ଶିକ୍ଷୟତ୍ରୀଙ୍କୁ ସ୍ୱଛତା ଚମ୍ପିୟାନ ପୁରସ୍କାର…

ଆସିକା : ସ୍ୱଚ୍ଛ ଭାରତ ମିଶନ (ସହରାଞ୍ଚଳ )ଓଡିଶା ପକ୍ଷରୁ ଆସିକା ଏନଏସି ଠାରେ ସ୍ୱଚ୍ଛ ସର୍ବେକ୍ଷେଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ଏନଏସି ଅଧକ୍ଷା ବିନେତା ସ୍ୱାଇଁ ଙ୍କ ଅଧକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମ ରେ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥ ବେଜ, ଉପାଧ୍ୟାକ୍ଷା ଜୟନ୍ତୀ ବିଷୋୟୀ,କାଉନସିଲର ପ୍ରମୁଖ ଉପସ୍ଥିତ ରହିଥିଲେ l ଏହି କାର୍ଯ୍ୟକ୍ରମ ରେ ସହର ର ବିଭିନ୍ନ ୱାର୍ଡ ସ୍ୱଚ୍ଛତା ଉପରେ ଏକ ସର୍ଭେ କରଯାଇଥିଲା l ଏଥିରେ ୱାର୍ଡ ନମ୍ବର ର ୦୭ ର ଶିକ୍ଷୟତ୍ରୀ ଅନିତା ପଟ୍ଟନାୟକଙ୍କୁ ସମ୍ମାନିତ କରାଯାଇଛି | ଜଣେ ଶିକ୍ଷୟତ୍ରୀ ହୋଇ ମଧ୍ୟ ନିଜର ଘର, ପରିବେଶ, ସାହି ପଡୋଶୀ ସ୍ଥାନ ସବୁ ସ୍ଵଛ ରଖିବା ସହ NAC ର ପ୍ରଦତ୍ତ ଦୁଇ ଗୋଟି ବାଲଟିରେ ଘରୁ ବାହାରୁଥିବା ଜିନିଷପତ୍ର କୁ ପୃଥକି କରଣ କରି ସ୍ୱଚ୍ଛତା ରଖିବାରେ ଜଣେ ଶିକ୍ଷିତା ମହିଳା ଅଟନ୍ତି l ଅନିତାଙ୍କୁ ସହରର ଅନେକ ବୁଦ୍ଧିଜୀବୀ, ସମାଜସେବୀ ଶୁଭେଚ୍ଛା ଜଣାଇଛନ୍ତି l

nis-ad
Leave A Reply

Your email address will not be published.