୭ ମସିହାରେ ଭାରତୀୟ ପେଟ୍ରୋଲ ପମ୍ପ ନିର୍ମାଣ କରାଯାଇଥିଲା। ଯେଉଁ ଦିନ ଠାରୁ ଏହି ପେଟ୍ରୋଲ ପମ୍ପ ସ୍ଥାପିତ ହୋଇଥିଲା ସେ

ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀଙ୍କୁ ମାଡ ସହ ଶାରୀରିକ ନିର୍ଯ୍ୟାତନା, ଥାନାରେ ଏତଲା

ହିଞ୍ଜିଳିକାଟୁ, ତା ୯।୧: ବିବାହର ୭ ବର୍ଷ ପରେ ସ୍ତ୍ରୀ'ର ଚରିତ୍ରକୁ ସନ୍ଦେହ କରି ମାଡ ମାରିବା ଓ ଶାରୀରିକ ନିର୍ଯ୍ୟାତନା ଦେଉଥିବା ନେଇ ହିଞ୍ଜିଳି ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନମ୍ବର ୨୫/୨୫ ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଥିବା

ପିକଅପ ଭ୍ୟାନ୍ ଓଲଟି ଚାଳକ ଗୁରୁତର…

ହିଞ୍ଜିଳିକାଟୁ, ତା ୯।୧(): ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ରାମଚନ୍ଦ୍ରପୁର ଗ୍ରାମ ଛକ ନିକଟରେ ଏକ ପିକଅପ ଭ୍ୟାନ୍ (ଓଡି୩୨ଜେ ୮୭୧୦) ଓଲଟି ପଡିବାରୁ ଚାଳକ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ଆହତ ଜଣଙ୍କ ହେଲେ ହିଞ୍ଜିଳି ଥାନା ତଥା ହିଞ୍ଜିଳିକାଟୁ ପୈାରାଞ୍ଚଳ ଜୟମଙ୍ଗଳ ମାର୍ଗ

ଓଡ଼ଗାଁ ଏନଏସି ରେ ନିର୍ମାଣ ହେବ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର…

ନୟାଗଡ଼: ନୟାଗଡ଼ ଜିଲ୍ଲାର ଓଡ଼ଗାଁ ଏନଏସି ର ଜନ ସାଧାରଣ ମାନଙ୍କୁ ସହର ଢାଞ୍ଚାରେ ଉତ୍ତମ ଏବଂ ଉଚ୍ଚମାନର ସ୍ବାସ୍ଥ୍ୟସେବା ଯୋଗାଇଦେବା ପାଇଁ ଓଡଗାଁରେ ଖୁବଶିଘ୍ର ଏକ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲିବାକୁ ଯାଉଅଛି ।ଓଡ଼ଗାଁ କଲେଜ ରୋଡ ସନ୍ତୋଷି ମା ମନ୍ଦିର ସାମ୍ନାରେ ଏକ

ଆସନ୍ତା ଜାନୁୟାରୀ ୧୨ ତାରିଖରେ ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସାରସ୍ୱତ ସମାରୋହ

ଉମରକୋଟ( ୦୯/୦୧/୨୦୨୫) ନବରଙ୍ଗପୁର ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଦାସିଆ ସାଂସ୍କୃତିକ ପରିଷଦର ରାଜ୍ୟସ୍ତରୀୟ ରୌପ୍ୟ ଜୟନ୍ତୀ ସାରସ୍ୱତ ସମାରୋହ ଆସନ୍ତା ଜାନୁୟାରୀ ୧୨ ରିଖରେ ଉମରକୋଟ ଏସ. ଏସ. ଇଣ୍ଟରନେସନାଲ ହୋଟେଲ ରେ ଅନୁଷ୍ଠିତ ହେଵ କହି ସର୍ବ ସମ୍ମତି କ୍ରମେ