ଭୂଷଣ ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟର ୬ ମହଲା ଉପରୁ ପଡି ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ

ସମ୍ବଲପୁର  : ଭୂଷଣ ଷ୍ଟିଲ ପ୍ଲାଣ୍ଟ କ୍ୱାର୍ଟର ୬ ମହଲା ଉପରୁ ପଡି ଦେଢ଼ ବର୍ଷର ଶିଶୁପୁତ୍ରର ମୃତ୍ୟୁ। ବାଲକୋନୀରେ ଖେଳୁଥିବା ବେଳେ ତଳକୁ ଖସି ପଡ଼ିଥିବା ସୂଚନା ମିଳିଛି ।

ଶିଶୁଟିକୁ ଝାରସୁଗୁଡା ମୁଖ୍ୟ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ଏନେଇ ଠେଲାକୋଲୋଇ ଥାନାରେ ଏକ ଅପମୃତ୍ୟ ମାମଲା ରୁଜୁ ।

nis-ad
Leave A Reply

Your email address will not be published.