ଦାରିଙ୍ଗବାଡି,୧/୬ : ଦାରିଙ୍ଗବାଡି ଅମଲା ସଂଘ ପକ୍ଷରୁ ବ୍ଲକ୍ ପରିସର ମଧ୍ୟରେ ସାମୁହିକ ଛୁଟି ଆନ୍ଦୋଳନ କରିଛନ୍ତି । ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ ଗ୍ରେଡ଼ ପେ ବୃଦ୍ଧି କରିବା ପାଇଁ ଦାବି କରିଛନ୍ତି । ଅମଲାଙ୍କ ଆନ୍ଦୋଳନ ଫଳରେ ଲୋକେ ନାହିଁ ନଥିବ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତହସିଲ, ବ୍ଲକ, ଆଇସିଡିଏସ ଅଫିସ, ମେଡ଼ିକାଲ, ଟ୍ରେଜେରୀ, ବିଇଓ ଅଫିସର ଅମଲା ମାନେ ଆନ୍ଦୋଳନରେ ସାମିଲ ହୋଇଥିବା ଯୋଗୁଁ ସରକାରୀ କାର୍ଯ୍ୟରେ ବାଧା ମଧ୍ୟ ଉପୁଜିଛି । ଧନମାଳି ପ୍ରଧାନ, ବିଭୂତି ଭୂଷଣ ସାହୁ, ସୁରେଶ ପାଢ଼ୀ, ମମତା ବେହେରା, ଜ୍ୟୋତି ରଞ୍ଜନ ପଣ୍ଡା, ଜଗନ୍ନାଥ ଦିଗାଲ, ସତ୍ୟନାରାୟଣ ତ୍ରିପାଠୀ, କ୍ଷେତିସ ପ୍ରିୟଦର୍ଶୀ ସାହୁ ପ୍ରମୁଖ ଆନ୍ଦୋଳନରେ ସାମିଲ ଅଛନ୍ତି ।
Sign in
Sign in
Recover your password.
A password will be e-mailed to you.