୫ଟି କଣ ସବୁଠୁ ଉର୍ଦ୍ଧ୍ୱରେ କି? : ଜୟନାରାୟଣ ମିଶ୍ର

ଭୁବନେଶ୍ୱର: ଶୂନ୍ୟକାଳରେ ୫ଟି ପ୍ରସଙ୍ଗରେ ସରକାରଙ୍କୁ ପୁଣି ଜୟନାରାୟଣଙ୍କ ନିଶାନା । ମୁଖ୍ୟ ସଚେତକ କହିଲେ ୫ଟି ଏକ ଚିନ୍ତାଧାରା,ଏକ ବିଚାରଧାରା । ଯଦି ଏହା ଏକ ବିଚାରଧାର ତେବେ ଏହା ସେହି ବିଚାରଧାରା ହେଇକି ରହୁ ।

ସବୁ ବିଭାଗର ମାଲିକ ସେ କିପରି ହୋଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର । ୫ଟି କାହା ପାଖରେ ଉତ୍ତର ଦାୟୀ । ୫ଟି କଣ ସବୁଠୁ ଉର୍ଦ୍ଧ୍ୱରେ କି? ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର ।

nis-ad
Leave A Reply

Your email address will not be published.