କୁଆଁରମୁଣ୍ଡାରେ କାଳବୈଶାଖୀର ତାଣ୍ଡବ

କୁଆଁରମୁଣ୍ଡା : କୁଆଁରମୁଣ୍ଡା ଅଞ୍ଚଳରେ ଗତକାଲି ବିଳମ୍ବିତ ରାତ୍ରୀରେ ଭୀଷଳ କାଳବୈଶାଖୀ ପ୍ରବାହିତ ହୋଇଯାଇଛି | ଏହାର ପ୍ରଭାବରେ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ଏକ ଅଘଟଣ ଘଟିଯାଇଛି । କାର୍ଯ୍ୟାଳୟ ବନ୍ଦ ଥିବାରୁ ଯଦିଓ ଝଡ଼ବର୍ଷା ଲାଗି କୌଶସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନି ମାତ୍ର ପରିସରରେ ଥିବା ବୋଲେରୋ ଉପରେ ଗଛ ପଡି ବୋଲେରୋଟିର ଆଗ କାଂଚ ଭାଙ୍ଗି ଯିବା ସହ ବନେଟର କିଛି ଅଂଶ କ୍ଷତିଗ୍ରସ୍ତ ଘଟିଛି । ଅଗ୍ନିଶମ ବିଭାଗର କର୍ମଚାରୀ ମାନେ ଗଛଟାକୁ କାଟି ବୋଲେରୋ ଟିକୁ ଉଦ୍ଧାର କରିଛନ୍ତି |

nis-ad
Leave A Reply

Your email address will not be published.