ହସ୍ପିଟାଲରେ ଲାଗିବ ବାୟୋମେଟ୍ରିକ…

ଭୁବନେଶ୍ୱର:ରାଜ୍ୟରେ ହସ୍ପିଟାଲରେ ଲାଗୁ ହେବ ବାୟୋମେଟ୍ରିକ ବ୍ୟବସ୍ଥା । ଡାକ୍ତର,ନର୍ସ,କର୍ମଚାରୀଙ୍କ ଉପସ୍ଥାନ ପାଇଁ ବାୟୋମେଟ୍ରିକ ଲାଗୁ ହେବ । ସବୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳ୍ର,ମେଡିକାଲ କଲେଜରେ ଲାଗିବ ।

ପରବର୍ତ୍ତି ସମୟରେ ସବୁ ପିଏଚସି ଓ ସିଏଚସି ଲାଗୁ ହେବ । ଏବର୍ଷ ୫ହଜାର ଡାକ୍ତର, ୯ହଜାର ଷ୍ଟାଫ ନର୍ସ ମଧ୍ୟ ନିଯୁକ୍ତି ପାଇବେ । ପେସମିଟରେ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତଙ୍କ ସୂଚନା ।

nis-ad
Leave A Reply

Your email address will not be published.