ଓଡିଶାରେ ହେବ ଆମେରିକା ଭଳି ରାସ୍ତା: ଗଡକରୀ…

ଭୁବନେଶ୍ୱର: ୨୦୨୪ ଶେଷ ସୁଦ୍ଧା ଓଡିଶାରେ ଆମେରିକା ମାନର ରାସ୍ତା । ଜାତୀୟ ରାଜପଥ ପ୍ରକଳ୍ପ  ଅଧିନସ୍ଥ ସବୁ ରାସ୍ତା ଆମେରିକା ମାନର ହେବ । କେନ୍ଦ ସଡଖ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସୂଚନା ।

ଓଟିଭି ଫୋରସାଇଟର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ । ଓଡିଶାରେ ଜାତୀୟ ରାଜପଥରେ ଅନେକ ଭିତ୍ତିଭୂମି କାମ ଚାଲିଛି ।  କଥା ଦେଉଛି, ୨୦୨୪ ଶେଷ ସୁଦ୍ଧା ରାସ୍ତା ମାନ ଆମେରିକା ଭଳି ହେବ ।

ଉଚ୍ଚ ମାନର ରାସ୍ତା ଓଡିଶାର ବିକାଶ ଓ ଉନ୍ନତିକୁ ଗତିଶୀଳ କରିବ । ଓଡିଶା ଭଳି ସାରା ଭାରତର ବିଭିନ୍ନ ରାଜ୍ୟରେ ମଧ୍ୟ କାମ ଚାଲୁ ରହିଛି  ବୋଲି ସୂଚନା ଦେଇଛନ୍ତି ନିତୀନ ଗଡକରୀ  ।

nis-ad
Leave A Reply

Your email address will not be published.